Odisha Patrika

ଭାରତର ଅଭିବୃଦ୍ଧିରେ ଉତ୍ତର-ପୂର୍ବ ରାଜ୍ୟ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଭୁବନେଶ୍ବର: ଭାରତର ଅନ୍ୟତମ ସର୍ବ ପୁରାତନ ସର୍ବୋଚ୍ଚ ଚାମ୍ବର ତଥା ଦ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ (ଫିକି) ଦ୍ବାରା ଉତ୍ତର-ପୂର୍ବ ରାଜ୍ୟରେ ତାହାର ପ୍ରଥମ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ (ଏନଇସିଏମ) ଆସାମର ଗୌହାଟିରେ ଅନୁଷ୍ଠିତ ହୋଇଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭିତ୍ତିଭୂମି କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ଏବଂ ସରକାରଙ୍କ ସ୍ୱଚ୍ଛ ବ୍ୟବସ୍ଥା ଦ୍ବାରା ରାଜ୍ୟରେ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

କିଏ ଏହି ଖେଳାଳି ଯିଏ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଲେ ?

ଭାରତ – ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ଶକ୍ତି ପ୍ରଦର୍ଶନ କରିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ ୧୫୦ ରନ୍ ରେ ରୋକିବା ସହ ପ୍ରଥମ ପାଳିରେ କୌଣଷି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି । ସେହିପରି ଏହି ମ୍ୟାଚ୍ ରେ ଅନେକ ରେକର୍ଡ ଭାଙ୍ଗିବାର ମଧ୍ୟ ଦେଖାଦେଇଛି । ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଘଣ୍ଟାରେ…

Read More

ଗୁପ୍ତେଶ୍ବର ପୀଠର ହେବ ସର୍ବାଙ୍ଗୀନ ଉନ୍ନତି ; ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର…

Read More

ଅଚିହ୍ନା ଶବର ସାଥୀ ମଧୁସ୍ମିତା ; ପାଖାପାଖି ୧୫୦୦ ଶବ କଲେଣି ଦାହ

ଭୁବନେଶ୍ବର ; ଏବେ ଶବକୁ କାନ୍ଧ ଦେଉଛନ୍ତି ମହିଳା । କୁହାଯାଏ ଯେ, ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋଟିଏ ଶବକୁ କେବଳ ପୁରୁଷ ସମାଜ ହିଁ କାନ୍ଧ ଦେଇପାରିବ । କିନ୍ତୁ ବର୍ତ୍ତମାନ ଏହି ସାମାଜିକ ପ୍ରତିବନ୍ଧକକୁ ପାର କରି ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମଧୁସ୍ମିତା । ଅଚିହ୍ନା ଶବଗୁଡ଼ିକୁ ଉଦ୍ଧାର କରି ତାହାର ସତ୍କାର କରି ସମାଜ ପରିବର୍ତ୍ତନର ମଙ୍ଗ ଧରିଛନ୍ତି ।ଏମିତି ଜଣେ ମହିଳା ହେଉଛନ୍ତି…

Read More

କିଏ ଏହି ୩ ଖେଳାଳି ? ଯିଏ ହୋଇପାରନ୍ତି ରୋହିତଙ୍କ ମୁଣ୍ଡବିନ୍ଧାର କାରଣ ….. ଜାଣନ୍ତୁ

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ । ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରେଗ୍ ବ୍ରାଥୱାଇଟ୍ ଦଳର ମଙ୍ଗ ସମ୍ଭାଳିବେ । ଭାରତୀୟ ଦଳ ଗତ ୨୧ ବର୍ଷ ଧରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିନାହିଁ। ଏଥର ମଧ୍ୟ ଭାରତୀୟ ଦଳ ବହୁତ ଶକ୍ତିଶାଳୀ ପରିଲିଖିତ ହେଉଛି…

Read More

ଟାଟା ପାୱାର କାର୍ଯ୍ୟର ନିୟମିତ ସମୀକ୍ଷା କରିବେ ସରକାର,  ନିର୍ବାଚନୀ ବର୍ଷରେ ବିଜୁଳି ସମସ୍ୟା ବଢାଇଛି ପ୍ରଶାସନର ମୁଣ୍ଡବ୍ୟଥା

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରଠାରୁ ଟାଟା ପାଓ୍ୱାର ଲଗାତର ଜନଅସନ୍ତୋଷର ଶୀକାର ହେଉଛି। ରାଜ୍ୟରେ ଆଗୁଆ ନିର୍ବାଚନ ହେବାକୁ ଯାଉଛି। ଏନେଇ ଏକାଧିକ ପ୍ରଶାସନିକ ସଙ୍କେତ ବିଗତ ଅଢେଇ ମାସରେ ଦେଖିବାକୁ ମିଳିଲାଣି। ତେଣୁ ଟାଟା ପାଓ୍ୱାରକୁ ରାଜ୍ୟ ସରକାର ହାଡେ ହାଡେ ଜଗିବାକୁ ନିଷ୍ପତ୍ତି ନେଇ ଛନ୍ତି। ଏହି କମ୍ପାନୀର ସମୀକ୍ଷା କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ଦ୍ୱାରା କରାଯିବ।  ଆଜି ଠାରୁ…

Read More

ଏହି ନିର୍ବାଚନମଣ୍ଡଳୀରେ ଏଯାଏଁ ଜିତିନି ବିଜେଡି, ହେଲେ ଚାରି ଥର ଜିତିସାରିଲାଣି ବିଜେପି

ଭୁବନେଶ୍ୱର : ୨୦୦୦, ୨୦୦୪,୨୦୦୯,୨୦୧୪ ଏବଂ ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବର୍ତ୍ତମାନ ବିଜେଡି ରାଜ୍ୟରେ ପ୍ରାୟ ଚାଳିଶି ପ୍ରତିଶତରୁ ଅଧିକ ଭୋଟ ନିଜ ଅକ୍ତିଆରରେ ରଖିଛି। ହେଲେ ରାଜ୍ୟରେ ଏମିତି କିଛି ଆସନ ରହିଛି, ଯେଉଁଠି ବିଜେଡି ଖାତା ଖୋଲିପାରିନି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଆସନଟି  ପଶ୍ଚିମ ଓଡ଼ିଶାରେ ରହିଛି। ଏଥିସହ ଆସନଟି ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ ହୋଇଛି।…

Read More

ଏଣିକି ଏହି ଦେଶରେ ଚାଲିବ ଭାରତ ମୁଦ୍ରା, ଜାଣନ୍ତୁ … କିଏ ଏହି ଦେଶ ?

ଭୁବନେଶ୍ୱର : ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାକୁ ଏକ ପ୍ରମୁଖ ମୁଦ୍ରା ଭାବରେ ପ୍ରତିଷ୍ଠା କରିବାକୁ ଭାରତ ସରକାର ଦୀର୍ଘ ଦିନ ଧରି ଚେଷ୍ଟା କରିଆସୁଛନ୍ତି। ରୁଷ – ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷ ସହିତ ଟଙ୍କା କାରବାର ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଭାରତ ତାର ପଡୋଶୀ ଦେଶ ବାଂଲାଦେଶ ସହିତ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଗତକାଲି ଏହି ଐତିହାସିକ ପଦକ୍ଷେପ ଜରିଆରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…

Read More

କେଉଁ ରୋଗ ନେଉଛି ବିଶ୍ୱର ଅଧିକାଂଶ ଲୋକଙ୍କ ଜୀବନ ? ଆସନ୍ତୁ, ଜାଣିବା…

ଭୁବନେଶ୍ବର; କେଉଁ ରୋଗରେ ସବୁଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ? ଏହି ପ୍ରଶ୍ନଟି ଅତ୍ୟନ୍ତରୋଚକ ଏବଂ ଆପଣ ଏହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରନ୍ତି । କାରଣ ୨୦୧୯ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ବିଶ୍ବ ସ୍ୱାସ୍ଥ୍ୟ ତଥ୍ୟରେ ଅନେକ ପରିବର୍ତ୍ତନ ଆସିଛି । କରୋନା ପରେ ଲୋକଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି , ଏହି ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଇଛି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ…

Read More