ବଡ଼ କାର କିଣିବାକୁ ପସନ୍ଦ କରୁଛନ୍ତି ଭାରତୀୟ,ଛୋଟ ଗାଡ଼ିର ବିକ୍ରି କମୁଛି
ମୁମ୍ବାଇ : ଭାରତୀୟମାନେ ବଡ କାର୍ କିଣିବାକୁ ପସନ୍ଦ କରୁଛନ୍ତି। ଆଗ ଅପେକ୍ଷା ଛୋଟ କାର ବିକ୍ରି ଅପେକ୍ଷା ବଡ଼ କାର ବିକ୍ରିରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ବଡ କାରରେ ଥିବା ସୁବିଧାସୁଯୋଗ ଓ ନିରାପତ୍ତାକୁ ଗ୍ରାହକ ବିଶେଷ ଧ୍ୟାନ ଦେଉଛନ୍ତି। ପ୍ରାୟ ସାଢ଼େ ସାତ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର କାର ବିକ୍ରି ହେଉଛି। ଦେଶର ବିକ୍ରି ହେଉଥିବା ମୋଟ କାର ବିକ୍ରି ୬୭ ପ୍ରତିଶତ କେବଳ ୭.୫ରୁ ୨୫ଲକ୍ଷ ମୂଲ୍ୟ କାର…
