ଏଥର ନୂଆ ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ, ବାଇଜୁସ୍ ସ୍ଥାନ ନେଲା ଡ୍ରିମ୍ ୧୧
ମୁମ୍ବାଇ : ଭାରତୀୟ କ୍ରିକେଟ ବୋର୍ଡ ତଥା ‘ବିସିସିଆଇ’ ‘ଡ୍ରିମ୍୧୧’କୁ ଶନିବାର ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ ପ୍ରାୟୋଜକ ବୋଲି ଘୋଷଣା କରିଛି। ଏହା ପୂର୍ବରୁ ବାଇଜୁସ୍ ଟିମ୍ ଇଣ୍ଡିର ପ୍ରାୟୋଜକ ରହିଆସିଥିଲା। ଗତ ମାର୍ଚ୍ଚ ମାସରେ ତାହାର ଅବଧି ସରିଯାଇଛି। ‘ବିସିସିଆଇ’ ସହିତ ତିନି ବର୍ଷ ପାଇଁ ‘ଡ୍ରିମ୍୧୧’ ଏହି ରାଜିନାମା ସ୍ୱାକ୍ଷର କରିଥିବା ଜଣାପଡିଛି। ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟ୍ଇଣ୍ଡିଜ୍ ଗସ୍ତଠାରୁ ‘ଟିମ୍ ଇଣ୍ଡିଆ’ର ଜର୍ସିରେ ‘ଡ୍ରିମ୍୧୧’ ସଙ୍କେତ ଭାବେ ରହିବ…
