ପାନ୍ – ଆଧାର ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ
ନୂଆଦିଲ୍ଲୀ : ଆପଣ ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିନାହାଁନ୍ତି କି ? ତେବେ ଆଜି ହିଁ ପାଖ ଜନ ସେବା କେନ୍ଦ୍ରକୁ ଜାଇ ନିଜର ପାନ୍ – ଆଧାର ଲିଙ୍କ୍ କରାନ୍ତୁ ।କାରଣ ଆଜି ହେଉଛି ଏହା କରିବାର ଶେଷ ଦିନ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ତେଣୁ ଉକ୍ତ ସଂଯୋଗ ପ୍ରକ୍ରିୟାକୁ ଆଜି ସୁଦ୍ଧା…
