Odisha Patrika

ହକି ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ୪ ଓଡ଼ିଆଙ୍କୁ ସ୍ଥାନ

ଭୁ‌ବନେଶ୍ବର: ହକି ଇଣ୍ଡିଆ  ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ୩୯ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଛି ।ସେଥିମଧ୍ୟରେ  ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ, ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଅମିତ ରୋହିଦାସ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରହିଛନ୍ତି । ଏହି ଶିବିର ଆଜିଠୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହେବ। ଜୁଲାଇ ୨୫ରୁ…

Read More

ଓଡ଼ିଶା ମିଲେଟ୍ସ ମିଶନ ଓ ମିଶନ ଶକ୍ତି ଦେଇଛି ମହିଳାମାନଙ୍କୁ ସ୍ୱତନ୍ତ୍ର ପରିଚୟ

ସୁନ୍ଦରଗଡ; ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ । ଧୀରେ ଧୀରେ ସମୟର ପରିବର୍ତ୍ତନ ସହ ସେମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦେବା ସହ ପ୍ରତିଟି କ୍ଷେତ୍ରରେ ନିଜ ଦକ୍ଷତାକୁ ପ୍ରତିପାଦନ କରି ସେମାନେ ପ୍ରମାଣ କରିପାରିଛନ୍ତି ଯେ ସେମାନେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି ।         ସେହିପରି ସୁନ୍ଦରଗଡ ଜିଲ୍ଲାର…

Read More

ଦିଗପହଣ୍ଡି ବସ୍ ଦୁର୍ଘଟଣା ; ଘରୋଇ ବସରେ ନଥିଲା ପରମିଟ୍ କି ବୀମା

ଭୁବନେଶ୍ବର ;ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ତଥ୍ୟ । ଘରୋଇ ବସରେ ନଥିଲା ପରମିଟ୍ କି  ଇଂସୋରେଂସ । ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି  ଜଣା ପଡିଛି OSRTC ବସ୍‌ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ୍‌ ମଧ୍ୟରେ ଏହି…

Read More

କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର, ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ନେଉଛନ୍ତି ନିଷ୍ପତ୍ତି ….

ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଗସ୍ତ କାର୍ଯ୍ୟକ୍ରମ ଇତି ମଧ୍ୟରେ ଅହେତୁକ ବହୁତ ବୃଦ୍ଧି ପାଇଛି । ଯାହାକି ସ୍ଥାନୀୟ ଏବଂ ରାଜ୍ୟ ରାଜନୈତିକ ବାତାବରଣ ଉଷ୍ମ କରିଛି। ।ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକସଭାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଆଲୋଚନା ଜୋର ଧରିଛି । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜାରି ରହିଛି। ତେଣୁ କୌଣସି ଗୋଟିଏ ଆସନ ସ୍ଥିର…

Read More

ସର୍ଫରାଜଙ୍କ ଅପେକ୍ଷାର ଅନ୍ତ କେବେ?

ଭୁବନେଶ୍ୱର : ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରିଯାଇଥିବା ବେଳେ ସର୍ଫରାଜ ଖାନ୍ ଙ୍କୁ ଟିମରେ ପ୍ରତ୍ୟାକ୍ଷାନ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ଭିତରେ ସରଫରାଜ ନିଜ ଇନଷ୍ଚାଗ୍ରାମ ଷ୍ଟୋରିରେ ଘରେ ଅଭ୍ୟାସ କରୁଥିବା ସମୟର ଏକ ଭିଡିଓ ସେୟାର କରିଛନ୍ତି । ତେବେ ପୂର୍ବରୁ ସର୍ଫରାଜ ରଣଜୀରେ ଏତେ ଭଳ ପର୍ଦଶନ କରି ମଧ୍ୟ ଦଳରେ କ’ଣ ପାଇଁ ସ୍ଥାନ ପାଇଲେ ନାହିଁ ବୋଲି ପୂର୍ବତନ…

Read More

ବିହାର ପରେ ଓଡ଼ିଶାରେ ଏକାଠି ହେଲେ ବିରୋଧି ଦଳ ସମୂହ, ସାମାଜିକ ନ୍ୟାୟ କାର୍ଯ୍ୟସୂଚୀ ହିଁ ସର୍ବନିମ୍ନ କାର୍ଯ୍ୟସୂଚୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି। ଜାତୀୟସ୍ତରରେ ରାଜନୈତିକ ଦଳ ଗୁଡ଼ିକ ନିଜ ସ୍ଥିତି ସେହି ଅନୁସାରେ ସ୍ପଷ୍ଟ କରିବାରେ ଲାଗିଛନ୍ତି। ଏହି କ୍ରମରେ ଗତ ୨୩ ତାରିଖରେ ବିହାର ରାଜଧାନୀ ପାଟନାରେ ବିରୋଧି ଦଳ ଗୁଡ଼ିକ ଏକାଠି ହୋଇଥିଲେ। ଏହା ପରେ ଶିମଲାରେ ଜୁଲାଇ୧୨ରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏକ ଅଣ ବିଜେପି-ବିଜେଡି ଶକ୍ତିର ମୂଳଦୁଆ ପଡିବାକୁ ଯାଉଛି। ସାମାଜିକ ନ୍ୟାୟ ଅଭିଯାନ…

Read More

ଜାଗୃତି ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ଵର; ଆଜି ସନ୍ଧ୍ୟାରେ ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଦ୍ୱାରା ଦୁଇଦିନିଆ ଜାତିୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଠାରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବ ଟି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଆଡଭି ଗ୍ରୁପ୍ ର ସହଯୋଗ ରେ ଅନୁଷ୍ଠିତ ହୋଇଛି। ଉତ୍ସବ ର ପ୍ରଥମ ସନ୍ଧ୍ୟାରେ ଶ୍ରୀ ସୁଶାନ୍ତ କୁମାର ରାଉତ (ବିଧାୟକ, ଉତ୍ତର ଭୁବନେଶ୍ଵର) ମୁଖ୍ୟ ଅତିଥି, ଶ୍ରୀ ପ୍ରବୋଧ…

Read More

ମୌସୁମୀ ଋତୁ ପାଇଁ ଟିପିଏସ୍‌ଓଡିଏଲ୍‌ର ବ୍ୟାପକ ପଦକ୍ଷେପ

• ରକ୍ଷଣାବେକ୍ଷଣ ଏବଂ ପୁନଃ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ମାନବ ଶକ୍ତି ନିୟୋଜିତ• ଅତିରିକ୍ତ ମାନବ ସମ୍ବଳ , ଉପକରଣ ଏବଂ କ୍ରେନ୍, ହାଇଡ୍ରା, ଏବଂ ପୋଲ୍ ମାଷ୍ଟର ପର୍ଯ୍ୟାପ୍ତ ଭାବେ ଯୋଗାଣ • ସର୍କଲ ଗୁଡିକରେ ମୋବାଇଲ ସବ-ଷ୍ଟେସନ ମୁତୟନ • ସୁରକ୍ଷା ଉପରେ ଗୁରୁତ୍ୱ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ ପାଇଁ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ଆସନ୍ତା ମୌସୁମୀ…

Read More

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଅଗ୍ରସର ଫଳରେ ମୌସୁମୀ ବାୟୁ ବର୍ଷା ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ଜାରି ରହିଛି । ତେବେ ଏହାରି ଭିତରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ  ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାରି ପ୍ରଭାବରେ ୨୪ଘଣ୍ଟା…

Read More

ଚେଲ୍ଲା କୁମାରଙ୍କ ପରେ ଏହି ବ୍ୟକ୍ତିଙ୍କୁ ଓଡ଼ିଶା ପ୍ରଭାରୀ କରିବାକୁ ଚାହୁଁଛି ଏଆଇସିସି

ଭୁବନେଶ୍ୱର :  ଖୁବ୍ ଶୀଘ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ୯ଟିରୁ ୧୦ଟି ରାଜ୍ୟର ପିସିସି ପ୍ରଭାରୀ ତାଲିକା ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ବଦଳିବା ଏକ ପ୍ରକାର ନିଶ୍ଚିତ। କିଛିଦିନ ତଳେ ସେ ନିଜ ଆଡୁ ମଧ୍ୟ ଓହରି ଯିବା ପାଇଁ ଏଆଇସିସିକୁ ଅନୁରୋଧ କରିସାରିଛନ୍ତି। ଏହି କ୍ରମରେ ଚେଲ୍ଲା କୁମାରଙ୍କ ପରେ ପ୍ରଭାରୀ କିଏ ହେବ, ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି।…

Read More