ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ
ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମ୍ପତ୍ତି ଦେଖି ଅବାକ ଭିଜିଲାନ୍ସ। ସବୁ ସ୍ଥାନରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା ଭର୍ତ୍ତି ପେଟି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଛି ୨ କୋଟିରୁ ଅଧିକ ଟଙ୍କା। ଭୁବନେଶ୍ୱର କାନନବିହାର ପଡୋଶୀ ଘର ଛାତରୁ ୬ଟି ଟଙ୍କା ଭର୍ତ୍ତି ପେଟି ମିଳିଛି। କାନନବିହାର ସ୍ଥିତ ଦୁଇ ମହଲା କୋଠାରେ…
