Odisha Patrika

ତିନି ଫର୍ମାଟ୍ ତିନି ଅଧିନାୟକ ମଡେଲ୍ ଭାରତକୁ ଜିତାଇପାରେ “ଆଇସିସି” ଟ୍ରଫି

ଭୁବନେଶ୍ବର :ଡବଲ୍ୟୁଟିସି ଫାଇନାଲ ହାରିବା ପରେ ଭାରତରେ ଅଧିନାୟକ ପରିବର୍ତ୍ତନ କ୍ରୀଡା ପ୍ରେମୀଙ୍କ ମହଲରେ ଜୋର୍ ଧରିଛି । ଦୀର୍ଘ 10 ବର୍ଷ ହେଲାଣି ଭାରତ କୌଣସି ଆଇସିସି କପ୍ ନେବାରେ ବିଫଳ ହେବାର କାରଣ ବିସିସିଆଇ ଏବେବି ଖୋଜୁଛି । ମହେନ୍ଦ୍ର ସିଂ ଧୋନି ଦଳ ଛାଡିବା ପରଠୁ ବଡ଼ ଟ୍ରଫି କାହିଁଙ୍କି ଟିମ୍ ଇଣ୍ଡିଆ ହାତରେ ଲାଗୁନି ତାହା ଏବେ କ୍ରିକେଟ୍ ଜଗତ ପାଇଁ ବଡ଼ ପ୍ରଶ୍ନ । ଆଇପିଏଲରେ ଟ୍ରଫି ଜିତୁଥିବା ଅଧିନାୟକ…

Read More

ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପଦରୁ ଶରତଙ୍କୁ କରାଯାଇପାରେ ଅପସାରଣ

ଭୁବନେଶ୍ୱର : ଯେଉଁ ଦିନ କଂଗ୍ରେସ ସଭାପତି ପିସିସି ସଭାପତିଙ୍କୁ ନିଯୁକ୍ତ କରନ୍ତି, ସେହିଦିନ ଠାରୁ ତାଙ୍କ ହଟାଇବା ପାଇଁ ଏକ ଗୋଷ୍ଠୀ ସଜବାଜ ହୋଇଯାଇଥାଏ। ବର୍ତ୍ତମାନ ସେପରି କିଛି ସ୍ଥିତି ଉପୁଜିନାହିଁ। ହେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଆସନ୍ତା ନିର୍ବାଚନ ଯାଏଁ ରହିବେ ନା ନାହିଁ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ନିଜସ୍ୱ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଅପେକ୍ଷା ଶ୍ରୀ ପଟ୍ଟନାୟକ ଏଆଇସିସି ପ୍ରେସ୍ ରିଲିଜକୁ ଅପେକ୍ଷା କରି ରହୁଛନ୍ତି। ରାଜ୍ୟରେ ଅଣ…

Read More

ଟାଟା ପାୱାର କାନ୍ଧରେ ବନ୍ଧୁକ ରଖି ଚତୁରତାର ସହ ଖସୁଛନ୍ତି କି ରାଜ୍ୟ ସରକାର, କଣ କହୁଛନ୍ତି ଆପ୍ ପ୍ରବକ୍ତା..ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଲଗାତର ବିଜୁଳି ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରସଙ୍ଗରେ ଟାଟା ପାଓ୍ୱାରକୁ ସମାଲୋଚନା କରାଯାଉଛି। ମାତ୍ର ଟାଟା ପାଓ୍ୱାର ହାତରେ ରାଜ୍ୟ ସରକାର ହିଁ ଏହି ଦାୟିତ୍ୱ ଟେକି ଦେଇଛନ୍ତି। ତେଣୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ମୁଖ୍ୟ ଗଣମାଧ୍ୟମ ଗୁଡ଼ିକରେ ଗୌଣ ହୋଇଯାଉଛି। ଏହି ପ୍ରସଙ୍ଗରେ ନିଜର ବିଚାର ରଖିଛନ୍ତି ଆପ୍ ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ। ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଜରିଆରେ କହିଛନ୍ତି ଯେ,…

Read More

ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ବିଜେତା

ଭୁବନେଶ୍ବର : ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍‌ରେ ଲେବାନନ୍‌ (୯୯)କୁ ପରାସ୍ତ କରିଛି। ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍‌) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ (୬୬ ମିନିଟ୍‌) ଗୋଟିଏ ଲେଖାଏଁ…

Read More

ଆଜିଠୁ +୩ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ବିଭିନ୍ନ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ସାମ୍ସ ଜରିଆରେ ଅପରାହ୍ଣ ୨ଟାରୁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିବେ। ଜୁଲାଇ ୪ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ସଂଶୋଧନ କରି ପାରିବେ। ତେବେ ଜୁଲାଇ ୧୪ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରଥମ…

Read More

ନିଶ୍ଚିତ ବିଦାୟ ଜାଣି ନିଜ ଆଡୁ ଓହରୁଛନ୍ତି ଚେଲ୍ଲା କୁମାର, ସିଡବ୍ଲୁସି ସଦସ୍ୟ ନ ହୋଇ ପାରନ୍ତି ନିରଞ୍ଜନ

ଭୁବନେଶ୍ୱର : ଏଆଇସିସିସ୍ତରରେ ବ୍ୟାପକ ପରିବର୍ତ୍ତନର ଆଭାସ ମିଳିଲାଣି। ପ୍ରାୟ ୯ରୁ ୧୦ଟି ରାଜ୍ୟର ପ୍ରଭାରୀ ବଦଳିବେ। ଏଥିରେ ଓଡ଼ିଶା ମଧ୍ୟ ରହିଛି। ଏହା ଜାଣି ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ନିଜ ଆଡ଼ୁ ଦାୟିତ୍ୱମୁକ୍ତ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ହେଲେ ଏହା ଗଣମାଧ୍ୟମରେ କେବଳ ନିଜ ଛବି ସଜାଡ଼ିବା ପାଇଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ତାମିଲନାଡୁରୁ ଆସିଥିବା ଏହି ପ୍ରଭାରୀ ଜଣଙ୍କ ଜଣେ ମାଇନିଂ ମ୍ୟାନଙ୍କ ଫାର୍ମ ହାଉସରେ ଭୋଜି କରିବା…

Read More

ଟିପିଏସ୍ଓଡିଏଲ୍ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ

• ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କ୍ଷେତ୍ରରେ କରୁଥିବା ୪,୪୨୦ କର୍ମଚାରୀ ମୂତୟନ କରାଯାଇଛି । • କାର୍ଯ୍ୟ କ୍ଷେତ୍ରରେ କରୁଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ଆସେସୋରିଜ୍, ହାଇଡ୍ରା ଓ ପୋଲମାଷ୍ଟର୍ ପ୍ରଦାନ • ରାତି ସମୟରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସ୍କା ଆଲୋକର ବ୍ୟବସ୍ଥାବ୍ରହ୍ମପୁର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ ଡି) ପକ୍ଷରୁ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆକଳନକୁ ଦୃଷ୍ଟିରେ ରଖି ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ…

Read More

ବିଦେଶ ପ୍ରତିଯୋଗିତା ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଓ କର୍ମକର୍ତ୍ତାଙ୍କ ଦୈନିକ ଖର୍ଚ୍ଚ ୬୬% କୁ ବୃଦ୍ଧି

ଭୁବନେଶ୍ଵର;  ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ଵାରା ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହବା ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି ।ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ।ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ,…

Read More

ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ; ୪୫ ଡ଼ିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ସାରା ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ। ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁରର ତାପମାତ୍ରା ୪୫ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡାର ତାପମାତ୍ରା ୪୪.୪ ଡ଼ିଗ୍ରୀ ରହିଛି। ଅନ୍ୟପଟେ ଡହଡହ…

Read More

ଶହେ, ଦୁଇଶହ, ପାଞ୍ଚଶହ ହୋଇ ଫେରିଆସିଲା ୪୦ ପ୍ରତିଶତ ୨୦୦୦ ଟଙ୍କିଆ

ମୁମ୍ବାଇ: ଲୋକମାନେ ବ୍ୟାଙ୍କରେ ଯେତିକି ପରିମାଣର ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରିଥିଲେ ତାହାର ୪୦ ପ୍ରତିଶତ ଅନ୍ୟ ନୋଟ୍ ରୂପରେ ଲୋକମାନଙ୍କ ପାଖକୁ ଫେରିଆସିଛି। ଖାତାରେ ୨୦୦୦ ଟଙ୍କିଆ ଜମା କରିବା ପରେ ଲୋକମାନେ ତାହାକୁ ୫୦୦, ୨୦୦ ଓ ୧୦୦ ଟଙ୍କିଆ ରୂପରେ ଉଠାଇଛନ୍ତି। ସେଥିପାଇଁ ବଜାରରେ ନଗଦ ରାଶି ପରିମାଣ ବୃଦ୍ଧି ପାଇଛି।କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଗତ ଜୁନ୍ ୭ ସୁଦ୍ଧା…

Read More