ରୁଟଙ୍କ ଶତକ ବଳରେ ୩୯୩/୮ ଇଂଲଣ୍ଡର ପାଳି ଘୋଷିତ
ବର୍ମିଂହାମ୍: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆର ଆସେସ୍ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଘରୋଇ ଦଳ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ…
