Odisha Patrika

ମେରାମଣ୍ଡଳି ଟାଟା ଷ୍ଟିଲରେ ଅଘଟଣ ; ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ ହୋଇ ୧୯ ଶ୍ରମିକ ଗୁରୁତର

ଢେଙ୍କାନାଳ: ଟାଟା ଷ୍ଟିଲରେ ନିଆଁ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ତିତ ମେରାମଣ୍ଡଳି ଟାଟା ଷ୍ଟିଲରେ ଅଘଟଣ । ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ ହୋଇ ୧୯ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ କୁହାଯାଉଛି । ଆହତ ଶ୍ରମିକମାନଙ୍କ ମଧ୍ୟରୁ କିଛି ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।…

Read More

ଚୀନ କହୁଛି ଭାରତୀୟ ସାମ୍ବାଦିକ ଦେଶ ଛାଡ଼

ବେଜିଂ:  ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ତିବ୍ର ହେବାରେ  ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରକୁ ଅପଡେଟ୍ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର…

Read More

ରଜ ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି

ଭୁବନେଶ୍ବର:ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୧.୨୦୨୩ରୁ ପିଛିଲା ଭାବରେ ଲାଗୁ କରାଯାଇଛି। ସେହିପରି ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ଟି.ଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହାଦ୍ବାରା…

Read More

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ‘ବିସିସିଆଇ’

ନୂଆଦିଲ୍ଲୀ :   ବିଶ୍ବ ଟେଷ୍ଚ ଚାମ୍ପିୟାନସିପ ଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ବୋଲି  ଗତକାଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଯେଉଁଥିରେ ଟୋଟାଲ 10ଟି ମ୍ୟାଚ୍ ରହିଛି । ସେଥିମଧ୍ୟରୁ 2ଟି ଟେଷ୍ଟ ଥିବାବେଳେ 3ଟି ଦିନିକିଆ ଓ 5ଟି ଟି-20 ରହିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଡୋମିନିକାର ୱିଣ୍ଡସୋର ଷ୍ଟାଡିୟମରେ 12 ଜୁଲାଇରେ ଆରମ୍ଭ ହେବାକୁ ଥିବାବେଳେ । 20 ଜୁଲାଇରେ ଦ୍ବିତୀୟଟି ମ୍ୟାଚ୍…

Read More

ଗୁଜୁରାଟରେ ତାଣ୍ଡବ ରଚିବ ବାତ୍ୟା ‘ବିପର୍ଯ୍ୟୟ ‘

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ (ଗୁରୁବାର) ଅପରାହ୍ଣରେ ଗୁଜରାଟର ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ପୂର୍ବାନୁମାନ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ। ବାତ୍ୟାକୁ ନେଇ ଆଇଏମଡି ଗୁଜରାଟର…

Read More

ବିଦ୍ୟୁତ ବିଭ୍ରାଟର ତ୍ୱରିତ ସମାଧାନ କର : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାଳବୈଶାଖୀ, ବଜ୍ରପାତ ଆଦି ପରେ ବିଦ୍ୟୁତ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ବିତରଣ କମ୍ପାନୀ (ଡିସକମ୍)ମାନଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଓଇଆରସିର ନିର୍ଦ୍ଦେଶକ (ନିୟାମକ), ଡିସକମର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର, ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ( ଫାଇନାନ୍ସ ଓ…

Read More

ପୁରୀ ଲୋକସଭାରେ ବରିଷ୍ଠ ବ୍ରଜ-ପ୍ରସନ୍ନଙ୍କ ବିରୋଧରେ ଲଢ଼ିବେ ମୋଦିଙ୍କ ଗେଲ୍ହା ସମ୍ବିତ

ଭୁବନେଶ୍ୱର : ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଅନ୍ୟତମ। ଏହି ଆସନରୁ କଂଗ୍ରେସ, ଜନତା ଦଳ , ସିପିଆଇ ଏବଂ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ପ୍ରତିନିଧି ଜିତିଛନ୍ତି। ୧୯୮୦ ପରେ ଭାରତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ବିଜେପି ଏଠାରୁ କେବେ ଜିତିନାହିଁ। ୨୦୦୯ ମସିହା ଠାରୁ ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇ ଆସୁଛି। ପ୍ରଥମ ଦୁଇଥର ତୃତୀୟ ସ୍ଥାନରେ ରହିବା ସହ ଗତଥର ଅଳ୍ପ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ…

Read More

ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ ୨୦୨୩

ଭୁବନେଶ୍ଵର; ଏସିଆ କପ୍ କେଉଁ ଦେଶରେ ଖେଳା ଯିବ ତାକୁ ନେଇ ବହୁ ଦିନ ହେବ ଚର୍ଚ୍ଚା ଲାଗିରହିଥିଲା। କିନ୍ତୁ ଏବେ ଏହାର ସମାଧାନ ଘଟିଛି। ଏକ ରିପୋର୍ଟ ମୁତାବକ ୨୦୨୩ ଏସିଆ କପ୍ ଏଥର ପାକିସ୍ତାନ ଓ ଶ୍ରୀଲଂକାରେ ଖେଳାଯିବ। ସେହିପରି ପାକିସ୍ତାନ ଦ୍ବାରା ପ୍ରସ୍ତୁତ ହାଇବ୍ରିଡ ମଡେଲକୁ ଆହୁରି ଉନ୍ନତ ମାନର ତିଆରି କରାଯିବା ନେଇ (ଏସିସି) ପକ୍ଷରୁ ୧୩ ତାରିଖରେ ଘୋଷଣା କରାଯାଇପାରେ। ‘ପିଟିଆଇ ‘ ରିପୋର୍ଟ ଅନୁସାରେ ଭାରତର କୌଣସି ମ୍ୟାଚ୍…

Read More

ଆହୁରି ୨ଦିନ ତାତିରେ ସିଝିବେ ରାଜ୍ୟବାସୀ : ୧୨ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ

ଭୁବନେଶ୍ଵର;ଆସନ୍ତା ୨ ଦିନ ରାଜ୍ୟରେ ଅଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

Read More

ଡବଲ୍ୟୁଟିସି ଫାଇନାଲ; ଭାରତକୁ ହରାଇ ଅଷ୍ଟ୍ରେଲିଆ ଟେଷ୍ଟରେ ବିଶ୍ଵ ବିଜେତା

ଲଣ୍ଡନ;ପୁଣି ଏକ ବଡ ଫାଇନାଲରେ ହାରିଲା ଭାରତ। ଲଗାତାର ଦିତୀୟ ଥର ପାଇଁ ଭାରତର ଡବଲ୍ୟୁଟିଶି ଟାଇଟଲ ଆଶା ଧୂଳିସାତ ହୋଇଛି। ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି। ଯାହା ଫଳର ୧୦ ବର୍ଷ ପରେ ଭରତର ସ୍ଵପନ୍ ସ୍ବପ୍ନରେ ରହି ଯାଇଛି। ଦ୍ୱିତୀୟ ପାଳିରେ ୪୪୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୨୩୪ ରନରେ ତାର ସମସ୍ତ ୱିକେଟ୍ ହରାଇଛି।…

Read More