Odisha Patrika

ଭାରତକୁ ସାହା କୋହଲି , ରାହାନେ ଯୋଡ଼ି

ଲଣ୍ଡନ୍‌ : ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଭାରତ ସମ୍ମୁଖରେ ୪୪୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ଚତୁର୍ଥ ଦିନର ‌ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ରେ ୧୬୪ ରନ୍‌ ସଂଗ୍ରହ କରି ନେଇଥିବାରୁ ମ୍ୟାଚ୍ ରୋମାଞ୍ଚକ ମୁହାଁ ‌ହୋଇଛି। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଅତୁଟ ଚତୁର୍ଥ ୱିକେଟ୍‌ରେ ୭୧* ରନ୍‌ ଯୋଡ଼ି ଭାରତକୁ ମ୍ୟାଚରେ ଏବେବି ଜୀବିତ ରଖିଛନ୍ତି । ଚତୁର୍ଥ ଦିନ ଷ୍ଟମ୍ପ୍ସ…

Read More

ବିଶ୍ବକପ ଓ ଏସିଆ କପରେ ଭାରତ ମ୍ୟାଚକୁ ମାଗଣାରେ ଦେଖାଇବ ହଟଷ୍ଟାର

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର।ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍‌ ଲାଇଭ୍‌ ଷ୍ଟ୍ରମିଂ ଯୋଗାଇଦେବ ୱାଲ୍ଟ ଡିଜନି ସହଯୋଗୀ କମ୍ପାନି ହଟ୍‌ଷ୍ଟାର୍‌। ଆଇପିଏଲ୍‌ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏବେ ‌ହଟଷ୍ଟାର୍‌ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍‌କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍‌ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜିଓ ସ‌ିନେମା…

Read More

ଆହୁରି କୁହୁଳୁଛି ମଣିପୁର ହିଂସାକାଣ୍ଡ

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ ମଧ୍ୟରେ ରାଜ୍ୟର ୧୧ଜଣ ଅଧିକାରୀଙ୍କୁ ଶନିବାର ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମଧ୍ୟ ଅଛନ୍ତି।ତେବେ ଗୃହମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ରାଜ୍ୟର ଡିଜିପି ପି.ଡୋଙ୍ଗଲଙ୍କୁ ତାଙ୍କ…

Read More

ଭାରତର ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ଉନ୍ନତି ଆଣିବ କୃତ୍ରିମ ବୁଦ୍ଧିମତା: ମୋଦି

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍‌ଜିପିଟିର ଜନକ ତଥା‌ ଓ‌ପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ବାର୍ତ୍ତାଳପକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ଉନ୍ନତି ଆଣିବାରେ ଏଆଇ ପାଖରେ ବିପୁଳ ସମ୍ଭାବନା ରହିଛି। ବିଶେ‌ଷ କରି ଯୁବପିଢ଼ିଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ। ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ଡିଜିଟାଲ ରୂପାନ୍ତରୀତ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବା ପାଇଁ…

Read More

ଆହୁରି ପାଞ୍ଚ ଦିନ ଜାରି ରହିବ ଗରମ

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି ଗ୍ରାଷ୍ମ ଲହରି। ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ରାଜ୍ୟରେ ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲାକୁ ହିଟୱେଭ ୱାର୍ଣ୍ଣିଂ…

Read More

ମନ୍ତ୍ରୀ-ସଚିବଙ୍କୁ ମହଙ୍ଗା ପଡ଼ିଲା କି ୩୫ କୋଟି ଟଙ୍କାର କାରବାର, ସବୁ ଜାଣିବା ପରେ ପଦକ୍ଷେପ ନେଲା କି ତୃତୀୟ ମହଲା…..

ଭୁବନେଶ୍ୱର :  ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସେଲ୍ଫ ଫିନାନ୍ସିଂ ପାଠ୍ୟକ୍ରମର ପ୍ରଚଳନ ସୁନିଶ୍ଚିତ କରିବାକୁ ୩୫ କୋଟି ଟଙ୍କାର କାରବାର ହୋଇଥିଲା। ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ କାର୍ଯ୍ୟନିର୍ବାହୀ ଏବଂ ବିଧାନପାଳିକାଙ୍କ ମେଣ୍ଟ ପରଖି ନେଲା ତୃତୀୟ ମହଲା। କଥା ଦାଣ୍ଡରେ ପଡ଼ି ହାଟରେ ଗଡିବା ଆଗରୁ ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ନିଜ ଦାୟିତ୍ୱରୁ ଅପସାରଣ କରିଦେଲେ ରାଜ୍ୟ ସରକାର। ସେହିପରି ସାରା ରାଜ୍ୟର କଲେଜ ଓ…

Read More

ଡ଼ବଲ୍ୟୁଟିସି ଫାଇନାଲ; ଅଷ୍ଟ୍ରେଲିଆ ୨୯୬ ରନରେ ଆଗୁଆ

ଲଣ୍ଡନ : ଓଭାଲରେ ଖେଳାଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। ଟ୍ରାଭିସ ହେଡ ଓ ଷ୍ଟିଭେନ ସ୍ମିଥଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍‌‌ କରିଥିଲା। ଆଉ ଏହାର ଯବାବରେ ଭାରତ ଭଲ ପଦର୍ଶନ କରିପାରିନାହିଁ। ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । କେବଳ ଅଜିଙ୍କ୍ୟା ରହାନେ (୮୯) ଓ ସାର୍ଦୁଲ ଠାକୁର (୫୧) ଭଲ ପଦର୍ଶନ କରି…

Read More

କେଜରିୱାଲ ଗୁଜୁରାଟ ହାଇକୋର୍ଟର ଦ୍ବାରସ୍ଥ ହେଲେ

ଅହମଦାବାଦ : ଗତ ମାର୍ଚ୍ଚ ମାସରେ ଗୁଜୁରାଟ ହାଇକୋର୍ଟ ଦିଲ୍ଲୀ ମୂଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜରିୱାଲଙ୍କ ଉପରେ ୨୫୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ଏହାର ପୁନର୍ବିଚାର କରିବା ପାଇଁ କେଜରିୱାଲ ଗୁଜରାଟର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଗୁଜୁରାଟ ବିଶ୍ବବିଦ୍ୟାଳୟ, କେନ୍ଦ୍ର ସରକାର, କେନ୍ଦ୍ରୀୟ ସୁଚନା କମିଶନ ଓ ପୂର୍ବତନ ମୂଖ୍ୟ ସୂଚନା କମିଶନର ଶ୍ରୀ ଶ୍ରୀଧର ଆଚାର୍ଯ୍ୟଲୁଙ୍କୁ ନୋଟିସ ଜାରି…

Read More

ସାତ ଦିନ ପରେ ସ୍ବାଭାବିକ ହେଲା ରେଳ ଚଳାଚଳ

ବାଲେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳାଚଳ କରୁଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି । ମରାମତି ସରିବା ପରେ ଖୁବ୍‌ ଶୀଘ୍ର ସମସ୍ତ ଟ୍ରେନ୍ ଚଳପ୍ରଚଳ କରିବ ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଅଟା ଚୋରି ରୋକିବାକୁ ପାକିସ୍ତାନରେ ୧୪୪ ଲାଗୁ

ଇସଲାମାବାଦ : ଗୋଟିଏ ପଟେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଠିକ୍ ସେତିକି ବେଳେ ଅନ୍ୟ ପଟେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ  ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ଅଟାର ଘୋର ଅଭାବ ଥିବାରୁ ଅଟା ଚୋରି ଆରମ୍ଭ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଅଟା ଚୋରିକୁ ରୋକିବା ପାଇଁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଧାରାଲାଗୁ କରାଯାଇଛି। ଏକ ସରକାରୀ ଆଦେଶ ଜାରି କରି ସରକାର ଏଥିପାଇଁ ସୂଚନା…

Read More