Odisha Patrika

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ଦୁଇ ଚକିଆ ଯାନର ବିକ୍ରି

ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅବା  ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶତ ବୃଦ୍ଧି ପାଇଛି। 2022 ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି ହୋଇଛି।ହିରେ…

Read More

ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୬୯, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୫୧/୫

ଲଣ୍ଡନ: ଓଭାଲ ଠାରେ ଖେଳାଯାଉଥିବା ଟେଷ୍ଟ ଚାମ୍ପିୟନସିପ ଫାଇନାଲର ଦ୍ୱିତୀୟ ଦିନରେ ମହମ୍ମଦ ସିରାଜ ୪ ୱିକେଟ୍ ନେଇ ଭାରତୀୟ ଦଳକୁ ପତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ, କିନ୍ତୁ ଭାରତୀୟ ବ୍ୟାଟର୍ ଏହାକୁ ହାତଛଡ଼ା କରି ଦେଇଛନ୍ତି। ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ତାର ଦବ୍ ଦବା ମ୍ୟାଚ ରେ ବନେଇ ରଖିଛି । ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଏହି ଫାଇନାଲ୍‌ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା…

Read More

ସତ୍ୟବ୍ରତ ପାଣିଗ୍ରାହୀ ଓ ଅପୂର୍ବା ଶୁକ୍ଳାଙ୍କୁ ରାଧାନାଥ ରଥ ଓ ସତ୍ୟ ମହାପାତ୍ର ଫେଲୋସିପ୍‍

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଛି । ଫେଲୋସିପ୍‍ ବାବଦକୁ ଉଭୟଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କା ଆର୍ଥିକ ରାଶି ଦିଆଯାଇଛି । ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‍ ପ୍ରଦାନ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇଛି।। www.orissaresults.nic.in ରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ +୨ କଳାରେ ପାସ୍ ହାର ୭୮.୮୮ % ରହିଛି। ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ…

Read More

୨୩ରେ ବିରୋଧି ଦଳ ଶୀର୍ଷନେତାମାନଙ୍କ ପାଟନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବିରୋଧି ଦଳ ମୁଖ୍ୟମାନଙ୍କ ବୈଠକ ଦୁଇଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ଅନୁଷ୍ଠିତ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ପୌରହିତ୍ୟ କରିବେ ବୋଲି ଜଣାପଡିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ…

Read More

ଉନ୍ନତଧରଣର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍ ର ସଫଳ ପରୀକ୍ଷଣ

ବାଲେଶ୍ୱର : ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ୍‌” କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫତଳାର ସହ ଉଡାଣ-ପରୀକ୍ଷଣ କରାଯାଇଛି । ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା । କ୍ଷେପଣାସ୍ତ୍ରର ତିନିଟି ସଫଳ ବୈଧ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ପ୍ରି-ଇଣ୍ଡକ୍ସନ ରାତ୍ରୀକାଳୀନ ଉତ୍‍କ୍ଷେପଣ ଥିଲା । ରାଡାର, ଟେଲିମେଟ୍ରି…

Read More

ଯାଜପୁର ଟ୍ରେନ ଗଡ଼ି ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଯାଜପୁର : ଯାଜପୁର ରୋଡ଼୍‌ ଷ୍ଟେସନରେ ଗତକାଲି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ରୋଡ ଡିଭିଜନ୍ ର ଡିଆରଏମଙ୍କ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି। ଗତକାଲି ରେଳ ଟ୍ରାକ୍‌ରେ ଅଟକିଥିବା ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯାଇଛି। ବର୍ଷା, ପବନରୁ ରକ୍ଷା ପାଇବା ପାଇଁ ଏହି ଶ୍ରମିକମାନେ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ। ହେଲେ ଅଟକିଥିବା ଟ୍ରେନ୍ ହଠାତ୍ ଗଡ଼ି ଯିବାରୁ ସେମାନେ କଟି ଯାଇ ପ୍ରାଣ ହରାଇଥିଲା। ଏହି…

Read More

ଆଜି କେରଳ ଛୁଇଁଲା ମୌସୁମୀ, ରଜ ବେଳକୁ ଓଦା ହେବ ଓଡ଼ିଶା

ନୂଆଦିଲ୍ଲୀ : ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ ଗୁରୁବାର କେରଳ ଛୁଇଁଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏଯାବତ୍ ଜଣା ପଡ଼ି ନାହିଁ। ୨୦୨୨ ମେ ମାସ ଶେଷ ଆଡ଼କୁ ମୌସୁମୀ କେରଳ ଛୁଇଁଥିଲା। ହେଲେ ଏହା ପୂର୍ବ ବର୍ଷ ୨୦୨୧ରେ…

Read More

ବିଦ୍ୟୁତ ନେଟୱର୍କ ଉନ୍ନତ କରିବା ଉପରେ ଟିପିଏସଓଡି଼ଏଲର ଧ୍ୟାନ

ସାନଖେମୁଣ୍ଡି: ଟିପି ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ) ଏହାର ଉପଭୋକ୍ତାଙ୍କୁ ନିରନ୍ତର ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି । ଏହି ଗ୍ରୀଷ୍ମ ଋତୁରେ ଟିପିଏସଓଡି଼ଏଲ ବୈଦ୍ୟୁତିକ ଭିତ୍ତିଭୂମିକୁ ମଜବୁତ କରୁଛି । ଏହା ବିଦ୍ୟୁତର ଅଧିକ ଆବଶ୍ୟକତାକୁ ପୂରଣ କରିବାରେ ସହଯୋଗ କରିବ । ସାନଖେମୁଣ୍ଡିର ପୁଡାମାରି ଗ୍ରାମରେ ୩.୧୫ ଏମଭିଏ ଟ୍ରାନ୍ସଫର୍ମରକୁ ୫ ଏମଭିଏ କ୍ଷମତାପୂର୍ଣ୍ଣ ଟ୍ରାନ୍ସଫର୍ମର କରିଦିଆଯାଇଛି । ଏହା କମ୍ପାନୀର ସକ୍ରିୟ ପ୍ରୟାସର ଏକ ଉଦାହରଣ…

Read More

୬.୫% ମୁଦ୍ରାସ୍ପୀତିକୁ ଅପରିବର୍ତ୍ତିତ ରଖିଲେ ଆରବିଆଇ

ମୁମ୍ବାଇ: ଖାଉଟି ମୁଦ୍ରାସ୍ଫୀତି ବା ରେପୋ ରେଟ୍  ଚାପ ହ୍ରାସ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଭର୍ଣ୍ଣର୍‌ ଦାସ କହିଛନ୍ତି, ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ନେଇଛନ୍ତି । ଫଳରେ, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌…

Read More