Odisha Patrika

ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…

Read More

ଭାରତ ପାଇଁ କ’ଣ ରହିବ ଚୂଡାନ୍ତ ଏକାଦଶ ଆସନ୍ତୁ ଜାଣିବା

ଭୁବନେଶ୍ବର : ଡବଲ୍ୟୁଟିସି ଫାଇନାଲ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ଖେଳିବେ ଫାଇନାଲ । ଗୁରୁତ୍ବପୂର୍ଣ୍ଣ ଏହି ମ୍ୟାଚରେ ଦୁଇ ଦଳ ନିଜ ଚୂଡାନ୍ତ 11 କୁ ଶକ୍ତିଶାଳି କରିବା ପାଇଁ ଚେଷ୍ଟା କରିବେ । ଯଦି ଭାରତୀୟ ଚୂଡାନ୍ତ ଏକାଦଶ ଦେଖିବା ତେବେ ଓପନିଂ ବ୍ୟାଟର ହିସାବରେ ରୋହିତ୍ ଏବଂ ଗିଲଙ୍କୁ ଦେଖିବାକୁ ମିଳିବ । ସେହିପରି 2,3,ଓ 4…

Read More

୩୯ଜଣଙ୍କୁ କୋଟିଏ ପଞ୍ଚାନବେ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ  ମୋଟ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି। ମୃତକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ସର୍ବାଧିକ ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ…

Read More

ବାହାନାଗା ରେଳ ଦୁର୍ଘଟଣା , ଆରମ୍ଭ ହେଲା ସିବିଆଇ ତଦନ୍ତ

ଭୁବନେଶ୍ୱର: ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଆକସ୍ମିକ ଥିଲା ନା ଅପରାଧିକ ଷଡ଼ଯନ୍ତ୍ର ଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଭାରତର ପ୍ରିମିୟମ୍ ଅନୁସନ୍ଧାନକାରୀ ସଂସ୍ଥା  ସିବିଆଇ ଏହାର ତଦନ୍ତ କରୁଛି। ଏହି କ୍ରମରେ ସୋମବାର ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।  ଦିଲ୍ଲୀରୁ ଆସିଥିବା ୧୦ ଜଣିଆ ଟିମ୍ ମଙ୍ଗଳବାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିସାରିଛି। ସିବିଆଇର ଜଣେ ଆଇଜି ପାହ୍ୟାର ଅଧିକାରୀ ମାମଲାର ତଦନ୍ତ କରୁଛନ୍ତିା…

Read More

ଆସନ୍ତାକାଲି ଡବଲ୍ୟୁଟିସି ଫାଇନାଲ; ଭାରତକୁ ଚିନ୍ତା ଦେଇପାରେ ମିଡିଲ ଅର୍ଡର

ଲଣ୍ଡନ:ଆସନ୍ତାକାଲି ଇଂଲଣ୍ଡର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଚ ଚମ୍ପିଆନ ସିପର ପାଇନାଲ ଖେଳାଯିବ ।ଯାହା ପାଇଁ ଦୁଇ ଦଳ କଠିନ ଅଭ୍ୟାସ କରୁଥିବାର ଦେଖା ଦେଇଛନ୍ତି । ଆସନ୍ତାକାଲିର ଏହି ମ୍ୟାଚରେ ଦୁଇ ଦଳର ମିଡିଲ ଅର୍ଡର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଯଦି ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଉପରେ ନଜର ପକାଇବା ତେବେ ବିରାଟ କୋହଲି , ଚିତେଶ୍ବର ପୂଜାରା ଏବଂ ଦଳକୁ ଫେରିଥିବା ଅଜିଙ୍କ୍ୟା ରାହାଣେଙ୍କ…

Read More

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ମାମଲା, ବ୍ରିଜଭୂଷଣଙ୍କ ପରିବାରକୁ ପଚାରିଲା ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ : ଦିଲ୍ଳୀ ପୁଲିସ୍‌ର ଏକ ଟିମ୍‌ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଓ ଗୋଣ୍ତାରେ ଥିବା ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ତାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ପୁଲିସ୍ ପକ୍ଷରୁ ଯୋଗାଡ଼ କରାଯାଇଛି। ଏହା ପରେ ପୁଲିସ୍‌ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଛି। ଗତ ଜାନୁୟାରୀ ମାସରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ…

Read More

ଅଜଣା ନମ୍ବର କଲକୁ କରନ୍ତୁ ଦୂରୁଜୁହାର

ଭୁବନେଶ୍ୱର : ବହୁ ସମୟରେ ଆମ ମାନଙ୍କୁ ଅଜଣା ନମ୍ବରୁ କଲ୍ ଆସିଥାଏ। ହେଲେ ଏହି ଅଜଣା ନମ୍ବର କଲ୍ ଘାତକ ହୋଇପାରେ। ତେଣୁ ଏହି ସବୁ ଅପରିଚିତ ନମ୍ବରରୁ ଆସୁଥିବା କଲ୍‌ ନ ଉଠାଇବା ପାଇଁ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପରାମର୍ଶ ଦେଇଛନ୍ତି। ଏହି ଅବାଞ୍ଛିତ କଲ୍ ଓ ଆହ୍ୱାନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ଲୋକମାନେ ଉଠାଇବା ଅନୁଚିତ। କେବଳ ସେହି…

Read More

ମୋଦିଙ୍କ ସହ ହାତ ମିଳାଇବେ ଚନ୍ଦ୍ରବାବୁ ନାଇଡ଼ୁ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏନେଇ ଦଳମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ତେବେ ମୋଦୀଙ୍କ ନେତୃତ୍ୱରେ ପୁଣି ତୃତୀୟ ଥର ପାଇଁ ଏନଡିଏ କ୍ଷମତାକୁ ଆସିବାକୁ ଚେଷ୍ଟା ଆରମ୍ଭ କରିଦେଇଥିବାବେଳେ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳମାନେ ଏବେ ଏକଜୁଟ ହେବାରେ ଲାଗିପଡିଛନ୍ତି | ବିଶେଷ କରି ବିଜେପି ଏବେ ଏହାର ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବାକୁ ଚେଷ୍ଟା ଆରମ୍ଭ କରିଛି। ଏହି କ୍ରମରେ ତେଲୁଗୁ ଦେଶମ ଦଳ ବା…

Read More

ପୁଣି ସିବିଆଇକୁ ତଦନ୍ତ ଭାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥି ପାଇଁ ଦାୟୀ ତାହାର ତଦନ୍ତ ସଠିକ ଭାବେ କରିବାକୁ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଯାହା ପରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।ସେହିପରି ଆଜକୁ 13 ବର୍ଷ…

Read More

କେନ୍ଦ୍ର ସରକାର ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଉଦାସୀନ : ଅଧିର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର ତା. ୦୪/୦୬ ରିଖ : ଆଜି ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ…

Read More