Odisha Patrika

କାହିଁକି କମିଟି ଘୋଷଣା କରୁନାହାନ୍ତି ମନମୋହନ , ନିଜ ଦଳ ଭାଇ ଅପେକ୍ଷା ବିଦ୍ରୋହୀ ବିଜେଡିନେତାଙ୍କ ଉପରେ ରଖିଛନ୍ତି ଆଖି

ଭୁବନେଶ୍ୱର : ଆମ ସମ୍ପର୍କରେ ବିଜେଡିରେ ବହୁ ବିଧାୟକ ଅଛନ୍ତି। ଏଥର ଲୋକ ଲଢିବେ। ବିଜେପି ସରକାର ରାଜ୍ୟରେ ହେବା ସହ ଡବଲ ଇଞ୍ଜିନ ନିଶ୍ଚିତ। ଏମିତି କେତେକ ବାକ୍ୟ ରାଜ୍ୟ ସଭାପତି ମନମୋହନ ସାମଲ କିଛି ଦିନ ହେବ ଘୋଷି ହେଉଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେଡିର 23 ବର୍ଷର ଶାସନ ବିରୋଧରେ ଥିବା ସରକାରୀ ବିରୋଧି ହାଓ୍ୱାକୁ ପାଥେୟ କରି ଦଳ ରାଜ୍ୟରେ ଲଢିବାକୁ ପ୍ରସ୍ତୁତ ନୁହଁ। ବରଂ ସମୟକ୍ରମେ ଦଳର…

Read More

ଚଉକା ମାରି ଜିତେଇଥିବା ଜାଡେଜାଙ୍କ ବ୍ୟାଟ୍ ନେଲା କିଏ ?

ଭୁବନେଶ୍ଗର : ଗତ ସୋମବାର ଆଇପିଏଲ ଫାଇନାଲରେ ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ହାସଲ କରିଥିଲା।ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ଗୋଟିଏ  ଛକା ଓ ଗୋଟିଏ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍‌ ବିଜୟ ଖୁସିରେ ରବୀନ୍ଦ୍ର ଜାଦେଜାଙ୍କୁ ମହେନ୍ଦ୍ର ସିଂହ ଧୋନି ଟେକି ଦେଇଥିଲ। ତେବେ ଯେଉଁ ବ୍ୟାଟରେ ଜା଼ଡେଜା…

Read More

ମାନସିକ ଶାନ୍ତି ପାଇଁ ଯୁବ ପିଢିଙ୍କ ପ୍ରଥମ ପସନ୍ଦ ପ୍ରାକୃତିକ ପର୍ଯ୍ୟଟନସ୍ଥଳି

ଭୁବନେଶ୍ବର : ଏବେର ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କୁ ଆବଶ୍ୟକ ଥାଏ ଟିକିଏ ମାନସିକ ଶାନ୍ତିର । ତେବେ ଏହି ଶାନ୍ତି ପାଇବା ପାଇଁ କିଏ ଐତିହ ସ୍ଥାନ ବୁଲିବାକୁ ପସନ୍ଦ କରନ୍ତି ,ତ ଆଉ କେତେକ ପର୍ଯ୍ୟଟନସ୍ଥଳି ବୁଲିବାରେ ଆନନ୍ଦ ପାଇଥାନ୍ତି । କିନ୍ତୁ ଏବେ ଯୁବ ପର୍ଯ୍ୟଟକମାନଙ୍କ ମାନସିକତାରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖା ଦେଇଛି । । ମାନସିକ ଶାନ୍ତି ପାଇବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ସେମାନେ…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବେଆଇନ ବିଦ୍ୟୁତ ବ୍ୟବହାର ଓ ବିଦ୍ୟୁତ ଉପକରଣରେ ହେରଫେର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ସହିତ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସ୍ୱଚ୍ଛ ଓ ପାରଦର୍ଶୀ ପରିବେଶ ବଜାୟ ରଖିବା ପାଇଁ କଂପାନି ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ରହିଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅଭିଯାନ ବେଳେ କଂପାନି…

Read More

ପ୍ରକାଶ ପାଇଲା ଓଜେଇଇ ପରିକ୍ଷା ଫଳ : ବିଭିନ୍ନ ବିଭାଗରେ ୨୩ ଟପ୍ପର

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି। ଆଜି ଦିନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। www. ojee. gov.in ୱେବ ସାଇଟ୍  ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣି ପାରିବେ । ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ…

Read More

୮୩ ଟଙ୍କା ହ୍ରାସ ପାଇଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର। ଜୁନ୍ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି । ତେଲ କମ୍ପାନୀଗୁଡିକ ଜୁନ୍ ୧ ରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ହ୍ରାସ କରାଯାଇଛି। ୧୯ କିଲୋଗ୍ରାମ  ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ବର୍ତ୍ତମାନ ୧୭୭୩ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ…

Read More

କମିପାରେ ଡୋମେଷ୍ଟିକ ଷ୍ଟିଲ ପ୍ରାଇସ

ନୂଆଦିଲ୍ଲୀ : ଆଗକୁ ଡୋମେଷ୍ଟିକ ମାର୍କେଟରେ ଷ୍ଟିଲ ପ୍ରାଇସ ଆହୁରି କମିବ ବୋଲି ଏହି ସେକ୍ଟେରରେ କର୍ଯ୍ୟରତ ଏସ୍କପର୍ଟମାନେ ମତ ପ୍ରକାଶ କରିଛନ୍ତି । ଚୀନରୁ ଷ୍ଟିଲ ଏସ୍କପୋର୍ଟ ବୃଦ୍ଧି ଯୋଗୁ ଭାରତରେ ଏହାର ଡିମାଣ୍ଡ ଏବଂ ଦର ହ୍ରାସ ପାଇଛି । ମାର୍ଚ୍ଚ ଶେଷ ଭାଗରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ମେ” ମାସରେ ହଟ ରୋଲଡ କଏଲ ମୂଲ୍ୟ ଟନ ପିଛା 57 ହଜାର ଟଙ୍କା ହ୍ରାସ ପାଇଛି । ଏପ୍ରିଲ ତୁଳନାରେ…

Read More

 ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା ପ୍ରସଙ୍ଗ : ଏ ପର୍ଯ୍ୟନ୍ତ ମୁହଁ ଖୋଲିଲେନି କ୍ରୀଡ଼ା ପ୍ରଶାସକ ନବୀନ ପଟ୍ଟନାୟକ, ରାଜଧାନୀରେ ବିଭିନ୍ନ ସଂଗଠନର ପ୍ରତିବାଦ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ାର ରାଜଧାନୀ। ଏଠି ଭିତ୍ତିଭୂମି ବିଶ୍ୱସ୍ତରୀୟ। ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ପାଇଁ ସଦା ସମର୍ପିତ। ଭାରତୀୟ ହକି ଏକ ଖରାପ ପରିସ୍ଥିତିରେ ଗତି କରୁଥିବା ବେଳେ ତାହାର ପ୍ରାୟୋଜକ ପାଇଁ ହାତ ବଢାଇଥିଲେ ନବୀନ। ହେଲେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବନାଉଥିବା ନବୀନ ଏକ କ୍ରୀଡ଼ା ସମ୍ବଦ୍ଧିତ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ନୀରବତା ଅବଲମ୍ବନ କରିଛନ୍ତି। ଯାହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରଶାସନିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶର ପାଇଁ ଅନ୍ତର୍ଜାତୀୟ…

Read More

କାହିଁଙ୍କି ଧୋନି ଯିବେ ହସ୍ପିଟାଲ ,,,, ଜାଣନ୍ତୁ

ଚେନ୍ନାଇ ; ଚଳିତ ଆଇପିଏଲ୍‌ରେ  ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆହତ ଲାଗିଥିଲା ।ଯେଉଁଥିପାଇ ଧୋନି ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ। ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍‌ ସୂଚନା  ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି।ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ଗୁଡ଼ିକରେ ଧୋନି ଆଣ୍ଠୁ ଉପରେ ପଟି ବାନ୍ଧି ଖେଳିବାର ନଜର ଆସିଥିଲେ…

Read More

ସମୁଦ୍ରରେ ଗାଧୋଇବା ହେଲା କାଳ : ଜଣେ ମୃତ ଓ ଅନ୍ୟ ଜଣେ ନିଖୋଜ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଦୁଇ ଛାତ୍ରୀ। ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି । ମୃତ ଛାତ୍ରୀ  ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ  ହେଲେ ଶେରଗଡ଼ର ଗୁଡିଲି ମିଶ୍ର।ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିବା ବେଳେ ଆଜି…

Read More