Odisha Patrika

କେତୋଟି ସଂସ୍ଥାର ରିପୋର୍ଟକୁ ଆଧାର କରି ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ, ଡିସେମ୍ବରରେ ରାଜ୍ୟ ଦେଖିବ ନୂଆ ସରକାର

ଭୁବନେଶ୍ୱର : ମେ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟନ୍ତି। ଏହା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଲୋକମାନେ ଆଲୋଚନା କରୁଥିବା ମନ୍ତବ୍ୟ ପ୍ରଦାନ କରନ୍ତି। ଏହି ସମୟ ମଧ୍ୟରେ ନିଜ ଜିଲ୍ଲାରେ ଥିବା ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତି କରିବା ସହ ବଦଳି ପ୍ରକ୍ରିୟା ସଅଳ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ…

Read More

ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ

ବ୍ରହ୍ମପୁର, ୩୧ ମେ’ ୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ । ୨୦୨୩ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଟିପିଏସ୍‌ଡିଏଲ୍‌ର ନିର୍ଦେଶକଙ୍କ ବୋର୍ଡ ବୈଠକରେ ଶ୍ରୀ ଅମିତ ଗର୍ଗଙ୍କୁ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରିବା ସମ୍ପର୍କିତ…

Read More

ଶୁଭ୍ରାଶୁଂଙ୍କ ପାଇଁ ବଡ଼ ଦଳ ହେଲା କି କାଳ ?

ଭୁବନେଶ୍ବର : ଚଳିତ ବର୍ଷ ଆଇପିଏଲ ସିଜିନ୍ ସମାପ୍ତ ହୋଇଛି । କିଛି ନୂଆ ଚେହେରା ଭଲ ପଦର୍ଶନ କରି ପ୍ରଶଂସା ସାଉଁଠୁଛନ୍ତି । ସେ ଗୁଜୁରାଟର ବି ସାଇ ସୁଦର୍ଶନ ହୁଅନ୍ତୁ ଅବା ମୁମ୍ବାଇ ଇଣ୍ଡିଆନ୍ସର ଆକାଶ ମଧୱାଲ ସମସ୍ତଙ୍କୁ ଆଇପିଏଲ ପରିଚୟ ଦେଇଛି । କିନ୍ତୁ ଦଃଖର ବିଷୟ ଯେ ଓଡିଆ ପୁଅ ଶୁଭ୍ରାଶୁଂଙ୍କୁ ଏଥର ମଧ୍ୟ ନିଜ ବ୍ୟାଟିଂ କୌଷଳ ଦେଖାଇବାକୁ ସୁଯୋଗ ମିଳି ନାହିଁ । ଦୁଇ ଦୁଇ ଥର ଚେନ୍ନାଇ…

Read More

୨୦୨୪ ବାଜି ହାରି ଯିବେ କି ଦିବ୍ୟ ଶଙ୍କର ମିଶ୍ର, ସର୍ଭେ ରିପୋର୍ଟ ପରେ ଚିନ୍ତାରେ ବିଜେଡି

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଇଁ ୨୦୨୪ ଏତେଟା ସହଜ ହୋଇ ନ ପାରେ। ୨୦୧୪ଏବଂ ୨୦୧୯କୁ ସୁରୁଖୁରରେ ଜିତିଥିବା ଶ୍ରୀ ମିଶ୍ର ୨୦୨୪ରେ ପରାଜୟର ମୁହଁ ଦେଖିପାରନ୍ତି। ଏକ ବେସରକାରୀ ସଂସ୍ଥା(ପିଆଇଏନ୍)ର ସଦ୍ୟତମ ସର୍ଭେରୁ ଏଭଳି କିଛି ରୋଚକ ତଥ୍ୟ ସାମନାକୁ ଆସିବାରେ ଲାଗିଛି।ଗତବର୍ଷ ଜୁନାଗଡରେ ହୋଇଥିବା ଏନଏସି ନିର୍ବାଚନରେ ଦିବ୍ୟ ଶଙ୍କରଙ୍କ କାରଣରୁ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ସାରା ରାଜ୍ୟର…

Read More

କୃତ୍ରିମ ବୁଦ୍ଧିମତ୍ତା(ଏଆଇ)କୁ ଆପଣେଇଲା ଓଡ଼ିଶା

ଭୁବନେଶ୍ବର: ବିଶ୍ବର ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଓଡ଼ିଶା ସରକାର ନିଜର କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇ’ ର ଶୁଭାରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ କମ୍ପାନି ଇଣ୍ଟେଲ୍‌ ସହ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ ଓ କଟକରେ ଏହା କାର୍ଯ୍ୟକାରୀ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ବର ପ୍ରଗତି…

Read More

ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ

ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି ଓ ଗରମ । ପଶ୍ଚିମ ଓଡିଶାରେ  ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ  ୩୭ ଡିଗ୍ରୀ। କେନ୍ଦୁଝର…

Read More

ପ୍ରେମିକାକୁ ୨୧ ଥର ଛୁରୀ ମାରି ହତ୍ୟା କଲା ନୃଶଂସ ପ୍ରେମିକ

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ 21 ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ । ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ଦୁହେଁ ଦୁହିଁଙ୍କୁ ଭଲ ପାଉ  ଥିଲେ । କିଛି କଥାକୁ…

Read More

ଶେଷ ବଲରେ ଚଉକା ମାରି ଚେନ୍ନାଇକୁ ପଞ୍ଚମ ଥର ଭାବେ ଚମ୍ପିୟାନ ମୁକୁଟ ପିନ୍ଧାଇଲେ ରବିନ୍ଦ୍ର ଜାଡେଜା ।

ଭୁବନେଶ୍ବର:ଚଳିତ ଆଇପିଏଲର 16 ତମ ସଂସ୍କରଣରେ ଚେନ୍ନାଇ ସୁପରକିଂସ୍ ପଞ୍ଚମ ଥର ଭାବେ ଟାଇଟଲ ହାତେଇଛି । ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଚନ୍ନାଇ ପ୍ରଥମେ ଟସ ଜିତି ବିପକ୍ଷ ଗୁଜୁରାଟକୁ ବ୍ୟାଟିଂ ପାଇ ଆମନ୍ତ୍ରୀତ କରିଥିଲା । ଗୁଜୁରାଟର ଓପନିଂ ବ୍ୟାଟର ସୁଭମନ୍ ଗିଲ୍ ଏବଂ ରିଦିମାନ ଶାହା ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ପରେ ବି ସାଇ ସୁଦର୍ଶନ 96 ରନର ଏକ ମହତ୍ବପୂର୍ଣ୍ଣ…

Read More

ବିଜେଡି ଯିବାକୁ ମନସ୍ଥିର କରିସାରିଲେଣି ଚିରଞ୍ଜୀବ ବିଶ୍ୱାଳ, ଦଶହରା ବେଳକୁ ଧରିପାରନ୍ତି ଶଙ୍ଖ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ଉପକୂଳରେ କିଏ ଟିକେଟ୍ ପାଇବେ, ତାହା ସ୍ଥିର କରୁଥିଲେ ରିରଞ୍ଜୀବ ବିଶ୍ୱାଳ। ସେ ସମୟର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚିରଞ୍ଜୀବ ବିଶ୍ୱାଳଙ୍କୁ କାର୍ଯ୍ୟକାରୀ ପିସିସି ସଭାପତି କରିଥିଲେ। ହେଲେ କାର୍ଯ୍ୟକାରୀ ସଭାପତି ମହୋଦୟ ନିଜେ ଜଗତସିଂହପୁର ବିଧାନସଭା ଆସନରୁ ହାରି ଗଲେ। ଏହା ପରେ ଦଳର ନେତୃତ୍ୱ ପରିବର୍ତ୍ତନ ସ୍ୱର ତୀବ୍ର ହେଲା। ଶ୍ରୀ ବିଶ୍ୱାଳ ଚାହିଁଥିଲେ ପିସିସି ସଭାପତି ହୋଇପାରିଥାନ୍ତେ। ହେଲେ ଏତେ ବଡ ଦାୟିତ୍ୱ ନେବା…

Read More

ବିଷ ଦେଇ ଦେଲେ କି ପୁଟିନ୍ ?

ମସ୍କୋ: ରୁଷର ରାଷ୍ଟ୍ରପତି  ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋ ।ତାଙ୍କୁ  ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ବେଲାରୁଷ୍‌ ବିରୋଧୀ ନେତା ଭାଲେରି ସେପ୍‌କାଲୋ କହିଛନ୍ତି। ସେପ୍‌କାଲୋଙ୍କ କହିବା ଅନୁସାରେ, ପୁଟିନ୍‌ଙ୍କୁ ଭେଟିବା ପରେ ଲୁକାସେଙ୍କୋଙ୍କୁ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଛି। ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ପୁଟିନଙ୍କ ସହିତ ରୁଦ୍ଧଦ୍ବାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ‘ସେଣ୍ଟ୍ରାଲ୍‌…

Read More