Odisha Patrika

ପ୍ରକାଶ ପାଇଲା ୟୁପିଏସସି-୨୦୨୨ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି-୨୦୨୨ ଫଳାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଚଳିତ ବର୍ଷର ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ଏବଂ ସତ୍ୟ…

Read More

ସୂର୍ଯ୍ୟଙ୍କ ଦିଗପହଣ୍ଡି ଉପରେ ଚନ୍ଦ୍ରଶେଖରଙ୍କ ଆଖି

ବ୍ରହ୍ମପୁର: ଦୀର୍ଘ ତିନି ଦଶନ୍ଧି ଧରି ଗଞ୍ଜାମ ଜିଲା ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିପାରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ଏବେ ଶଯ୍ୟାଶାୟୀ। ପ୍ରଥମେ ମୋହନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଦିଗପହଣ୍ଡି ବିଧାନସଭା ଆସନରୁ ମୋଟ ଛଅ ଥର ବିଧାୟକ ହୋଇଥିବା ‘ଆନ୍ନା’ଙ୍କ କିଏ ହେବ ଉତ୍ତରାଧିକାରୀ, ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିଗପହଣ୍ଡିରେ ବିଜେଡ଼ିର ନେତୃତ୍ବ ହାତେଇବା ପାଇଁ ସୂର୍ଯ୍ୟଙ୍କ ପୁତ୍ର ବିପ୍ଲବ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା…

Read More

ରାଷ୍ଟ୍ରପତିଙ୍କୁ ଭେଟିଲେ ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଓ ପ୍ରତିନିଧି ଦଳ

ନୂଆଦିଲ୍ଲୀ : ଫିକି ଅଧ୍ୟକ୍ଷ ତଥା ଇମ୍ପା ଏମଡ଼ି ଶ୍ରୀଯୁକ୍ତ ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତିନିଧିତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଏହି ପ୍ରତିନିଧି ଦଳରେ ଫିକିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ମୋଦି, ଶ୍ରୀମତା ନୈନାକର କିଦଓ୍ୱାଇ ଏବଂ ଏସଜି ଶୈଳେଶ ପାଠକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଫିକିର ଗୌରବମୟ ଇତିହାସ ଏବଂ ବର୍ତ୍ତମାନ ସମୟରେ ଦେଶର ଅଣୁ,…

Read More

ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ଆରୁଖ, ସୁଦାମ ଓ ସାରଦା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଏବଂ ସଂଗଠନ ମଧ୍ୟରେ ସମନ୍ୱୟକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି l ଏହି କ୍ରମରେ ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ୩ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି l ଏହି ନେତା ମାନେ ହେଉଛନ୍ତି – ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ…

Read More

ନିଲାମ ହେବ ରାଜ୍ୟର ୧୨ଟି ଗ୍ରାନାଇଟ୍ ଖଣି

ଭୁବନେଶ୍ୱର,୧୯/୫: ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ଗ୍ରାନାଇଟ୍‍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ ଆବେଦନକାରୀମାନେ ଏମଏସଟିସି ଲିମିଟେଡ ୱେବସାଇଟ୍‍ରୁ ଏହା ପାଇପାରିବେ ବୋଲି ଜଣାପଡିଛି ।…

Read More

ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ: ପୁଣି ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସି ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣୀ ହୋଇଛି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଛନ୍ତି । ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ତେବେ ଆଗାମୀ ୨ ମାସ ମଧ୍ୟରେ ପୁନର୍ବାର ସାନି ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ…

Read More

ଜୋଫ୍ରାଙ୍କୁ ଟଙ୍କାଟେ ନଦେବା ପାଇଁ କହିଲେ ଗାଭାସ୍କର

ମୁମ୍ବାଇ : ଭାରତୀୟ ପୂର୍ବତନ ବ୍ୟାଟର ଓ ଅଧିନାୟକ ସୁନିଲ ଗାଭାସ୍କର ନିଜର ବୟାନ ପାଇ ସବୁବେଳେ ଚର୍ଚାରେ ଥାଆନ୍ତି । ତେବେ ପୁଣି ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ଚର୍ଚାର କେନ୍ଦ୍ର କରିଛି । ଆଇପିଏଲର ୧୬ତମ ସଂସ୍କରଣରେ ମୁମ୍ବାଇ ଇଂଣ୍ଡିଆନ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଘାତ କାରଣରୁ ମେ ୯ ତାରିଖରେ ଆଇପିଏଲରୁ ବାଦ୍ ପଡିଛନ୍ତି । ୮ କୋଟିରେ କିଣା ଯାଇଥିବା ଏହି ଖେଳାଳି ଜମା ପାଞ୍ଚଟି ମ୍ୟାଚ୍…

Read More

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି

ନୂଆଦିଲ୍ଲୀ,୧୯।୫: ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏବଂ ତାଙ୍କର ଜାପାନ ଗସ୍ତ ୧୯ରୁ ୨୧ ମେ’ ପର୍ଯ୍ୟନ୍ତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓଙ୍କୁ ଭେଟିବେ।…

Read More

ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ହେବ ଦେଶର ପ୍ରାଣକେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶ ଆଗେଇ ଚାଲିଥିବା ବେଳେ ପୋଷାକ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରାଣକେନ୍ଦ୍ର ହେବାକୁ ଯାଉଛି। ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମେଳନରେ ରାଜ୍ୟକୁ ପ୍ରାୟ ୧୧,୫୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୩୧,୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ। ବୟନ, ପୋଷାକ ଓ ବୈଷୟିକ ବୟନ ଶିଳ୍ପ…

Read More

ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ପୁରୀ-ହାୱଡ଼ା ମଧ୍ୟରେ ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍‌‌ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଚଳାଚଳ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ପୁରୀ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଲାଗି ଦାବି କରିଛନ୍ତି। ଏହି ସହରର ଯାତ୍ରୀ…

Read More