Odisha Patrika

ଆହୁରି ୫ ଦିନ କଲବଲ କରିବ ତାତି ଓ ଗୁଳୁଗୁଳି

ଭୁବନେଶ୍ବର : ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆକଳନ କରାଯାଇଛି। ସମ୍ବଲପୁର ଓ ହୀରାକୁଦରେ ୪୩.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ ମିନିଟରେ ଝାରସୁଗୁଡାରେ ୪୦, ଚାନ୍ଦବାଲିରେ ୩୯.୨, ଭୁବନେଶ୍ୱରରେ ୩୬.୪, ବାଲେଶ୍ୱରରେ ୩୬.୦, ପୁରୀରେ ୩୪.୦, ଗୋପାଳପୁରରେ ୩୩.୨, ପାରାଦୀପରେ ୩୨.୮ ଓ କେନ୍ଦୁଝରରେ ୨୫.୨ ଡ଼ିଗ୍ରି ରେକର୍ଡ…

Read More

ଜୁଲାଇ ୧୧ରେ ଆଦାନି ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ଯେଉଁ ସଙ୍ଗିନ ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମକୋର୍ଟ ଅଧିକ ତିନି ମାସ ସମୟ ଦେଇଛନ୍ତି।ଅଗଷ୍ଟ ୧୪ ସୁଦ୍ଧା ରିପୋର୍ଟ ଦେବାକୁ ସେବିକୁ କହିଛନ୍ତି   ମଖ୍ୟ  ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼। ତଦନ୍ତ ବେଶ ଜଟିଳ ଥିବାରୁ ଅଧିକ ୬ ମାସ ସମୟ ଦେବାକୁ ସେବି କୋର୍ଟଙ୍କୁ…

Read More

ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ

ନୂଆଦିଲ୍ଲୀ :କିରନ ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ । ଅର୍ଜୁନ ରାମ ମେଘୱାଲ ହେଲେ ନୂଆ କେନ୍ଦ୍ର ଆଇନ ମନ୍ତ୍ରୀ। ମେଘୱାଲଙ୍କୁ ଆଇନ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ କିରନରିଜିଜୁଙ୍କୁ ଭୂ- ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।ଏହି ସୂଚନା ରାଷ୍ଟ୍ରପତି ଭବନ ଦ୍ୱାରା ପ୍ରକାଶିତ ଏକ ପ୍ରକାଶନରେ ଦିଆଯାଇଛି। ଏଥିରେ କୁହାଯାଇଛି ,ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ମନ୍ତ୍ରୀପରିଷଦ ସଦସ୍ୟଙ୍କ ବିଭାଗରେ ପୁନଃ ଆବଣ୍ଟନ କରାଯାଇଛି। କିରନ ରିଜିଜୁଙ୍କୁ ଆର୍ଥସାଇନ୍ସ…

Read More

ହାଇଦ୍ରାବଦକୁ ହରେଇବା ଲକ୍ଷରେ ପଡିଆକୁ ଓହ୍ଲାଇବ ଆରସିବି

ହାଇଦ୍ରାବାଦ,୧୮।୫ : ଆଜି ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯିବ । ପଏଣ୍ଟ ଟେବୁଲରେ ଏସଆରଏଚ ନଶମ ସ୍ଥାନରେ ରହିଛି। ସେହିପରି ପଞ୍ଚମ ସ୍ଥାନରେ ଆରସିବି ଦଳ ରହିଛି।ଏସଆରଏଚ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୪ ଟି ଜିତିଛି ଏବଂ ୮ ଟି ହାରିଛି । ଏସଆରଏଚର ପଏଣ୍ଟ ୮ ରହିଛି। ଏଥି ସହିତ ବାଙ୍ଗାଲୋର ୧୨…

Read More

ତୃତୀୟ ମହଲାକୁ ଚ୍ୟାଲେଞ୍ଜ କରିଥିଲେ ଦୀପାଳି-ବିଶାଲ

ଭୁବନେଶ୍ୱର,୧୮।୫ : ଆମ ନବ ଦାସଙ୍କ ପୁଅ, ଝିଅ। ବାପାଙ୍କ ସଙ୍ଗଠନ ଦୁଇ ଦଶନ୍ଧିରୁ ଅଛି। ନିଜ ଦମ୍ , ନିଜ କର୍ମୀ ଏବଂ ନିଜ ଟଙ୍କାରେ ନିର୍ବାଚନ ଜିତିପାରିବୁ। ଦଳ ଝାରସୁଗୁଡ଼ା ନିର୍ବାଚନରେ ବେଶୀ ମୁଣ୍ଡ ନ ପୂରାଉ। ପର୍ଯ୍ୟବେକ୍ଷକ ଆମ ହିସାବରେ କାମ କରନ୍ତୁ। ଆମକୁ ବାଦ୍ ଦେଇ କାମ କରିବା ଦ୍ୱାରା ଆମର ପରୋକ୍ଷରେ କ୍ଷତି ହେବ। ହଁ ପାଠକ ବନ୍ଧୁ ଝାରସୁଗୁଡ଼ା ନିର୍ବାଚନ ଜାରି ରହିଥିବା ସମୟରେ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ…

Read More

ଷ୍ଟେସନରୁ ଛାଡିଲା ‘ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ ; ଆଜିଠୁ ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆଭାସି ଜରିଆରେ ଟ୍ରେନର ଶୁଭାରମ୍ଭ କରିଛନ୍ତି  ପ୍ରଧାନ ମନ୍ତ୍ରୀ ମୋଦି  । ତେବେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୁରୀ ବିଧାୟକ ଜୟନ୍ତ ସଡଙ୍ଗୀ ଓ ସାଂସଦ ପିନାକି ମିଶ୍ର ଉପସ୍ଥିତ ରହିଥିଲେ  । ତେବେ ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ସବୁଦିନ ଚଳାଚଳ କେବଳ ଗୁରୁବାର ବନ୍ଦ ରହିବ । ସେହିପରି ପ୍ରଧାନମନ୍ତ୍ରୀ…

Read More

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ; A1ରେ ୪,୧୫୮ ଜଣ ଛାତ୍ର-ଛାତ୍ରୀ ପାସ୍

କଟକ: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲୀକ୍ ।   ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଛି । ସେହିପରି ସବୁ ବର୍ଷ ପରି ଛାତ୍ରଙ୍କ  ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ…

Read More

କାଲି ଉଦ୍‌ଘାଟନ ହେବ ହାୱଡ଼ା-ପୁରୀ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’

କୋଲ୍‌କାତା: ମେ ୧୮ ତାରିଖ ଦିନ ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଉଦ୍‌ଘାଟନ କରାଯିବ ବୋଲି ଗତକାଲି ଦକ୍ଷିଣପୂର୍ବ ରେଳବାଇ ଜାରି କରିଥିବା ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ କରାଯାଇଛି।ଓଡ଼ିଶାର ପୁରୀରେ ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ସୂଚନାରୁ ଜଣାପଡିଛି ।  ଉଦ୍‌ଘାଟିତ ହେବା ପରେ ଏହା ହାୱଡ଼ାରେ ପହଞ୍ଚିବ। ସୂଚନାଯୋଗ୍ୟ, ‘୨୨୮୯୫/୨୨୮୯୬’ ହାଓଡ଼ା-ପୁରୀ-ହାୱଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହେବ ପଶ୍ଚିମବଙ୍ଗର ଦ୍ବିତୀୟ ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଥମ କରି ଓଡ଼ିଶାକୁ ଯିବା…

Read More

ଗିଲଙ୍କୁ ନେଇ ଏମିତି କିଛି କହିଲେ ବିରାଟ କୋହଲି,,,,,

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ବ୍ୟାଟର  ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ  ଦଶ ଜଣ ଖେଳାଳିଙ୍କ  ମଧ୍ୟରେ ଗଣନା ହେଉଛନ୍ତି । ଶୁଭମନ୍ ଗିଲ୍ଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବିରାଟ କେହଲି ।  କୋହଲି କହିଛନ୍ତି ଶୁଭମନ ଭରତୀୟ କ୍ରିକେଟର ଆଗାମି ପିଢିର ନେତୃତ୍ବ ନେବେ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ । ଏହି ପ୍ଲେୟାର ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଦମ୍‌ଦାର ପଦର୍ଶନ କରି ସମସ୍ତଙ୍କ ମନ ଜିଣିନେଉଛନ୍ତି। ଇଣ୍ଡିଆନ୍…

Read More

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ : ୯ ମୃତ ଆହତଙ୍କ ସଂଖ୍ୟା ଅସ୍ପଷ୍ଟ

ମେଦିନପୁର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏଗ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Read More