Odisha Patrika

ଅସହ୍ୟ ଖରାକୁ ଗୁଳୁଗୁଳିିରେ ଅସ୍ତ ବ୍ୟସ୍ତ ସାରା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରଷ୍ମପ୍ରବାହ ଓ ଗିଳୁଗୁଳି । ତାପମାତ୍ରା ଉପର ମୁହାଁ ହୋଇଥିବା ବେଳେ ଉପକୂଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି କଲବଲ ହେଉଛି ସାରା ରାଜ୍ୟ । ଅନ୍ୟପଟେ ୨ ଦିନ ହେବ ଏଭଳି ସମସ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ କିଛିକାଂଶରେ ଆଶ୍ୱସ୍ତି ଆଣିଛି। ଯଦିଓ ସନ୍ଧ୍ୟାରେ ବର୍ଷା ଯୋଗୁଁ ଗୁଳୁଗୁଳି କମିଛି, ହେଲେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ…

Read More

ସଞ୍ଜୟଙ୍କୁ ଚେକ୍ ସହ ଗଞ୍ଜାମ ଜିଲ୍ଲା ସମୀକରଣରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ

ଭୁବନେଶ୍ୱର,୧୬।୫ :୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ରହିଛି। ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ତେଣୁ ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ପ୍ରାଥମିକ ଭାବେ ଗଞ୍ଜାମ ଜିଲ୍ଲା ସମୀକରଣକୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ବିକ୍ରମ କେଶଶୀ ଆରୁଖଙ୍କୁ ମନ୍ତ୍ରୀ କରିବା ପାଇଁ ଏକ ଆଲୋଚନା ହୋଇଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଯୁବ ବିଧାୟିକା…

Read More

ଆଜି ସନ୍ଧ୍ୟାରେ ଲକ୍ଷ୍ନୌ – ମୁମ୍ବାଇ ମୁହାଁ-ମୁହିଁ

ଲକ୍ଷ୍ନୌ,୧୬।୫: ଆଜି ଆଇପିଏଲର ୬୩ତମ ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମୁହାଁମୁହିଁ ହେବେ। ଏହି ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ଖେଳାଯିବ। ଉଭୟ ଦଳ ପାଇଁ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇ ୧୨ଟି ମ୍ୟାଚରେ ୭ଟି ଜିତି ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି। ସେହିପରି ଲକ୍ଷ୍ନୌ ୧୨ଟି ମ୍ୟାଚରେ ୬ଟି ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ତେବେ ଆଜିର ଏହି…

Read More

ଅନଲାଇନ୍ ପେମେଣ୍ଟ ବେଳେ ଆବଶ୍ୟକ ନାହିଁ ସିଭିଭି ନମ୍ବରର

ନୂଆଦିଲ୍ଲୀ :ଏଟିଏମ୍ କାର୍ଡରେ ପେମେଣ୍ଟ୍‌ କରିବା ବେଳେ ତାହାର ପଛରେ ଥିବା ତିନି ଅଙ୍କର ସିଭିଭି ନମ୍ବର ଆବଶ୍ୟକ ପଡ଼ିଥାଏ। ବିଶେଷ କରି ଅନ୍‌ଲାଇନ୍‌ ପେମେଣ୍ଟ୍‌ ବେଳେ । । ଏବେ ବିନା ସିଭିଭିରେ କାର୍ଡ ପେମେଣ୍ଟ୍‌ କରିବା ସୁବିଧା ଆରମ୍ଭ କରାଯାଇଛି। ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି ଯେ ଇ-କମର୍ସରେ ପେମେଣ୍ଟ୍‌ ଲାଗି ଯେଉଁମାନେ କାର୍ଡର ଟୋକେନାଇଜେସନ୍‌ କରିଥିବେ ସେମାନେ ବିନା ସିଭିଭିରେ ପେମେଣ୍ଟ୍‌ କରିପାରିବେ । ଭାରତୀୟ ରିଜର୍ଭ…

Read More

 ପୁଅକୁ ଛାଡିବା ଲାଗି ଶାହାରୁଖ୍ ଖାନଙ୍କୁ ୨୫ କୋଟି ମାଗିଥିଲେ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେ

ନୂଆଦିଲ୍ଲୀ : ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦୁଇ ବର୍ଷ ତଳେ ଡ୍ରଗ୍‌ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ…

Read More

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ ବୋଲି କଟକ ବୋର୍ଡ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।  bseodisha.ac.in ରେ ଉପଲବ୍ଧ ହେବ ରେଜଲ୍ଟ। SMS ମାଧ୍ୟମରେ ମଧ୍ୟ ନିଜ…

Read More

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାକୁ ନେଇ ଘଣ୍ଟା ବାକି

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ପୁର୍ନବାର କର୍ନାଟକର ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଦଳର 70 ପ୍ରତିଶତ ବିଧାୟକ ସିଦ୍ଧରାମାୟଙ୍କ ସପକ୍ଷରେ ମତ ରଖିଛନ୍ତି। ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଦଳର 3 ପର୍ଯ୍ୟବେକ୍ଷକ ଜଣାଇସାରିଛନ୍ତି। ଏପରିକି ଡିକେ ଶିବକୁମାରଙ୍କୁ କିଛିବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସିଦ୍ଧରାମାୟା ସମ୍ମତି ପ୍ରକାଶ କରିଛନ୍ତି। କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସିଦ୍ଧରାମାୟା-ଡିକେ ଶିବକୁମାରଙ୍କୁ ଏକାଠି ଡାକି ଆଲୋଚନା କରିବାକୁ ନୂଆଦିଲ୍ଲୀ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁନ୍ୟ 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ…

Read More

ଅହମଦାବାଦରେ ଗୁଜୁରାଟକୁ ଭେଟିବ ହାଇଦ୍ରାବାଦ

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ତେବେ ଗୁଜରାଟ ତାର ୧୨ ଟି ମ୍ୟାଚରୁ ୮ ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଏସଆରଏଚ ୧୧ଟି ମ୍ୟାଚ୍ ଖେଳି ସେଥିରୁ ୪ ଟିରେ ବିଜୟ ହାସଲ କରିଛି। ଯାହାଦ୍ଵାରା ହାଇଦ୍ରାବାଦ୍ ଏବେ ନବମ ସ୍ଥାନରେ ରହି ସେମିଫାଇନାଲ ଦୌଡରୁ…

Read More

ଅନିଶ୍ଚିତତା ରେ ୫୦୦୦ କୋଟି ପୁଞ୍ଜି ନିବେଶ, ଅଟକିଛି
୩୦୦୦ ନିଯୁକ୍ତି ସୁଯୋଗ

ଯାଜପୁର,୧୫/୫(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ହେଲେ ପୁଞ୍ଜିନିବେଶ ବଢିବ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି କରିବ। ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଦେଶ, ବିଦେଶ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଥିପାଇଁ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ଏକାଧିକ ଶିଳ୍ପ ସଂସ୍ଥାକୁ ଏଯାଏଁ ଜମି ହସ୍ତାନ୍ତର କରାଯାଇନାହିଁ। ଏଠି ସାରା ଓଡ଼ିଶା କଥା କୁହାଯାଉନାହିଁ। ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର କଳିଙ୍ଗନଗର କଥା…

Read More

ଆଇପିଏଲକୁ ଅଲବିଦା କହିବେନି ଧୋନୀ

କୋଲକାତା,୧୫।୫ : ଆଇପିଏଲ ୨୦୨୩ ସିଯିନ ଶେଷ ହେବାକୁ ଯାଉଛି । ଆଉ କେବଳ ୯ ଟି ଲିଗ ମ୍ୟାଚ ବାକି ରହିଛି । ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରୁ ବିଦାୟ ନେବେ ନାହିଁ। ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ ଧୋନିଙ୍କ ପରବର୍ତ୍ତୀ ଆଇପିଏ ଖେଳିବାର ଆଶା ପ୍ରକାଶ କରିଛନ୍ତି। ଗତକାଲି ଚେନ୍ନାଇ ସୁପର୍ କିଙ୍ଗସ୍ ଚେପକ ଷ୍ଟାଡିୟମରେ…

Read More