Odisha Patrika

ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ବିଧାସଭା ଉପନିର୍ବାଚନରେ ବିଜୟୀ ହେବା ପରେ ଝାରସୁଗୁଡ଼ା ବିଧାୟିକା ଭାବେ ଆଜି ବିଧାନସଭାରେ ଶପଥ ନେଇଛନ୍ତି ଦୀପାଳି ଦାସ। ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ। ଗତ ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କୁ ମାତ୍ ଦେଇ ଅଧିକ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ ଦୀପାଳି ଦାସ। ଶପଥ ଗ୍ରହଣ ସମାରୋହରେ ଦୀପାଳିଙ୍କ ମାଆ ଭାଇଙ୍କ ସମେତ ରାଜସ୍ୱ ମନ୍ତ୍ରୀ ପ୍ରମିଳା ସାହୁ ଓ ବରିଷ୍ଠ ନେତା ଉପସ୍ଥିତ…

Read More

ସିବିଆଇର ନିର୍ଦ୍ଦେଶକ ହେଲେ ଆଇପିଏସ ପ୍ରବୀଣ ସୁଦ

ନୂଆଦିଲ୍ଲୀ:ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି l ୧୯୮୬ ବ୍ୟାଚର ଏହି ଅଧିକାରୀ କର୍ଣ୍ଣାଟକ ପୁଲିସ ମହା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ l ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଗତ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ…

Read More

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି

ଭୁବନେଶ୍ୱର, ୧୪/୫(ବ୍ୟୁରୋ ) : ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା,…

Read More

କର୍ନାଟକ ବାଜି ଜିତିଲା କଂଗ୍ରେସ , ପୂର୍ଣ୍ଣ ବହୁମତରେ କରିବ ସରକାର

ଭୁବନେଶ୍ୱର,୧୩/୬ : ମୋତେ 90 ଥର କଂଗ୍ରେସ ଗାଲି ଦେଇଛି। କଂଗ୍ରେସ ମୁସଲମାନମାନଙ୍କୁ ତୁଷ୍ଟୀକରଣ କରୁଛି। ବଜରଙ୍ଗବାଲୀଙ୍କ ଅପମାନ କରୁଛି। ହିନ୍ଦୁମାନଙ୍କୁ ଏକାଠି ହେବାର ସମୟ ଆସିଛି। ଭୋଟରମାନେ ଭୋଟ ଦେଲା ବେଳେ ବଜରଙ୍ଗବାଲୀଙ୍କୁ ସ୍ମରଣ କରନ୍ତୁ। ଏହିପରି ଭାବେ ନାଟକୀୟ ଢଙ୍ଗରେ ନରେନ୍ଦ୍ର ମୋଦି କର୍ଣ୍ଣାଟକ ଜିତିବା ପାଇଁ ପ୍ରଚାର କରିଥିଲେ। ୱନିଜର ସବୁ ସରକାରୀ କାର୍ଯ୍ୟକ୍ରମକୁ ପଠରେ ପକାଇ ମାତ୍ର ୧୦ ଦିନରେ ୧୭ ରାଲି ଏବଂ ୫ ଟି ବଡ ରୋଡ୍ ସୋ’…

Read More

କଂଗ୍ରେସର ଝାରସୁଗୁଡ଼ା ବିପର୍ଯ୍ୟୟ, ପ୍ରାର୍ଥୀ ଚୟନ ପୂର୍ବରୁ ଚେତାଇଥିଲେ ଶ୍ରୀକାନ୍ତ, ହେଲେ ଧ୍ୟାନ ଦେଇ ନ ଥିଲା ରାଜ୍ୟ ନେତୃତ୍ୱ

ଭୁବନେଶ୍ୱର,୧୩/୬ : ବିଜେପି ସାରା ଭାରତରେ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ କରି ଜିତୁନି। ନିଜର ହିନ୍ଦୁତ୍ୱ କାର୍ଯ୍ୟସୂଚୀ ସହ ଠିକଣା ସମୟରେ ସାମାଜିକ ସମୀକରଣ ଦେଶରେ ବିଜେପିକୁ ଆଗରେ ରଖିଛି। ଯେଉଁ ଦିନ ଏ ସାମାଜିକ ସମୀକରଣ ବିରୋଧୀ ମାନେ ଏକ ହୋଇ ଭାଙ୍ଗି ଦେବେ, ସେଦିନ ବିଜେପି ରସାତଳକୁ ପଳେଇ ଆସିବ। ଅନୁରୂପ ଭାବେ ଦୁଇ ଦଶନ୍ଧିର ଦୀର୍ଘ କ୍ଷମତା ପରେ ମଧ୍ୟ ନବୀନ ପଟ୍ଟନାୟକ ବିଜୟ ଜାରି ରହିଛି। 2020 ପରଠାରୁ ନବୀନଙ୍କ ଛଦ୍ନବେଶୀ…

Read More

ହ୍ରାସ ପାଉଛି କି ଧର୍ମେନ୍ଦ୍ର ପ୍ରଧାନଙ୍କ କର୍ତ୍ତୃତ୍ୱ, ମହଙ୍ଗା ପଡିବ କି ୨୪ ରାଜନୀତି

ଭୁବନେଶ୍ୱର,୧୩/୬ : ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନ ଏବଂ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଗୋଟିଏରେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପରାଜୟ ହୋଇଛି। ଦ୍ୱିତୀୟଟିରେ କ୍ଷମତାରୁ ଚାଲି ଯାଇଛି। ହେଲେ ଏହି 2ଟି ଘଟଣା ସହ ରାଜ୍ୟ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଆଗାମୀ ଭବିଷ୍ୟତ ଜଡିତ ରହିଛି। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଧର୍ମେନ୍ଦ୍ର ପ୍ରଧାନ କର୍ନାଟକ ଦାୟିତ୍ୱରେ ରହିଥିଲେ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯାଉ ବୋଲି କହିଛନ୍ତି ନିଜାମ ସେଠୀ

କରାଚି : ଏସିଆ କପ୍‌ ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ହାଇବ୍ରିଡ୍ ମଡେଲ୍‌ ପ୍ରସ୍ତାବକୁ (ଏସିସି) ସଦସ୍ୟ ବିରୋଧ କରୁଛନ୍ତି। ପିସିବି ଚାହୁଁଛି ନିରପେକ୍ଷ ଭେନ୍ୟୁରେ ଏସିଆ କପ୍‌ ଆୟୋଜିତ କରାଗଲେ  ମୋଟ ୧୩ ମ୍ୟାଚ୍‌ରୁ ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯାଉ । ଅବଶିଷ୍ଟ ମ୍ୟାଚ୍‌ ସହିତ ଫାଇନାଲ୍ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ବୋଲି ମତ ରଖିଛନ୍ତି  ପିସିବି ଅଧ୍ୟକ୍ଷ ନଜମ ସେଠୀ । ଏକ‌ ପୋଡ଼କାଷ୍ଟ କାର୍ଯ୍ୟକ୍ରମରେ ଭାଗ ନେଇ ନଜମ କହିଛନ୍ତି, ହାଇବ୍ରିଡ୍…

Read More

ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ସନ୍ତୋଷଜନକ : ଶକ୍ତିକାନ୍ତ ଦାସ

ମୁମ୍ବାଇ : ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟିବା ବେଶ ସନ୍ତୋଷଜନକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆଜି ଜାରି ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ମୁଦ୍ରା ନୀତି ସଠିକ୍ ପଥରେ ରହିଛି। ତେବେ ଆଗାମୀ ଦିନରେ ସୁଧକୁ ନେଇ ରିଜର୍ଭ ବ୍ୟାଙ୍କ କିଛି ପଦକ୍ଷେପ ନେବ ନା ନାହିଁ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛନ୍ତି। ଜି୨୦ ସେର୍‌ପା ଅମିତାଭ କାନ୍ତଙ୍କ ପୁସ୍ତକ ‘ମେଡ୍‌ ଇନ୍ ଇଣ୍ଡିଆ’ର ଉନ୍ମୋଚନ ଅବସରରେ…

Read More

କମିଟିରେ କାହାକୁ ନେବେ ମନମୋହନ ସାମଲ , ପ୍ରଚାର କମିଟିକୁ ନେଇ ଅଧିକ ମୁଣ୍ଡ ବ୍ୟଥା…….

ଭୁବନେଶ୍ୱର,୯/୫(ବ୍ୟୁରୋ): ବିଜେପି ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଅନେକ ଦିନ ହୋଇ ଗଲାଣି। ହେଲେ ଶ୍ରୀ ସାମଲ ଏ ଯାଏଁ ନିଜର ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। କାହାକୁ ରଖିବେ, କାହାକୁ ନ ରଖିବେ ତାଙ୍କ ପାଇଁ ବହୁତ ବଡ଼ ଆହ୍ୱାନର କାରଣ ହୋଇଛି। ଓଡ଼ିଶା ପତ୍ରିକାକୁ ମିଳିଥିବା ଖବର ଅନୁଯାୟୀ, ପ୍ରଭାରୀ ସୁନୀଲ ବଂଶଲ କୋର ଟିମ୍ ଏବଂ ରାଜ୍ୟ କମିଟିରେ ଶତ ପ୍ରତିଶତ ଦଳ ପ୍ରତି ସମର୍ପିତ ଲୋକ ଖୋଜୁଛନ୍ତି। ଏକ 30ରୁ…

Read More

ଝାରସୁଗୁଡା ବିଧାୟିକା ହେଲେ ଦୀପାଳି

ଝାରସୁଗୁଡା : ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଭୋଟରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ମିଳିଛି ୫୮ ହଜାର ୩୮୪ ଭୋଟ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କର ଅମାନତ ଉଡ଼ିଯାଇଛି । ତାଙ୍କୁ ମିଳିଛି ମାତ୍ର ୪,୪୭୩ ଭୋଟ ।ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସ…

Read More