Odisha Patrika

କେରଳ ଡଙ୍ଗାବୁଡି ଘଟଣାରେ ୨୧ ଜଣଙ୍କ ମୃତ୍ୟୁ, ମୃତକ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମଲପ୍ପୁରମ: କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା। ସକାଳୁ ମଧ୍ୟ ପାଣିରେ ଚାଲିଛି ଜୀବନ ଖୋଜା। ଆଜି କେରଳର ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଘଟଣାସ୍ଥଳ ପରିଦର୍ଶନ କରିବେ। ସେପଟେ ଆଜି କେରଳରେ ସବୁ ସରକାରୀ କାର୍ଯ୍ୟ ରଦ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Read More

ଆସନ୍ତାକାଲି ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ଲଘୁଚାପର ରୂପ ନେଇଛି । ଲଘୁଚାପଟି ବର୍ତ୍ତମାନ ସେହି ଅଞ୍ଚଳରେ ରହିଥିବା ବେଳେ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ଲମ୍ବିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେଇ କଲି ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର…

Read More

ଭୌଗଳିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହିତ ଆଲୋଚନା କରୁଛି : ଆଇଡିଏଟ୍- ୨୦୨୩ରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଅତିରିକ୍ତ ସଚିବ ବିପିନ କୁମାରଙ୍କ ମତ

– ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା ନୂଆଦିଲ୍ଲୀ,୮/୫(ବ୍ୟୁରୋ): ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍ -୨୦୨୩ ନୂଆଦିଲ୍ଲୀରେ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଇଡିଏଟର ଏହି ଦ୍ୱାଦଶ ତମ ସଂସ୍କରଣରେ ଯୋଗ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ବିପିନ୍ କୁମାର କିଶୋରୀ ମାନଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା…

Read More

ରାହୁଲଙ୍କ ସ୍ଥାନରେ କିଶନ

ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ କେ.ଏଲ୍ ରାହୁଲଙ୍କୁ ବାଦ ଦିଆଯିବା ପରେ।ଚୟନକର୍ତ୍ତା ଇଶାନ କିଶନଙ୍କୁ ରାହୁଲଙ୍କ ସ୍ଥାନରେ ରଖିଛନ୍ତି। ଚଳିତ ଆଇପିଏଲ ସମୟରେ ଜଂଘରେ ଆଘାତ ପରେ କେଏଲ ରାହୁଲଙ୍କୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ ବାଦ୍ ଦେଇଥିଲା। ସେହିପରି ଜୟଦେବ ଉନଦକତ୍ ଏବଂ ଉମେଶ ଯାଦବଙ୍କ ସ୍ଥାନରେ କୌଣସି ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

Read More

କୋକେଆର ପାଇଁ କର ବା ମର ପରିସ୍ଥିତି

କଲିକତା: ଚଳିତ ଆଇପିଏଲରେ ୫୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଆଇପିଏଲର ଦିନ  ଯେତେ ବଢିବାରେ ଲାଗିଛି ,ମ୍ୟାଚରେ ରୋମାଞ୍ଚ ମଧ୍ୟ ଦ୍ବଗୁଣିତ ହେବାର ଦେଖାଯାଉଛି । କୋଲକାତାର ଇଡେନ ଗାଡେନରେ ହେବାକୁ ଥିବା ଏହି ମ୍ୟାଚରେ ଦୁଇ ଦଳ ବିଜୟ ଲକ୍ଷରେ ପଡିଆକୁ ଓଲ୍ଲାଇବେ ।  ପ୍ଲେ ଅଫରେ ସ୍ଥାନ ପାଇବାକୁ ହେଲେ ଏହି ଦୁଇ ଦଳ ପାଇଁ ଏବେ ପ୍ରତେକଟି ମ୍ୟାଚ୍ ଜିତିବା ଆବଶ୍ୟକ । କେକେଆର…

Read More

ଆମ ଦଳରେ ତ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ପିସିସି ଉପରେ ବର୍ଷିଲେ ଚିରଞ୍ଜୀବ….

ଭୁବନେଶ୍ୱର,୮/୫(ବ୍ୟୁରୋ): ଆମର ୯ ଜଣ ବିଧାୟକ ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯିଏ ପିସିସି ସଭାପତି ଆଶାୟୀ ଥାଆନ୍ତି, ସେ ସମସ୍ତଙ୍କୁ ପଚାରନ୍ତି। ହେଲେ ଥରେ ପିସିସି ସଭାପତି ହେଲେ ସବୁ ଭୁଲି ଯାଆନ୍ତି। ସତରେ କହିବାକୁ ଗଲେ ଓଡ଼ିଶା କଂଗ୍ରେସର ଲଢିବା ମନୋବୃତ୍ତି ନାହିଁ। ନୂଆ ଯୁବକ କଂଗ୍ରେସ ସହ ଯୋଡ଼ି ହେଉ ନାହାନ୍ତି। ତେଣୁ କଂଗ୍ରେସ ହେବ କେମିତି ବୋଲି ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି। ସ୍ଥାନୀୟ ସୂଚନା…

Read More

ପ୍ଲେ – ଅଫରେ ଗୁଜୁରାଟ ଟାଇଟନ୍ସର ସ୍ଥାନ ପକ୍କା

ଅହମଦାବାଦ,୮ା୫: ଆଇପିଏଲ୍‌-୨୦୨୩ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ସ୍ଥାନ  ସୁରକ୍ଷିତ କରିଛି ଗୁଜରାଟ ଟାଇଟନ୍ସ।ଗତକାଲି  ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫୬ ରନ୍‌ରେ ପରାସ୍ତ କରି ପ୍ଲେ ଅଫ ଦୈଡରେ ଆଗରେ ରହିଛି । ୧୧ଟି  ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ କରିଛି ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୨ ଉଇକେଟରେ ୨୨୭ର ବିଶାଳ ସ୍କୋର କରିଥିବା…

Read More

ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ବରର ଆଞ୍ଚଳିକ ମୁଖ୍ୟ ଭାବେ ଯୋଗ ଦେଲେ ପ୍ରଦୀପ୍ତ କୁମାର ରଥ ।

ଭୁବନେଶ୍ୱର,୮।୫: ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ପ୍ରଦୀପ୍ତ କୁମାର ରଥ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ରଥ ଆଲ୍ଲାହାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଉଲ୍ଲେଖଯୋଗ୍ୟ, ୧୯୯୩ ରେ ରଥ ବ୍ୟାଙ୍କରେ ଯୋଗଦେବା ସହ ପଶ୍ଚିମବଙ୍ଗ, ଓଡ଼ିଶା, କର୍ନାଟକ, କେରଳ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟକରି…

Read More

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ମିଗ୍-୨୧

ନୂଆଦିଲ୍ଲୀ : ମାସକ ଭିତରେ ଦ୍ବିତୀୟ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର ମିଗ୍ – ୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି। ୪ ଦିନ ପୂର୍ବରୁ…

Read More

ଆଜି ଲଘୁଚାପ , କାଲି ଅବପାତରେ ପରିଣତ ହେବାର ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତାହାର  ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ଅର୍ଥାତ ଆଜି  ଲଘୁଚାପରେ ପରିଣତ ହେବ।  ଆସନ୍ତାକାଲି  ଏହା ଅବପାତ ରୂପ ନେବା ସହ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଉତ୍ତର ଦିଗରେ ଗତି କରିବ। ଆଇଏମଡିର  ଆକଳନ ଅନୁସାରେ, ବାତ୍ୟା ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି।…

Read More