Odisha Patrika

ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ; ରାଷ୍ଟ୍ରପତି

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍ । ପାୱାର ଟ୍ରିପ୍ ଯୋଗୁ ଏହି ସମୟରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଥିଲା। ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏ ଦୀର୍ଘ ୯ ମିନିଟ ପାଇଁ ଲାଇନ୍ କଟିଯାଇଥିଲା। ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା । ଏହି ସମୟରେ ଅନ୍ଧାର ଭିତରେ କିନ୍ତୁ ଜାରି ରଖିଥିଲେ ସେ ନିଜର…

Read More

ଅଲମ୍ପିକ ଚମ୍ପିୟାନ ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ

ନ୍ୟୁୟର୍କ- ଅଲମ୍ପିକ୍‌ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ଫ୍ଲୋରିଡା୍‌ରେ ଥିବା ବାସ ଭବନରେ ମୃତ୍ୟୁ ହୋଇଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ତେବେ ତାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କୁହାଯାଇଛି । ଟୋରି ବାଓ୍ୱାଇ ଦୌଡ ପ୍ରତିଯୋଗିତାରେ ତିନୋଟି ପଦକ ଜିତିଥିଲେ . ୪x୧୦୦ ରିଲେରେ ସ୍ୱର୍ଣ୍ଣ, ୧୦୦ ମିଟର…

Read More

‘୫-ଟି’ ଅଧିନରେ ସରକାରୀ ସ୍କୁଲକୁ ମିଳୁଛି ନୂଆ ଚେହେରା ; ଆଜି ୫ଟି ଜିଲ୍ଲାର ୩୨୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ଏବଂ  ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟକୁ ମିଳୁଛି ନୂଆ ଚେହେରା । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିର୍ତ୍ତିଭୂମି । ସେ ୱାଇ-ଫାଇ ଶ୍ରେଣୀ ଗୃହଠୁ ଆରମ୍ଭ କରି ଉନ୍ନତ…

Read More

ଆଇପିଏଲରେ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ବର: ଭାରତରେ ଶହେ ଚାଳିଶି କୋଟି ଜନସଂଖ୍ୟା ମଧ୍ୟରୁ ଏକ ତୃତୀୟାଂଶ ଲୋକେ କ୍ରିକେଟ ଖେଳ ଦେଖିବାକୁ ଭଲ ପାଆନ୍ତି । ସେ ଗଳି କ୍ରିକେଟ ହେଉ ଅବା ଅନ୍ତର୍ଜାତୀୟ କ୍ରିକେଟ, ସବୁଥିିରେ ଥାଏ ପ୍ରତ୍ୟକଙ୍କ ତୀକ୍ଷ୍ଣ ନଜର । ସେହିପରି ଆଇପିଏଲ ଏମିତି ଏକ ସୁଯୋଗ ବା ପ୍ଲାଟଫର୍ମ ଯେଉଁଥିରେ ବିଶ୍ୱର ପ୍ରତେକ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରିଥାନ୍ତି । ଆଇପିଏଲକୁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଭାବରେ ବିବେଚିତ କରାଯାଏ। ବିଶ୍ୱର…

Read More

ମ୍ୟାକଡୋନାଲ୍ଡ ଷ୍ଟୋର ଉପରେ ୫ କୋଟିର ଜରିମାନା

ଲଣ୍ଡନ : ଲଣ୍ଡନରେ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍‌ବର୍ଗରରୁ ମୂଷାର ମଳ ବାହାରିଥିବା  ଏବଂ ରେ‌ଷ୍ଟୁରାଣ୍ଟ ପରିବେଶ ଅପରିସ୍କାର ଥିବାରୁ ୫.୧୪ କୋଟି ଟଙ୍କାର ଜୋରିମାନା ଅଦାଲତ ଲଗାଇଛନ୍ତି। ଦୋକାନରୁ ବର୍ଗର ନେଇ ଖାଇବା ସମୟରେ ଗ୍ରାହକ ଜାଣିବାକୁ ପାଇଥିଲେ ଯେ ଖାଦ୍ୟ ଖୋଳ ଭିତରେ ମୂଷା ମଳ ରହିଛି। ଏହାପରେ ଗ୍ରାହକ ଜଣକ ଏକ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନେ ତଦନ୍ତ କରିବା ପରେ ରେଷ୍ଟୁରାଣ୍ଟ ପରିବେଶ କଦର୍ଯ୍ୟ ଅବସ୍ଥାରେ ରହିଥିବା ଜାଣିବାକୁ…

Read More

ଆତଙ୍କବାଦୀ ଗୁଳିରେ ପୁଣି ୫ ଯବାନ ସହିଦ

ନୂଆଦିଲ୍ଲୀ : ଦେଶରେ ଜାରିରହିଛି ଆତଙ୍କବାଦ ହମଲା । କିଛିଦିନ ତଳେ ପୁଂଜିରେ ଆତଙ୍କବାଦୀ ବିସ୍ପୋରଣରେ ପାଞ୍ଚ ଜଣ  ଯବାନଙ୍କୁ ସହିଦ୍ ହୋଇଥିଲେ  ।  ଗତକାଲି ସକାଳେ ପୁଣି ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଲିବିନିମୟରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବେ ଦାକ୍ତରଖାନାରେ  ଚିକିତ୍ସିତ ହେଉଛନ୍ତି…

Read More

ଆଜି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି  ଘୂର୍ଣ୍ଣିବଳୟ ସୃଷ୍ଟିହେବ। ଏହା ଆସନ୍ତାକାଲି ବା ରବିବାର ଲଘୁଚାପରେ ପରିଣତ ହୋଇ ୮ ତାରିଖ ବେଳକୁ ଅବପାତର ରୂପ ନେବ ।  ହେବ। ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ଉତ୍ତର ଦିଗରେ ଗତି କରିବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ ।  ଏହି ଘୂର୍ଣ୍ଣିବଳୟ ଯୋଗୁଁ ଶନିବାରଠାରୁ ସମୁଦ୍ରରେ ସ୍ଥିତି ବିଗିଡ଼ିବା ସହ ସମୁଦ୍ର ଆଶାନ୍ତ ରହିବ । ତେଣୁ  ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଏବେଠାରୁ…

Read More

ଲଘୁଚାପ ପରେ ଜଣା ପଡିବ ବାତ୍ୟାର ପ୍ରଭାବ; ଆଇଏମଡି ଡିଜି

ଭୁବନେଶ୍ବର: ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣିବଳୟ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ୭ ତାରିଖ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ଆକଳନ କରାଯାଉଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିପାର । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ। ଓଡିଶା…

Read More

କନସେନଟ୍ରିକ୍ସ କଷ୍ଟୋମର ଏକ୍ସପେରିଏନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୫ /୫: ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନ୍‍ସେନ୍‍ଟ୍ରିକ୍ସ ବିପିଓ ଆଜି ରାଜଧାନୀ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀ ‍ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି। ରାଜ୍ୟରେ ବୃହତ୍‍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ୍‍ , ଡେଲଏଟ୍‍ର ‘କାପାବିଲିଟି ଏନ୍‍ହାନ୍ସମେଣ୍ଟ ସେଣ୍ଟର’ ଏବଂ ଆଜି କନ୍‍ସେନ୍‍ଟ୍ରିକ୍ସ ବିପିଓ…

Read More