
ଭାରତର ଅଭିବୃଦ୍ଧି ଯୋଜନା ପାଇଁ ନ୍ୟୁ-ଏଜ୍ ଏନର୍ଜି ମିନେରାଲ୍ସ ଗୁରୁତ୍ବପୂର୍ଣ୍ଣ ; ଶୁଭ୍ରକାନ୍ତ ପଣ୍ଡା
ଭୁବନେଶ୍ବର : ଭାରତର ଆର୍ଥିକ ବିକାଶ ଏବଂ ଚିରସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ୍ ଏନର୍ଜି ମିନେରାଲ ଗୁରୁତ୍ବପୂର୍ଣ୍ଣ । ଫିକି ଦ୍ବାରା ଆୟୋଜିତ ‘ନ୍ୟୁ-ଏଜ୍ ଏନର୍ଜି ମିନେରାଲ୍ସ ,”ଶାର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକି ଇମ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏହା କହିଛନ୍ତୁ । ଭରତ ଏହାର ଖଣି ଜ୍ଞାନ କୌଶଳ ଏବଂ ଉତ୍ତୋଳନ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ଖଣି…