କୃଷିଜାତ ସାମଗ୍ରୀର ବଜାର ସୁବିଧା:ଓଏସଏଏମ ବୋର୍ଡ ଓ ଆଇସିଆରଆଇଏସ୍ଏଟି ମଧ୍ୟରେ ରାଜିନାମା
ଭୁବନେଶ୍ୱର, ୨/୫-(ବ୍ୟୁରୋ ) : ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି (ଆରଏମସି), ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ୮୦୦ ଏଫ୍ପିଓ ଏବଂ ମହିଳା ଏସଏଚଜି କୁ ଏକାଠି କରିିବ । ଏଥିପାଇଁ ବିଭାଗ ତରଫରୁ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍ ବୋର୍ଡ) ଏବଂ ହାଇଦ୍ରାବାଦ ସ୍ଥିତ…
