
ଆଜି ବିଶ୍ବ ଶ୍ରମିକ ଦିବସ
ଭୁବନେଶ୍ବର: ଶତାଧିକ ରାଷ୍ଟ୍ରରେ ଆଜି ପାଳିତ ହେଉଛି ଶ୍ରମିକ ଦିବସ । ୧୮୮୨ରେ ଆମେରିକା ଓ କାନାଡାରେ ପ୍ରଥମ କରି ସେପ୍ଟେମ୍ବର ମାସରେ ଏହା ପାଳିନ କରାଯାଇଥିଲା । କିନ୍ତୁ କିଛି ବର୍ଷ ପରେ ମେ ମାସ ପହିଲାରେ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଶ୍ରମିକମାନେ ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଏକ ଆନ୍ଦୋଳନର ରୂପ ନେଇଥିଲ । ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ…