Odisha Patrika

ଟି-୨୦ ବ୍ୟାଟର ତାଲିକାର ଶ୍ରେଷ୍ଠ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ

ଦୁବାଇ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିିସି ) ପକ୍ଷରୁ ପ୍ରକାଶିତ ଟି-୨୦ ବ୍ୟାଟର  ତାଲିକାରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସୂର୍ଯ୍ୟକୁମାର ୯୦୬ ପଏଣ୍ଟ ସହ ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ପାକିସ୍ଥାନର ୱିକେଟ କିପର ବ୍ୟାଟର ମହମଦ୍ଦ ରିଜୱାନ [୮୧୧ ପଏଣ୍ଟେ] ଓ ଅଧିନାୟକ ବାବର ଆଜମ [୭୫୬ ପଏଣ୍ଟେ] ପାଇ ଏହି ତାଲିକାର ଦିତୀୟ ଓ ତୃତୀୟ ସ୍ଥାନରେ ରହିଥିବାବେଳେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଦକ୍ଷିଣ…

Read More

ଧାରଣାରେ ବସିଥିବା କୁସ୍ତିବିତଙ୍କୁ ମିଳୁଛି ହତ୍ୟା ଧମକ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଏତଲା ରୁଜୁ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରିବା ପରେ ଆନ୍ଦୋଳନରେ ବସିଥିବା ଜାତୀୟସ୍ତରୀୟ କୁସ୍ତିବିତ୍‌ଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ନୂଆ ଅଭିଯୋଗ ଆସିଛି। ଏପରିକି ଟଙ୍କାର ଲୋଭ ମଧ୍ୟ ଦେଖାଯାଇଥିବା କୁହାଯାଇଛି। ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ କହିଛନ୍ତି ଯେ, ଡବ୍ଲୁଏଫ୍‌ଆଇ ସମ୍ପାଦକ ବିନୋଦ ତୋମର ଓ ସଭାପତି ବ୍ରିଜଭୂଷଣଙ୍କ ଦୁଇ ସହଯୋଗୀ ହରିୟାଣା କୁସ୍ତି ସଂଘର ସମ୍ପାଦକ…

Read More

ବିଶ୍ବ ବଜାରରେ ହ୍ରାସ ପାଇବ ଡଲାରର ଶକ୍ତି

ନୂଆଦିଲ୍ଲୀ: ବିଶ୍ବ ବଜାରରେ  ଡଲାରର ସ୍ଥିତି ବିସୟରେ କିଏବା ଅଜଣା । ଅନ୍ତର୍ଜାତୀୟ ସ୍ତରରେ ଦିନକୁ ଦିନ ଡଲାରର ଶକ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସମ୍ପୂର୍ଣ୍ଣ ବିଶ୍ବ କାରବାର ଡଲାରରେ ନିୟନ୍ତ୍ରିତ ହେଉଛି। ତେଣୁ ଡଲାରର ଶକ୍ତିକୁ ବିଶ୍ବ ବଜାରରେ କମ୍ କରିବାପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ବିଶ୍ବ ବଜାରରେ ଶେଷ ହେବ ଡଲାରର ଦବ୍‌ଦବା। ଡଲାରର ଶକ୍ତିକୁ ହ୍ରାସ କରିବାପାଇଁ ଅଣ୍ଟା ଭିଡିଛନ୍ତି  ଭାରତ, ବ୍ରାଜିଲ, ରୁଷ, ଚୀନ୍ ଏବଂ ଦକ୍ଷିଣ…

Read More

ଦେଶରେ କୋଭିଡ ସଂକ୍ରମଣ ୯,୦୦୦କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ବି ୯,୦୦୦ ଉପରେ ରହିଛି, କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮,୦୦୦ ତଳକୁ ଖସି ଆସିଥିବା  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୩୫୫ ନୂତନ କରୋନା ସଂକ୍ରମଣ ରେକର୍ଡ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୯,୩୫୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ…

Read More

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଆଳି: ଆଜି ସକାଳୁ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ଡଙ୍ଗା ଦୁର୍ଘଟଣା ଘଟି ଘାଟିଆ ସମେତ ଜଣେ ୧୨ ବର୍ଷର ନାବାଳକ ନିଖୋଜ ସ୍ଥାନିୟ ଲୋକଙ୍କୁ ମର୍ମହାତ କରିଛି ।ସକାଳ ୬ଟା ରେ  କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ। ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା…

Read More

ପିସିସି କମିଟି ଘୋଷଣା କର୍ମୀଙ୍କ ମନରେ ଉତ୍ସାହ ଭରି ପାରିଲା ନାହିଁ …..ସମଭାବାପନ୍ନ ଦଳକୁ ସାଥିରେ ନେବ କିଏ…

ଭୁବନେଶ୍ୱର,୨୬/୪(ବ୍ୟୁରୋ): ମାସକ ପରେ ପିସିସି ସଭାପତି ଭାବେ ଦାୟିତ୍ୱ ନେବାର ଶରତ ପଟ୍ଟନାୟକ ବର୍ଷ ପୂର୍ତ୍ତି ପାଳନ କରିଥାନ୍ତେ। ପିସିସି ସଭାପତି ଦାୟିତ୍ୱ ନେବାର ପରେ କମିଟି ଟିଏ କରିବା ପାଇଁ ତାଙ୍କୁ ୧୧ ମାସ ଲାଗିଗଲା। କମିଟି ଜୁମ୍ବୋ ହୋଇଛି, ହେଲେ କେତେକ ଦୃଷ୍ଟିରୁ ଶରତଙ୍କ ପାଇଁ ନିରାପଦ। କାରଣ ପୂର୍ବରୁ ନିରଞ୍ଜନ ଏବଂ କେ.ପି ସିଂଦେଓଙ୍କ ପରି ୩ ଜଣିଆ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇନାହିଁ। ମାତ୍ର କମିଟି ଘୋଷଣା ପରେ ତାରା, ଅଧିରାଜଙ୍କ…

Read More

ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ

ଛତିଶଗଡ : ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ, ଦନ୍ତେୱାଡାର ଅରଣପୁର ଜଙ୍ଗଲରେ ଏହି ଆକ୍ରମଣ ଘଟିଛି। ଜିଲ୍ଲା ରିଜର୍ଭ ଗାର୍ଡର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରାଇଛନ୍ତି। ସେଠାରେ ପୂର୍ବରୁ ନକ୍ସଲବାଦୀଙ୍କ ପକ୍ଷରୁ ଆଇଇଡି ରଖାଯାଇଥିଲା। ଏହି ଆକ୍ରମଣରେ ଡ୍ରାଇଭର ସମେତ ୧୦ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ୱାଗଲ କହିଛନ୍ତି ଯେ…

Read More

ଚିନ୍ନାସ୍ବାମୀରେ ହେବ କୋଲକାତା-ବାଙ୍ଗାଲୋର ଲଢେଇ

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ବିଜୟ ଲାଗି ସଂଘର୍ଷ କରୁଥିବା ଦୁଇ ଥରର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ଚିନ୍ନାସ୍ବାମୀରେ ଭେଟିବ। କେକେଆର୍‌ ଏବେ ସୁଦ୍ଧା ୭ ମ୍ୟାଚ୍‌ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆର୍‌ସିବି ୭ରୁ ୪ ଜିତି ପଞ୍ଚମରେ ରହିଛି। କେକେଆର୍‌ ପାଇଁ ବଡ଼ ଚିନ୍ତା ହେଉଛି ଦଳ ଗତ ୪ ଟି ମ୍ୟାଚ୍‌ରେ ପରାଜୟକୁ ଭେଟିଛି ।…

Read More

ଟାଟାଙ୍କୁ ଅଳି କଲେ ଏୟାର ଇଂଣ୍ଡିଆ ପାଇଲଟ

ମୁମ୍ବାଇ: ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବେତନ ସଂଶୋଧନ କରିବା ପରେ ଆରମ୍ଭ ହୋଇଥିବା ପାଇଲଟ୍‌ ବିଦ୍ରୋହ ଏବେ ଟାଟା ଗ୍ରୁପ୍‌ର ସେବା ଅଧ୍ୟକ୍ଷ ରତନ ଟାଟାଙ୍କ ପାଖରେ ପହଞ୍ଚିଛି। କଂପାନିର ୧୫୦୦ ପାଇଲଟ୍‌ ରତନ ଟାଟାଙ୍କୁ ଏକ ଭାବପୂର୍ଣ୍ଣ ଚିଠି ଲେଖି ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ଜଣାଇଛନ୍ତି ଯେ ଆମକୁ ସମ୍ମାନ ମିଳୁନାହିଁ। ଆମ ମନୋବଳ ଦୁର୍ବଳ ରହିଛି। ଆମେ ଭାବୁଛୁ ଯେ ଯଦି ଏଭଳି ସ୍ଥିତି ଲାଗିରହିବ ତାହା ଆମ କାର୍ଯ୍ୟ…

Read More

ପିଣ୍ଟୁ ନନ୍ଦଙ୍କ ସ୍ମୃତିରେ ଆୟୋଜିତ ହେଲା ସେଲିବ୍ରେଟି କ୍ରିକେଟ୍ ଲିଗ୍

ଭୁବନେଶ୍ବର: ଆର୍‌ଆର୍‌ ଇଭେଣ୍ଟସ୍ ପକ୍ଷରୁ ଏକ ଦୁଇଦିନିଆ ସେଲିବ୍ରିଟି କ୍ରିକେଟ୍ ଲିଗ୍‌ ସ୍ଥାନୀୟ କେଶୁରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ପିଣ୍ଟୁ ନନ୍ଦଙ୍କ ସ୍ମୃତିରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଲିଉଡ୍‌ ଜଗତର ବହୁ ନାମିଦାମି ତାରକାମା‌ନେ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ବଲାଙ୍ଗୀର ରାଇଜିଂ ଷ୍ଟାରକୁ ହରାଇ ଭୁବନେଶ୍ବର ବ୍ଳାଷ୍ଟର୍ସ ବିଜେତା ହୋଇଛି। ଗୀତିକାରଙ୍କୁ ନେଇ ଗଠିତ ରାଇଜିଂ ଷ୍ଟାର୍ ଦଳ ୫ ଓଭରରେ ୫୪ ରନ୍‌ କରିଥିଲା। ଅଭିନେତାଙ୍କୁ ନେଇ ଗଠିତ ଭୁବନେଶ୍ବର ବ୍ଳାଷ୍ଟର୍ସ ୩ ୱିକେଟ୍ ହରାଇ…

Read More