Odisha Patrika

ନିଜ ଯୁକ୍ତିକୁ ଦୃଢ଼ କରିବା
ପାଇଁ ମିଛ ଇତିହାସ ପରିବେଷଣ

ଭୁବନେଶ୍ୱର: (ବିଜୟ ସାହୁ)-ବର୍ତ୍ତମାନ ଟିଭିରେ ଓଡ଼ିଶାର ରାଜନୈତିକ ଝଡ଼ ହେଉଛି ପ୍ରସନ୍ନ ପାଟଶାଣୀ -ଅମର ଶତପଥୀଙ୍କ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ରମଣ । ଅଵଶ୍ୟ ଏହି ଝଡ଼ ମହାବାତ୍ୟାରେ ପରିଣତ ହେବ କି ଝିପିରି ଝିପିରି ବର୍ଷା ହେଇ କେବଳ ମାଟି ଓଦା କରି ଚାଲିଯିବ ତାହା ସପ୍ତାହ ମଧ୍ୟରେ ସ୍ପଷ୍ଟ ହେଇ ଯିବ ବୋଲି କଣ୍ଟ ଦିଆ ଯାଇଛି ।ଏହି ବିବାଦ ଉପରେ ରାଜ୍ୟର  ବରିଷ୍ଠ ସାମ୍ବାଦିକ ନିଜର ମତାମତ ରଖି ଚାଲିଛନ୍ତି ।ବିବାଦ ଆରମ୍ଭରେ…

Read More

Flipkart Big Diwali Sale; ଟିଭି, ପ୍ରିଜ୍ ମୋବାଇଲ ଉପରେ ମିଳିବ ୮୦ ପ୍ରତିଶତ ରିହାତି, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ସେଲ୍

ବର୍ଷର ସବୁଠାରୁ ବଡ ସପିଂ ସୁଯୋଗ ଆଣିଥାଏ  ଦୀପାବଳି। ଦୀପାବଳି ଆସିଲେ ଲୋକମାନେ ନାନାଦି ପ୍ରକାରର ଘରକରଣା ଜିନିଷଠୁ ଆରମ୍ଭ କରି ଇଲୋକ୍ଟ୍ରାନିକ ଏବଂ ନୂଆ ପୋଷାକ କିଣିବାକୁ ପସନ୍ଦ କରିଥାନ୍ତି । ଦୀପାବଳି ଏବଂ ଧନତରସରେ ପ୍ରତ୍ୟେକ ଭାରତୀୟ କିଛି ନା କିଛି ଜିନିଷ ଘରକୁ ଆଣିଥାଏ । ଆଉ ଠିକ୍ ଏହି ସମୟରେ କମ୍ପାନୀଗୁଡିକ ମଧ୍ୟ ବଡ଼ ଅଫର ସହିତ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଆଜିର ଅନଲାଇନ ଯୁଗରେ ଏହାର…

Read More

ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଲା ହମାସ ମୁଖ୍ୟ ୟାହୟା ସିନୱାର

ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ…

Read More

ମାରିନେବେ ମହାପାତ୍ରେ ଚାହିଁଥିବେ ଜଳକା

ଭୁବନେଶ୍ୱର : (ଅଧିବକ୍ତା। ଆହୂତି ମହାନ୍ତି)-ଆଜିର ପିଢ଼ିକୁ ଅଖଣ୍ଡ ଭାରତ ଗଠନର ଶିଳ୍ପ ପ୍ରକ୍ରିୟା ବିଷୟରେ ଜଣାଇବା ନିହାତି ଅପରି ହାର୍ଯ୍ୟ।ବର୍ତ୍ତମାନକୁ ନେଇ କେବେ ଆଜିର ଭାରତ ପରି କଳ୍ପନା କରା ଯାଇ ନାହିଁ।ଲାଲା ଲଜପତ୍ ରାୟ,ରାଜା ରାମ ମୋହନ ରାୟ,ବାଲ୍ ଗଙ୍ଗାଧର ତିଳକ,ବିପିନ ଚନ୍ଦ୍ର ପାଲ, ସୁବାଷ ବୋଷ,ମହାତ୍ମା ଗାନ୍ଧୀ,ମୋତି ଲାଲ୍ ନେହେରୁ ଙ୍କ ସ୍ୱାଧୀନତା ପୂର୍ବର ବଳିଦାନକୁ ଅସ୍ବୀକାର କରିବା ଅସମ୍ଭବ।ସ୍ୱାଧୀନତା ପର ଭାରତ ବର୍ଷର ବୋଝ ମୁଣ୍ଡାନ୍ତି ସର୍ଦାର ବୋଲବ ଭାଇ ପଟେଲ…

Read More

ନା ବିରାଟ ନା ରୋହିତ ଅଷ୍ଟ୍ରେଲିଆ ଦଳକୁ ଡରାଉଛି ଏହି ଖେଳାଳି, କହିଲେ କମିନ୍ସ

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ନଭେମ୍ବର ଏବଂ ଡିସେମ୍ବର ମାସରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍  ଅଷ୍ଟ୍ରେଲିଆରେ ଖେଳାଯିବ | ଗତ ଦୁଇଟି ବର୍ଡର-ଗାଭାସ୍କର ସିରିଜରେ ଭାରତ ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ କରିଛି। ଏଥର ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ପଡ଼ିଆକୁ ଓହ୍ଲାଇବ । ଏହା ଭିତରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଭାରତୀୟ ଦଳର ଜଣେ ଖେଳାଳିଙ୍କ ବିଷୟରେ…

Read More

ଡାକଘର ନା ଷ୍ଟେଟ ବ୍ୟାଙ୍କ କିଏ ଦେଉଛି ଅଧିକ ସୁଧ ଜାଣନ୍ତୁ…

ଗ୍ରାହକଙ୍କୁ ଅଧିକ ରିଟର୍ଣ୍ଣ ଦେବା ପ୍ରସଙ୍ଗରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଡାକଘର ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫିକ୍ସଡ ଡିପୋଜିଟ (ଏଫଡି) ରେ ଗ୍ରାହକଙ୍କୁ ୩.୫୦ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଯେଉଁଠାରେ ଡାକଘର ବିଭିନ୍ନ କାର୍ଯ୍ୟକାଳର ଟାଇମ୍ ଡିପୋଜିଟ୍ (ଟିଡି) ରେ ଗ୍ରାହକଙ୍କୁ ୬.୯ ପ୍ରତିଶତରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି |ଆପଣଙ୍କୁ କହିରଖୁଛୁ ଯେ ଉଭୟ FD ଏବଂ TD…

Read More

୧୦ ବର୍ଷ ପରେ ଜମ୍ମୁ – କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସତୀଶ…

Read More

ବଡ଼ଚଣା ରାଜନୀତି : ଅତୀତାବଲୋକନ ଓ ଅମରଙ୍କ ଉପାଖ୍ୟାନ

ଚଣ୍ଡିଖୋଲ: (ବିଜୟ ସାହୁ)- ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନବକୃଷ୍ଣ ଚୌଧୁରୀ, ଜଗନ୍ନାଥ ଦାସ, ଦୁଃଶାସନ ଜେନା, ଯଦୁମଣି ମଙ୍ଗରାଜ, ଧନଞ୍ଜୟ ଲେଙ୍କା, ମାନଗୋବିନ୍ଦ ସାମଲ , ସୀତାକାନ୍ତ ମହାପାତ୍ର , ଅମର ଶତପଥୀ, ଅମର ନାୟକ ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି । ସର୍ବାଧିକ ସମୟ ଅମର ପ୍ରସାଦ ଶତପଥୀ ବିଧାୟକ ହେଇଛନ୍ତି ଓ ଥରେ ମନ୍ତ୍ରୀ ହେଇଛନ୍ତି । ସମୁଦାୟ 30 ବର୍ଷ ।ତାଙ୍କର କ୍ଷମତାସୀନ ଦଳ ସହ ରାଜନୀତି ସର୍ବାଧିକ ସମୟ – 25…

Read More

PPF Invest: ଦୈନିକ ମାତ୍ର ୧୦୦ ଟଙ୍କା ସଂଚୟ କରି ଏହି ସରକାରୀ ଯୋଜନାରେ ପାଆନ୍ତୁ ୧୦ ଲକ୍ଷ

ଆଜିର ଦର ଦାମ୍ ବୃଦ୍ଧି ଯୁଗରେ, ସମସ୍ତେ ସେମାନଙ୍କର ରୋଜଗାରର କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସେମାନେ କେବଳ ରିଟର୍ଣ୍ଣ ନୁହେଁ ବରଂ ସେମାନଙ୍କ ଟଙ୍କାକୁ ମଧ୍ୟ ସୁରକ୍ଷିତ ରଖି ପାରିବେ ।ଏହି ପରିପ୍ରେକ୍ଷୀରେ, ପିପିଏଫ୍ ସ୍କିମ୍ ବହୁତ ଲୋକପ୍ରିୟ ଏବଂ ୭ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପାଇବା ବ୍ୟତୀତ ସରକାର ନିଜେ ଆପଣଙ୍କ ବିନିଯୋଗର ସୁରକ୍ଷା ନିଶ୍ଚିତ କରନ୍ତି ।ଯଦି ଆପଣ ହିସାବ କରିବେ,…

Read More

ନୁହନ୍ତି ଯେତେ, ଅମରଙ୍କୁ ମିଡ଼ିଆ ଭାଇ ଦେଖାନ୍ତି ସେତେ

ଭୁବନେଶ୍ୱର: (ମାନବ)-ଓଡ଼ିଶାର ଦୁର୍ଗତି ନେଇ ଯେତେ ରାଜନୈତିକ ଓ ଐତିହାସିକ କାରଣ ଥାଉ ପଛେ, ତଥାକଥିତ ମୁଖ୍ୟ ଗଣମାଧ୍ୟମର କିଛି କମ୍ ଭୂମିକା ନାହି l ବେଆଇନ୍ ଖଣି ଖନନ ହେଉ କି କୋଇଲା ଚୋରି, ଏ ଗୁଡାକ ଖବର ହୁଏନି l ହେଲେ ଯିଏ ଶାଳ ଗଛ କାଟି ଖଣି ଲୁଟେ, ପୁଣି ସିଏ ତାଳ ଗଛ ଲଗାଇ ସରକାରୀ ଅନୁଦାନ ଲୁଟ୍ କରେ l କିଛି ଦିନ ତଳେ ବ୍ଲାକ ମେଲିଙ୍ଗ ପଲିଟିକ୍ସର କଥା…

Read More