Odisha Patrika

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍

ବେଙ୍ଗାଲୁରୁ/କୋଲ୍‌କାତା : ଚଳିତ ଆଇପିଏଲ୍‌‌ରେ ରବିବାର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁରେ ଅପରାହ୍ଣ ୩.୩୦ରେ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଘରୋଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହାପରେ ୭.୩୦ରେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ‌ଘରୋଇ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ।

Read More

ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଲେ ଧୋନି

ଚେନ୍ନାଇ;ଶୁକ୍ରବାର ରାତିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବିଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି ସୂଚନା ଦେଇ ନିଜ ପ୍ରଶଂସକ ମାନଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଡେଭନ୍ କନୱେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ୩ ୱିକେଟ୍ ନେଇ ଚେନ୍ନାଇ ସୁପର୍ କିଙ୍ଗ୍ସ ୧୩୫ ରନ୍ ଲକ୍ଷ୍ୟକୁ ୮ ବଲ୍‌ ପୂର୍ବରୁ ହାସଲ କରିଥିଲା। ‘ଦୁଇ ବର୍ଷ ପରେ ପ୍ରଶଂସକମାନେ ଚେନ୍ନାଇ ଆସିବାର ସୁଯୋଗ ପାଇଲେ ଏବଂ…

Read More

ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରୁ ଦଳର ନେତା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ…

Read More

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍; ପ୍ରଥମେ ଲକ୍ଷ୍ନୌ ଓ ଗୁଜରାଟ, ପରେ ମୁମ୍ବାଇ – ପଞ୍ଜାବ ମୁହାଁମୁଁହି

ଲକ୍ଷ୍ନୌ : ଆଜି ଆଇପିଏଲର ୩୦ତମ ଲିଗ୍‌ ର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ-ଗୁଜରାଟ ଟାଇଟାନ୍‌ସକୁ ଏକ୍‌ନା ଷ୍ଟାଡ଼ିୟମରେ ଭେଟିବେ। ଗୁଜରାଟ ୬ଷ୍ଠ ଓ ଲକ୍ଷ୍ନୌ ସପ୍ତମ ମ୍ୟାଚ ଖେଳିବେ। ଲକ୍ଷ୍ନୌ ବିଜୟକୁ ବଜାୟ ରଖିବାକୁ ଉଦ୍ୟମ କରିବାବେଳେ ଗୁଜରାଟ ବିଜୟପଥକୁ ଫେରିବା ପାଇଁ ପ୍ରୟାସ କରିବ।ଲକ୍ଷ୍ନୌ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ବିଜୟ ହାସଲ କରିଥିଲା। ଦୁଇ…

Read More

ପିଚାଇଙ୍କ କ୍ଷତିପୂରଣ ୨୨୬ ନିୟୁତ ଡଲାର

୨୦୨୨ରେ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ସୁନ୍ଦର ପିଚାଇ କ୍ଷତିପୂରଣ ବାବଦକୁ ପ୍ରାୟ ୨୨୬ ନିୟୁତ ଡଲାର୍‌ ପାଇଥିବା ନେଇ ‘ସିକ୍ୟୁରିଟିଜ୍‌’ରେ କମ୍ପାନି ତରଫରୁ କୁହାଯାଇଛି । ଏହା କମ୍ପାନିର କର୍ମଚାରୀ ପାଉଥିବା ବେତନର ୮୦୦ଗୁଣରୁ ଅଧିକ ବୋଲି ଜଣାପଡିଛି । ପିଚାଇଙ୍କ କ୍ଷତିପୂରଣ ବାବଦ ଅର୍ଥରେ ପ୍ରାୟ ୨୧୮ ନିୟୁତ ଡଲାର୍‌ର ‘ଷ୍ଟକ୍‌ ଆୱାର୍ଡ’ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେହି ଫାଇଲିଙ୍ଗ୍‌ରେ ଉଲ୍ଲେଖ ରହିଛି ।‘ଗୁଗଲ୍‌’ ଭଳି ଏକାଧିକ ସଂସ୍ଥାନର ମୁଖ୍ୟ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ ଖର୍ଚ୍ଚ…

Read More

ଯେ କୌଣସି ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରେ : ଅଜିତ୍ ପାଓ୍ୱାର

ମୁମ୍ବାଇ,୨୨/୪(ବ୍ୟୁରୋ): ୨୦୨୪ ମହାରାଷ୍ତ୍ର ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ଅଜିତ ପାୱାର୍‌ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୦୪ରେ ‘ଏନ୍‌ସିପି’ କଂଗ୍ରେସ୍‌ଠାରୁ ଅଧିକ ଆସନ ପାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପଦ ‘ଏନ୍‌ସିପି’କୁ ମିଳିବାର ଥିଲା। ହେଲେ ଦଳକୁ ମିଳିଲା କେବଳ ଉପମୁଖ୍ୟମନ୍ତ୍ରୀ ପଦ। ଯଦି ସବୁ କିଛି ଠିକ୍ ରୁହେ,…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ନେଇ କେରଳରେ ହାଇଆର୍ଲଟ

ନୂଆଦିଲ୍ଲୀ,୨୨/୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି କେରଳ ରାଜ୍ୟ ‘ବିଜେପି’ ଅଫିସ୍‌କୁ ଧମକ ଆସିଛି। ଏହା ପରେ ପ୍ରାଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାରା କେରଳରେ ହାଇଆଲର୍ଟ ଜାରି କରାଯାଇଛି। ଧମକ ଦେଇଥିବା ଚିଠି ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀକୁ ତର୍ଜମା କରାଯାଉଛି। ଆଗାମୀ ୨୪ ତାରିଖ ପାଇଁ ନିର୍ଦ୍ଧାରିତ ମୋଦୀଙ୍କ କୋଚି ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ସେହି ଚିଠିରେ ଉଲ୍ଲେଖ କରାଯାଇଥିଲା। ଚିଠିରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ…

Read More

ଝାରସୁଗୁଡ଼ା ଉପନିର୍ବାଚନ : ଦଶ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍

ଝାରସୁଗୁଡ଼ା,୨୨/୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ସମସ୍ତ ୧୪ଟି ପ୍ରାୁର୍ଥୀପତ୍ର ମଧ୍ୟରୁ ୧୦ଟି କାଏମ୍ ରହିଛି। ଯାଞ୍ଚ ବେଳେ ୪ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଯାଇଛି। ବିଜେପି, ବିଜେଡି ଓ କଂ‌ଗ୍ରେସ ସହ ଅନ୍ୟ ସାତ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡି ପକ୍ଷରୁ ଦୀପାଳି ଦାସ, କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ଏବଂ ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର…

Read More

କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ

ଭୁବନେଶ୍ଵର; ଚଳିତ ଆଇପିଏଲ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାଚ୍‌ରେ ବିରାଟ କୋହଲି ଅର୍ଦ୍ଧଶତକ (୫୯ ରନ୍‌) ହାସଲ କରିଥିଲେ। ଏହି ପାଳି ବଳରେ କୋହଲି ଆଉ ଏକ ଶତକୀୟ କୀର୍ତ୍ତିମାନ ସହ ଏକାଧିକ ରେକର୍ଡର ଅଧିକାରି ହୋଇଛନ୍ତି। ସେ ସର୍ବାଧିକ ୩୦+ ସ୍କୋର୍‌ କରିବାରେ ଶତକ ପୂରଣ କରି ଆଇପିଏଲ୍‌ରେ ଇତିହାସ ରଚିଛନ୍ତି। ୧୦୦ ଥର ପାଇଁ ୩୦+ ସ୍କୋର୍‌ କରିବାରେ ଆଇପିଏଲ୍‌ ଇତିହାସରେ ସେ ପ୍ରଥମ ବ୍ୟାଟର୍‌ ହେବାର କୀର୍ତ୍ତିମାନ…

Read More

କାଳବୈଶାଖୀ ପାଇଁ ରାଜ୍ୟରେ କମିଲା ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଛି ରାଜ୍ୟବାସୀଙ୍କୁ ତ୍ରାହି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପାଇଁ ଗ୍ରୀଷ୍ମ ପ୍ରବାହ କମ୍ ରହିଛି ବା ସହ ତାପମାତ୍ରା କମିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି…

Read More