
ରାହୁଲଙ୍କ ଆବେଦନ ସୁରଟ କୋର୍ଟରେ ଖାରଜ
ସୁରତ: ୨୦୧୯ ମସିହାର ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ l ସୁରଟର ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍ ଗାନ୍ଧୀ କରିଥିବା ଆବେଦନକୁ ଗୁରୁବାର ସୁରତ ସେସନ୍ କୋର୍ଟ ଖାରଜ କରି ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ, ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍ କୋର୍ଟର ଅତିରିକ୍ତ ସେସନସ୍ ଜଜ୍ ଆର୍….