Odisha Patrika

ପ୍ରଚାର ପାଇଁ ଝାରସୁଗୁଡ଼ା ଆସିବେ କହ୍ନେୟା କୁମାର

ଭୁବନେଶ୍ୱର,୧୯/୪(ବ୍ୟୁରୋ ): ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରଫରୁ ପ୍ରଚାର କରିବା ନେଇ ଜଣାପଡିଛି l କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ କୁମାର ପ୍ରଚାର କରିବେ ବୋଲି ଜଣା ପଡ଼ିଛି l କଂଗ୍ରେସ ପକ୍ଷରୁ ତାରକା ପ୍ରଚାରକ ତାଲିକାରେଏଆଇସିସି ସାଧାରଣ ସମ୍ପାଦକ ଏ. ଚେଲା କୁମାର ମଧ୍ୟ ରହିଛନ୍ତି lଏହି ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, କଂଗ୍ରେସ ବିଧାୟକ…

Read More

ଆଦାନି ଗ୍ରୁପର ଋଣ ୨୧ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ:ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍‌ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି। କଂପାନି ଏହାର ୨୯ ପ୍ରତିଶତ ଋଣ ବିଶ୍ବସ୍ତରୀୟ ବ୍ୟାଙ୍କଗୁଡ଼ିକଠାରୁ ଆଣିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ସାତଟି କଂପାନିର ମୋଟ ଋଣ ପରିମାଣ ମାର୍ଚ୍ଚ ଶେଷ ସୁଦ୍ଧା ୨.୩ ଲକ୍ଷ…

Read More

ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…

Read More

ଆପଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର

ମୁମ୍ବାଇ; ଭାରତର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଥମ ଥର ଖୋଲିଲା ଆପଲର ଷ୍ଟୋର । ଆପଲର ସିଇଓ ଟିମ୍‌ କୁକ୍‌ ଏହି ଷ୍ଟୋରର ଉଦଘାଟନ କରିଛନ୍ତି । ଆଉ ଆପଲ ବିକେସିର ଶୁଭାରମ୍ଭ ପରେ ଷ୍ଟୋରର ଦ୍ୱାର ପାଖରେ ଛିଡ଼ା ହୋଇ ଆପଲ ସିଇଓ ଗ୍ରାହକଙ୍କୁ ‌ଷ୍ଟୋର ଭିତରକୁ ନିମନ୍ତ୍ରଣ କରୁଥିବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ଏହାର ଫଟୋ ଓ ଭିଡିଓ  ସୋସିଆଲ ମିଡିଆରେ ‌ଭାଇରାଲ ହେବାରେ ଲାଗିଛି।ଭାରତରେ ଏହି ଷ୍ଟୋର ଖୋଲିବା ଆଇଫୋନ…

Read More

ରାଜ୍ୟସଭା ଯିବେ ପିନାକୀ ମିଶ୍ର, ରବୀନ୍ଦ୍ର ଜେନା

ଭୁବନେଶ୍ୱର,୧୮/୪(ବ୍ଯୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ହେଲେ କିଏ କେଉଁଠୁ ପ୍ରାର୍ଥୀ ହେବେ, କିଏ ପରାଜୟ ଭୟରେ ବାଟ କାଟିବେ, ସେ ନେଇ ଅଙ୍ଗ କଷା ଜାରି ରହିଛି। ଏହି ଦୃଷ୍ଟିରୁ ଦେଖିଲେ ବିଜେଡି ପୁରୀ ଏବଂ ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ବଦଳାଇବାର ବେଶ୍ ସମ୍ଭାବନା ରହିଛି। ବାଲେଶ୍ୱର ଜିଲ୍ଲା ରାଜନୀତିରେ ରବିନ୍ଦ୍ର ଜେନା ଆର୍ଥିକ ସ୍ୱଚ୍ଛଳ ମାତ୍ର କାହାରି ସହଯୋଗ ପାଉନାହାନ୍ତି। ଥରେ ପରାଜିତ ହୋଇଥିବାରୁ ଲୋକସଭା ଲଢିବା ନେଇ ଏତେଟା…

Read More

ଶ୍ରୀକାନ୍ତ ଜେନାଙ୍କ ଓବିସି ଥୋପ ଗିଳୁଛି କଂଗ୍ରେସ, ଜାତି ଜନଗଣନା ସପକ୍ଷରେ ଖଡ଼ଗେ ଓ ରାହୁଲ

ଭୁବନେଶ୍ୱର,୧୮/୪(ବ୍ୟୁରୋ): ଓଡ଼ିଶାରେ ଅଧାରୁ ଅଧିକ ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଲୋକ ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗର। ତେଣୁ କଂଗ୍ରେସ ନିଜର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଉପରୋକ୍ତ 3ଟି ବର୍ଗ ମଧ୍ୟରୁ ଜଣଙ୍କୁ କରୁ। ସେହିପରି ଅନ୍ଯ 2ଟି ବର୍ଗରୁ ଜଣେ ଲେଖାଏଁ ଉପମୁଖ୍ଯମନ୍ତ୍ରୀ କରୁ। ଏହା ଦଳକୁ ବିରାଟ ବର୍ଗ ସହ ରାଜନୈତିକ ଭାବେ ଯୋଡ଼ି ପାରିବ। 1989 ପରଠାରୁ କଂଗ୍ରେସ ଅନୁସୂଚିତ ଜାତି ଏବଂ ପଛୁଆବର୍ଗର ଭୋଟ ହରାଇସାରିଛି। ଛତିଶଗଡ଼, ରାଜସ୍ଥାନରେ ଥିବା 2…

Read More

ଝାରସୁଗୁଡ଼ା ଉପନିର୍ବାଚନ; ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡ଼ା,୧୮/୪(ବ୍ଯୁରୋ):ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ନେଇ ନାମାଙ୍କନ ଦାଖଲ ଜାରି ରହିଛି। ଏହି କ୍ରମରେ ବିଜେଡି ପକ୍ଷରୁ ଦୀପାଳି ଦାସ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀପାଳି ଦାସ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତ ନବ ଦାସଙ୍କ କନ୍ଯା। ବିରାଟ ପଟୁଆରରେ ନିଜ ଭାଇ, ସମର୍ଥକ ଏବଂ ଦଳୀୟ ବରିଷ୍ଠ ନେତାଙ୍କ ସହ ଯାଇ ଦୀପାଳି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀପାଳି ସହ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପ…

Read More

ଇଂଲଣ୍ଡରେ ସମ୍ବଲପୁରୀ ଶାଢ଼ିର ଚର୍ଚ୍ଚା

ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢ଼ିକୁ ନେଇ ଚର୍ଚ୍ଚା। ଓଡ଼ିଆ ଝିଅ ୪୧ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ।ଏହି ମାରାଥନରେ ସେ ଏକ ସମ୍ବଲପୁର ଶାଢି ପିନ୍ଧି ୪୨ କିଲୋମିଟରର ଦୂରତାକ ୪ ଘଣ୍ଟା ୫୦.ମିନିଟ୍ ସମୟ ନେଇ ଶେଷ କରିଥିଲେ। ତେବେ ଏହି ଶାଢ଼ି ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଛନ୍ତି । ମାରାଥନ ଦୌଡ଼ିବା ଏକ କଠିନ କାର୍ଯ୍ୟ ତା ପୁଣି…

Read More

ପାଞ୍ଚ ଆଇଏଏସ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର

ଭୁବନେଶ୍ୱର,୧୮/୪(ବ୍ୟୁରୋ ): ୨୦୨୦ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ବ୍ୟାଚର୍ ୫ଜଣ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟିତ ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ଅବଗତ କରାଯାଇଛି । ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ, ଚଭନ କୁନାଲ ମୋତିରାମ, କୁଲକର୍ଣ୍ଣୀ ଆଶୁତୋଷ ସି, ମଧୁମିତା ଓ ବେଦଭୂଷଣଙ୍କୁ ଓଡ଼ିଶା କ୍ୟାଡ଼ର ମିଳିଛି । ଏହି ଅଫିସରମାନଙ୍କର ଚାକିରି ୨୦୨୨ ଅକ୍ଟୋବର ୧୨ ତାରିଖରୁ ବୈଧ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର…

Read More

ଲୋକସେବା ଭବନରେ ଖୋଲିବ ଶିଶୁ ଯତ୍ନ ପ୍ରକୋଷ୍ଠ

ଭୁବନେଶ୍ୱର,୧୮/୪(ବ୍ୟୁରୋ ): ଓଡ଼ିଶା ପ୍ରଶାସନିକ ମୁଖ୍ୟାଳୟ ତଥା ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ପାଇଁ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍(ଶିଶୁ ଯତ୍ନ ପ୍ରକୋଷ୍ଠ) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏହାକୁ କାର୍ଯ୍ୟକ୍ଷମ କରାଯିବ l କ୍ରେଚ ସୁବିଧା ଚାହୁଁଥିବା ଅଭିଭାବକ ୨ହଜାର ଟଙ୍କା ପଞ୍ଜିକରଣ ଫି(ଥରେ) ଓ ମାସିକ ୧୫୦୦ଟଙ୍କା ଦେଇ କର୍ମଚାରୀମାନେ ନିଜର ୬ମାସରୁ ୬ବର୍ଷ ବୟସର ପିଲାମାନଙ୍କୁ ଏହି କ୍ରେଚରେ ରଖିପାରିବେ । ଏହାର ସମୟ ସକାଳ…

Read More