
ଆଜି ଆଇପିଏଲରେ ଡବଲ ହେଡର : ମୁମ୍ୱାଇ – କୋଲକାତା ଓ ଗୁଜରାଟ – ରାଜସ୍ଥାନ ମୁକାବିଲା
କୋଲ୍କାତା/ଅହମଦାବାଦ,୧୬/୪ : ଆଜି ଆଇପିଏଲ୍ରେ ଡବଲ୍ ହେଡର ମୁକାବିଲା।ପ୍ରଥମେ ଅପରାହ୍ଣ ୩ଟା ୩୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍କାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳା ଯିବ ଏହି ମ୍ୟାଚ୍ । ସେହିପରି ସନ୍ଦ୍ୟା ୭ ଟା ୩୦ ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।ଆଇପିଏଲ୍ର ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ମ୍ୟାଚ୍…