
ପ୍ରଶାସନ ପୋତିଦେଲା ପାଞ୍ଚଶହ ବର୍ଷ ପୁରୁଣା ସୁଡ଼ଙ୍ଗ
ପୁରୀ,୧୫/୪ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ଓବିସିସି ଜରିଆରେ ଐତିହ୍ୟ ମାର୍କଣ୍ଡ ପୁଷ୍କରିଣୀ ସହ ମାର୍କଣ୍ଡେୟ ମନ୍ଦିରର ସାମଗ୍ରିକ ଉନ୍ନୟନ ତଥା ଆଧୁନିକୀକରଣ କାର୍ଯ୍ୟ କରା ଯାଉଛି । ଅପରପକ୍ଷରେ ଏହି ବିକାଶ ଆଳରେ ଐତିହ୍ୟକୁ ସମାଧି ଦିଆଯାଉଛି ବୋଲି ଅଭିଯୋଗ ହେଉଛି l ପୁଷ୍କରିଣୀକୁ ବର୍ଷତମାମ କାଚକେନ୍ଦୁ ପାଣିରେ ଭରି ରଖୁଥିବା ଯେଉଁ ନାଳ ସବୁ ଏଠାରେ ଥିଲା, ତାହା କଂକ୍ରିଟ୍ ତଳେ ପୋତି ହୋଇଗଲାଣି। ଏହାର ଜ୍ବଳନ୍ତ ଉଦାହରଣ ପୋଖରୀକୁ ସଂଯୋଗ କରୁଥିବା…