Odisha Patrika

ରାଜଭବନରେ ଲାଗିଲାନି ମନ , ମୁଖ୍ୟମନ୍ତ୍ରୀ ଆବାସ ଲାଗି ହେଲେଣି ଉଚ୍ଛନ୍ନ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଏନେଇ ସେ ରାଷ୍ଟ୍ରପତି ଭବନକୁ ଅବଗତ କରିଛନ୍ତି l ଆନୁଷ୍ଠାନିକ ଭାବେ ଏହି ଘୋଷଣା ହୋଇନାହିଁ l ମାତ୍ର ରାଜଭବନକୁ ଯିବା ଆସିବା କରିଥିବା ଝାଡ଼ଖଣ୍ଡ ନେତାଙ୍କ ସୂତ୍ରରୁ ଏହି ଖବର ମିଳୁଛି l ଏମିତି କି ସେ ଇସ୍ତଫା ଦେଇଥିବା କଥା ଆଲୋଚନା ହେଉଛି। ଏହାକୁ କେହି ଖଣ୍ଡନ ମଧ୍ୟ କରୁନାହାନ୍ତି। ମହାରାଷ୍ଟ୍ର ସହ ଝାଡ଼ଖଣ୍ଡ ନିର୍ବାଚନ ଘୋଷଣା ପରେ…

Read More

ଟାଟା ସାମ୍ରାଜ୍ୟ ଓ ଓଡ଼ିଶାକୁ ନେଇ ଦୁଇଟି ଭିନ୍ନ ଏକ ଦୃଷ୍ଟିପାତ

ଭୁବନେଶ୍ୱର: (ପ୍ରଥମ ସ୍ତମ୍ଭ -ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଦ୍ୱିତୀୟ ସ୍ତମ୍ଭ- ବିଜୟ ସାହୁ)-ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଶୋକ ପ୍ରକାଶ କରାଯାଉ, ଠିକ୍ ଅଛି । କିନ୍ତୁ ଶୋକ ପ୍ରକାଶ ନାଁରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏତେ ଦୂର ମହିମା ମଣ୍ଡନ କରାନଯାଊ, ଯାହା ସେ ବିଲକୁଲ ନଥିଲେ ! ରତନ ଟାଟାଙ୍କ ମୃତ୍ୟୁ ପରେ ମୁଖ୍ୟଧାରାର ମିଡ଼ିଆ ଓ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଜଣାଇଛନ୍ତି ସତେ ଯେପରି ସେ ଦେଶ ଓ ଦେଶବାସୀଙ୍କ ପାଇଁ…

Read More

ବିପର୍ଯ୍ୟୟ ଆଣିଛନ୍ତି ହରିୟାଣା କଂଗ୍ରେସ ନେତା

ଚଣ୍ଡୀଗଡ଼: (ପ୍ରଧାନ ରଙ୍ଗା ଚରଣ)-କଂଗ୍ରେସ ୩୯.୩% ଭୋଟ।ବିଜେପି  ୩୯.୯ % ଭୋଟ ।‌ ଅତଏବ ବିଜେପି କଂଗ୍ରେସ ଠାରୁ ୦.୬% ଅଧିକ ଭୋଟ ପାଇଲା । ତେଣୁ ବିଜେପି କଂଗ୍ରେସ ଠାରୁ ୧୧ ଟି ଆସନ ଅଧିକ ପାଇଲା ।‌ ଯଦି ଏଥି ମଧ୍ୟରୁ ୬ଟି ଆସନ କଂଗ୍ରେସ ନେଇ ଯାଇଥାନ୍ତା ତେବେ ଆଜି ସେଠାରେ କଂଗ୍ରେସ ସରକାର ଗଢିଥାନ୍ତା ଆପ୍ ୧.୭% ଭୋଟ ପାଇଛି । ଯେବେ ଠାରୁ ଶୁଶିଲ ଗୁପ୍ତା ହରିଆଣା ଆପ୍ ଦାୟିତ୍ୱ…

Read More

ଲଗାତାର ୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ

ଲଗାତାର ୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟେ l   ପ୍ରମୁଖ ସୁଧହାର ତଥା ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ଆରବିଆଇ। ଆଜି ଏମପିସିର ନିଷ୍ପତ୍ତି ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ରେପୋ ରେଟ୍‌‌ ଅପରିବର୍ତ୍ତିତ ରହିଥିବାରୁ ହୋମ୍‌‌ ଲୋନ୍‌‌ ଏବଂ ଇଏମ୍‌‌ଆଇରେ ମଧ୍ୟ କୌଣସି ପରିବର୍ତ୍ତନ ହେଵ ନାହିଁ  । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ବୈଠକରେ ରେପୋ…

Read More

ଦୁର୍ଗାପୂଜାରେ ମହିଳାଙ୍କୁ ଭେଟି ଦେଲେ ସରକାର, ହିତାଧିକାରୀଙ୍କ ଖାତାକୁ ଗଲା “ସୁଭଦ୍ରା” ଟଙ୍କା

ବାରିପଦା; ଦୁର୍ଗାପୂଜାରେ ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ବାରିପଦାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଆସିଥିବା ସୂଚନା ମିଳିଛି । ୩୫ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଆସିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ…

Read More

ନିର୍ବାଚନ ଆୟୋଗ ଉପରେ କଂଗ୍ରେସର ଆରୋପ, କାହିଁକି ହେଉ ନଥିଲା ଡାଟା ଅପଡେଟ…

ହରିୟାଣା;ହରିୟାଣା ବିଧାନସଭା ନିର୍ବାଚନରେ ପଛରେ ରହିବା ପରେ ନିର୍ବାଚନ ଆୟୋଗଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ବର୍ତ୍ତମାନ ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଏବଂ ପ୍ରତି ପାଞ୍ଚ ମିନିଟରେ ଭୋଟ୍ ଗଣନା ତଥ୍ୟ ଅପଡେଟ୍ ହେଉଛି ବୋଲି କହିଛନ୍ତି । କଂଗ୍ରେସ କହିଛି ଯେ ନିର୍ବାଚନ ଆୟୋଗର ଅଧିକାରୀମାନେ ଜାଣିଶୁଣି ତଥ୍ୟକୁ ଧୀରେ ଧୀରେ ଅପଡେଟ୍ କରିଛନ୍ତି। ଯାହା ପାଈଁ କାର୍ଯ୍ୟକର୍ତ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  | ଏହି ସମୟରେ ସେ…

Read More

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଖେଳାଳି ଅଭାବରୁ କୋଚ୍ କଲେ ଫିଲ୍ଡିଂ, ଜାଣନ୍ତୁ ପୁରା ଘଟଣା

ୟୁଏଇ; କ୍ରିକେଟ୍ ଜଗତରେ ଏହା ଅନେକ ଥର ଦେଖିବାକୁ ମିଳିଛି ଯେତେବେଳେ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେବା ପରେ ପୁଣି ପ୍ରତ୍ୟାବର୍ତ୍ତନ କରନ୍ତି | ଅନେକ ପାକିସ୍ତାନୀ ଖେଳାଳି ଏହା ପୂର୍ବରୁ ଏମିତି କରିସାରିଛନ୍ତି, କିନ୍ତୁ ଏଥର ଏକ ଅଜବ ପରିସ୍ଥିତିରେ ପଡିଆରେ ଦେଖାଦେଲେ ପୂର୍ବତନ ଖେଳାଳି। ବାସ୍ତବରେ ଜଣେ ଖେଳାଳି ୫ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ଦଳର ହଠାତ୍ ଖରାପ ଅବସ୍ଥା ଯୋଗୁଁ ଏହି ଖେଳାଳିଙ୍କୁ ପଡ଼ିଆରେ ପ୍ରବେଶ…

Read More

Post office ର ଜବରଦସ୍ତ ସ୍କିମ୍, ଦିନକୁ ୩୩୩ ଟଙ୍କା ଜମା କରି ପାଆନ୍ତୁ ୧୭ ଲକ୍ଷ …

ସମସ୍ତେ ସେମାନଙ୍କର ରୋଜଗାରର କିଛି ଅଂଶ ସଞ୍ଚୟ କରନ୍ତି ଏବଂ ଏହାକୁ ଏକ ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି ଯେଉଁଠାରେ ସେମାନଙ୍କ ଟଙ୍କା ସୁରକ୍ଷିତ ରଖିବା ସହ କିଛି ସୁଧ ଆକାରରେ ଲାଭ ହେଉ| ଏହି ପରିପ୍ରେକ୍ଷୀରେ, ଡାକଘର ଦ୍ୱାରା ପରିଚାଳିତ ସଞ୍ଚୟ ଯୋଜନା ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଛି | ଏହା ଭିତରୁ ଗୋଟିଏ ସ୍କିମ୍ ଏମିତି ଅଛି ଏପରି ଯେଉଁଥିରେ ଆପଣ ଦୈନିକ ମାତ୍ର ୩୩୩ ଟଙ୍କା ଜମା କରି ଆପଣ ୧୭…

Read More

ଆସନ୍ତାକାଲି ୧୨ଟା ପୂର୍ବରୁ ଆସିବ ସୁଭଦ୍ରା ଟଙ୍କା,ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଖାତାକୁ ଆସିବ‘ସୁଭଦ୍ରା’ ଟଙ୍କା ।  ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ପ୍ରାୟ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପର୍ଯ୍ୟନ୍ତ ୧ କୋଟିରୁ…

Read More

୬ ମାରି କୋହଲିଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ବିରାଟଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ତ୍ୟା । ଭାରତୀୟ ଷ୍ଟାର ଅଲ୍‌ରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା ଟି-୨୦ ରେ ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି । ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ମାତ୍ର ୧୧.୫ ଓଭରରେ ବିଜୟ ହାସଲ କରିଛି । ଭାରତୀୟ ଅଲରାଉଣ୍ଡର ବାଂଲାଦେଶ ବିପକ୍ଷ ମ୍ୟାଚକୁ ଛକା…

Read More