Odisha Patrika

PM kissan yojana 18th installment: ଏହି ଦିନ ସରକାର ଛାଡ଼ିବାକୁ ଯାଉଛନ୍ତି ପିଏମ କିସାନ ଟଙ୍କା ? କେମିତି ଜାଣିବେ ଟଙ୍କା ଆସିଛି କି ନାହିଁ

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ର ୧୮ ତମ କିସ୍ତି ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଅକ୍ଟୋବର ୨୦୨୪ (ଶନିବାର) ରେ ୧୮ ତମ କିସ୍ତି  ଟଙ୍କା ପ୍ରଦାନ କରିବେ ପିଏମ। ଯେଉଁଥିରେ ୧୧ କୋଟିରୁ ଅଧିକ ଚାଷୀ ଉପକୃତ ହେବେ। ଆପଣଙ୍କୁ କହିରଖୁଛୁ ଯେ ସରକାର ପ୍ରତି ଚାରିମାସରେ ଥରେ ଏହି ଯୋଜନାର କିସ୍ତି ଟଙ୍କା ପ୍ରଦାନ କରନ୍ତି । ଚଳିତ ବର୍ଷ ଜୁନ୍ ମାସରେ…

Read More

ବଲାଙ୍ଗୀର ପାଟଣାଗଡ଼ଠାରେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଭୁବନେଶ୍ଵର/ ପାଟଣାଗଡ଼, ଅକ୍ଟୋବର ୨, ୨୦୨୪ ଶିଳ୍ପପତି ତଥା ସମାଜସେବୀ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଏହାର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି।  ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ମାନ୍ୟବର ସାଂସଦ (ବଲାଙ୍ଗୀର) ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪…

Read More

କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଏହି ତିନି ବରିଷ୍ଠ ଆଇପିଏସ୍ ଅଧିକାରୀ…….ଇଏ ରହିବେ ହେଲେ…ସେମାନେ ପଳେଇବେ… ହେଲେ କୁଆଡେ

ଭୁବନେଶ୍ୱର:  ଓଡ଼ିଶାରେ ବିଜେପି ସରକାର କରିବା ପରେ ଏକାଧିକ ପ୍ରଶାସନିକ ନିଷ୍ପତ୍ତି ନେଇଛି। ହେଲେ ଅଧିକାରୀ ସ୍ତରରେ ମଧ୍ୟ ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛି। ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଓ୍ୱାଇ.ବି ଖୁରାନିଆଙ୍କୁ ଦାୟିତ୍ୱ ଦେଇଛି। ଆଡଭୋକେଟ ଜେନେରାଲ ଭାବେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କରାଯାଇଛି। ଆଇଏଏସ୍ ସ୍ତରରେ ଅଦଳବଦଳ ମଧ୍ୟ ହୋଇଛି। ହେଲେ ହେମନ୍ତ ଶର୍ମା ପୂର୍ବଭଳି ଅଛନ୍ତି। ଏକଦା ବିଜେପି ଶ୍ରୀ ଶର୍ମାଙ୍କ…

Read More

ହରିୟାଣା ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ରଙ୍କୁ ଅପାରଗ ବୋଲି ପ୍ରମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି…ପଣ୍ଡା, ସାମଲ, ଷଡଙ୍ଗୀ ଗୋଷ୍ଠୀ…..ମୁରୁକି ହସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର:  ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଦଳୀୟ ନିର୍ବାଚନ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶରେ ନିଯୁକ୍ତ ହୋଇଥିଲା। ଏହା ପୂର୍ବରୁ ଜେପି ନଡ୍ଡା ଏବଂ ଅମିତ ଶାହା ଏହି ଦାୟିତ୍ୱରେ ରହିଥିଲେ। ତେଣୁ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ ବଢିଲା ବୋଲି  ତାଙ୍କ ଟିଭି ଚ୍ୟାନେଲ ଏବଂ ସମର୍ଥକ ମାନେ କହି ବୋଲିଲେ। ଆଗାମୀ ଦିନରେ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଗୁରୁତ୍ୱ ବଢିବ ବୋଲି ଏକ ଧାରଣା କରାଗଲା। ଏମିତି…

Read More

କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରକୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪

ଭୁବନେଶ୍ୱର, ୧/୧୦/୨୪:  କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪ ପ୍ରଦାନ କରାଯାଇଛି। ଗତ ସେପ୍ଟେମ୍ବର ୩୦ରେ ମୁମ୍ବାଇରେ ଆୟୋଜିତ ସିଏସଆର ଜର୍ଣ୍ଣାଲର ସପ୍ତମ ପୁରସ୍କାର ପ୍ରଦାନ ସମାରୋହରେ ଜେଏସପିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିଜର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ଜରିଆରେ ତୃଣମୂଳସ୍ତରରୁ  କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କମ୍ପାନିର…

Read More

କଲେଜ – କଲେଜ ଭିତରେ କଳି କରାଇବା ବୋଧେ ହୃଷିକେଶ ପଣ୍ଡାଙ୍କ ଉଦ୍ଦେଶ୍ୟ

କଟକ : ଭୁବନେଶ୍ୱର ବୈଠିକୀ ପରେ ଡକ୍ଟର ହୃଷିକେଶ ପଣ୍ଡାଙ୍କ ଅର୍ଗସ ଟିଭି ସହ ସାମ୍ନାସାମ୍ନି ରେ ଶୁଣିଲି ସେ ଆଉ ଗୋଟିଏ ଏଜେଣ୍ଡା ଆଡେ ମୁହାଁଇଲେଣି  । କଥାଟି ହେଲା ରେଭେନ୍ସା କଲେଜ ଆଗରୁ ପାରଳା କଲେଜ । ରେଭେନ୍ସାଭିଆନମାନେ କେବେ ଏ ଭଳି ପ୍ରଶ୍ନ ଉଠେଇ ନାହାନ୍ତି । କୌଣସି ଅନୁଷ୍ଠାନର ଜନ୍ମ ତାରିଖ ଉଠେଇ ସେଇ ଅନୁଷ୍ଠାନର ଐତିହାସିକ ଐତିହ୍ୟ ଦାବି କରା ଯାଏ ନାହିଁ । ପୃଥିବୀ ସାରା ଓ ଆମ…

Read More

ରେଭେନ୍ସା ନାମ ବଦଳ: ଅଣ ଐତିହାସିକଙ୍କ ଅଯଥା ମୁଣ୍ଡବିନ୍ଧା

ଭୁବନେଶ୍ୱର: (ବିଜୟ ସାହୁ) -ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ବୋଧେ କୌଣସି ଐତିହାସିକ ବୈଠିକୀରେ ଯୋଗଦେଇ ପାରିଲେ ନାହିଁ । ତେଣୁ କେବଳ କଟକ ସାଂସଦ ଭତୃହରୀ ମହତାବ , ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ କବି-ପ୍ରଶାସକ ହରପ୍ରସାଦ ଦାସଙ୍କ ବିବୃତି ମୁଁ ଶୁଣିପାରିଲି ।ଭତ୍ତୃହରୀ ମହତାବ ଏଥର ରେଭେନ୍ସା କଲେଜ କେବଳ ନୁହେଁ ଇଣ୍ଡିଆର ନାଁ ମଧ୍ୟ ବଦଳାଇବା କଥା ବୈଠିକୀରେ ଉଠେଇଛନ୍ତି । ଅମର ଶତପଥୀ ନାଁ ପରିବର୍ତ୍ତନ ସପକ୍ଷରେ ସରକାର…

Read More

ବାରଣ ସତ୍ତ୍ୱେ ବସି ରହିଲେ ବବି….ମାଇକ୍ ଘୋଷଣା କରି ନୟାନ୍ତ ହେଲେ ଦେବୀ…….ନିଚ୍ଛକ ସତ କହିଦେଲେ ଅରୁଣ…

ଭୁବନେଶ୍ୱର :  ‘ବର୍ତ୍ତମାନ ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଏବଂ କାର୍ଯ୍ୟକ୍ରମ ପରିଚାଳନା କମିଟିରେ ବୈଠକ ହେବ। ଯେଉଁମାନେ ଏହି ତିନୋଟି କମିଟିର ସଦସ୍ୟ ନାହାନ୍ତି, ସେମାନେ ଦୟାକରି ବାହାରକୁ ଯାଆନ୍ତୁ। କାହାରିକୁ ବ୍ୟକ୍ତିଗତ ଭାବେ କହୁନାହିଁ, ଏହା ପାର୍ଟି କଥା। ପ୍ଲିଜ… କୋ ଅର୍ଡିନେଟ୍ ‘ ଏହା ଥିଲା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ କଥା। ଯାହା ଗତ ଦଳୀୟ ବୈଠକ ପୂର୍ବରୁ ସେ କହିଥିଲେ। ମାତ୍ର ତାଙ୍କ କଥାକୁ ବେଖାତିର…

Read More

ରୋହିତ କୋହୋଲିଙ୍କୁ ଝଟକା, ଏହି ଯୁବ ଖେଳାଳିଙ୍କ ପଛରେ ପଡିଲେ ଦୁଇ ଷ୍ଟାର

ଆଇସିସି ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଲାଗିଛି ବଡ଼ ଝଟକା । ଟେଷ୍ଟର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ସୁପରଷ୍ଟାର ୫-୫ ସ୍ଥାନ ତଳକୁ ଖସିଯାଇଛନ୍ତି । ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସୱାଲ ଟେଷ୍ଟ ର଼୍ୟାଙ୍କିଙ୍ଗରେ ସଫଲ ହାସଲ କରିଛନ୍ତି। ଏହା ବ୍ୟତୀତ ରିଷଭ ପନ୍ତ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜୟସୱାଲଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ପଛରେ ଅଛନ୍ତି। ଜୟସୱାଲ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ତିନିଟି ଫର୍ମାଟର ୫…

Read More

ସରକାରଙ୍କ ଏସମା କଟକଣା କ’ଣ ଓ ଏହାକୁ ନର୍ସ ମାନେ ନ ମାନିଲେ କ’ଣ ହେବ ଜାଣନ୍ତୁ

ଭୁବନେଶ୍ଵର; ୧୦ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଓଡ଼ିଶା ନର୍ସି କର୍ମଚାରୀ ସଂଘ  ଆନ୍ଦୋଳନକୁ ଓହ୍ଲାଇଛି । ଦୀର୍ଘ ଦିନର ଦାବି ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନର୍ସ ସଙ୍ଘ । ବିଭିନ୍ନ ଦାବି ନେଇ ମାସକ ପୂର୍ବରୁ ସରକାରଙ୍କ ସହ ଆଲୋଚନା କରିଥିଲେ ,କିନ୍ତୁ ଆଲୋଚନାରେ କୌଣସି ଫଳ ନ ମିଳିବାରୁ ଆଜି ସକାଳୁ ଆନ୍ଦୋଳନରେ ବସିଛନ୍ତି ନର୍ସ ମାନେ । ଯାହା ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ନାହିଁ…

Read More