Odisha Patrika

ଜାରି ରହିଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ

ଶ୍ରୀନଗର; ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଜାରି ରହିଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଭୋଟ ସକାଳ ୭ଟା ରୁ ଆରମ୍ଭ ହୋଇ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିବ। ୨୬ଟି ଆସନରେ ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ କରାଯାଇଛି। ଇଲେକ୍ସନ କମିଶନରଙ୍କ…

Read More

୨୯ ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ୨୦୨୫ ପାଇଁ ମନୋନୀତ ହେଲା  ‘ଲାପତା ଲେଡିଜ୍’

ଚଳିତ ବର୍ଷ ଲୋକଙ୍କ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ‘ ଲାପତା ଲେଡିଜ୍’ ବର୍ତ୍ତମାନ ଏକ ବଡ ମାଇଲଖୁଣ୍ଟ ହାସଲ କରିଛି। ନିର୍ଦ୍ଦେଶକ କିରଣ ରାଓଙ୍କ ଏହି ଚଳଚ୍ଚିତ୍ର ଓସ୍କାର ୨୦୨୫ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ ମନୋନୀତ ହୋଇଛି |ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ୨୯ ଟି ସର୍ଟଲିଷ୍ଟ ଫିଲ୍ମ ତାଲିକାରୁ ଓସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ’ ଲାପତା ଲେଡିଜ୍’ କୁ ଚୟନ କରିଛି | ଏହି ତାଲିକାରେ ରଣବୀର କପୁରଙ୍କ ଅଭିନୀତ…

Read More

IND vs BAN : ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରବଳ ବର୍ଷାର ଆଶଙ୍କା…

ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି | ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତୀୟ ଦଳ ୨୮୦ ରନରେ ଜିତି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା | ବର୍ତ୍ତମାନ ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ୨୭ ସେପ୍ଟେମ୍ବରରୁ କାନପୁରରେ ଖେଳିବ।କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ…

Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ…

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମାର୍ଲେନା ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆସନ ଖାଲି ଅଛି ଏବଂ ତାଙ୍କୁ ଆମେ ଅପେକ୍ଷା କରିବୁ। ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, ଆଜି ମୋ ମନରେ ସେହି ବ୍ୟଥା ଅଛି, ଯାହା ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତଙ୍କ ମନରେ ଥିଲା। ସେ ରାମଙ୍କ ପାଦୁକା ରଖି ଶାସନ ଚଳାଇଥିଲେ। ପ୍ରଭୁ ରାମଚନ୍ଦ୍ର ଆମ ସମସ୍ତଙ୍କ ଆଦର୍ଶ ଏବଂ କେଜ୍ରିୱାଲ…

Read More

ଜାଡେଜା ଓ ଅଶ୍ୱିନଙ୍କ ଚମତ୍କାର ବ୍ୟାଟିଂ, ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ଭାରତ ୩୦୮ ରନ ଆଗରେ

ଚେନ୍ନାଇ; ଏମ୍ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ – ବାଂଲାଦେଶ ପ୍ରଥମ ମ୍ୟାଚର ଦ୍ବିତୀୟ ଦିନରେ ଟିମ୍ ଇଣ୍ଡିଆ ୩୦୮ ରନରେ ଆଗରେ ରହିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଆଉ ଭାରତକୁ ୩୭୬ ରନରେ ରୋକିବାରେ ସଫଳ ହୋଇଥିଲା। ପ୍ରଥମ ପାଳିରେ ଆର୍ ଅଶ୍ୱନିଙ୍କ ୧୧୩ ରନ ଓ ଜାଡେଜାଙ୍କ ୮୬ ରନ ଭାରତକୁ ମଜବୁତ୍ ସ୍ଥିତିରେ ରଖିଥିଲା। ସେହିପରି ବାଂଲାଦେଶକୁ ତାର ପ୍ରଥମ ପାଳିରେ…

Read More

ଆନ୍ଦୋଳନରୁ ଓହରିଲେ କନିଷ୍ଠ ଡାକ୍ତର

କୋଲକାତା;କୋଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା ଟ୍ରେନିଂ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ଦୀର୍ଘ ୪୦ ଦିନ ଧରି ଆନ୍ଦୋଳନ ଚଳାଇବା ପରେ ଡାକ୍ତରମାନେ ଶୁକ୍ରବାର ଏହାକୁ ବନ୍ଦ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ…

Read More

ଭରତପୁର ଲଜ୍ଜା;ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା

ଭରତପୁର ଲଜ୍ଜା : ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା, ନିନ୍ଦା କଲେ ପୂର୍ବ ମୁଖ୍ୟ ଶାସନ ସଚିବ , ଗିରଫ ହେଲେ ମେଜରଙ୍କୁ ରାସ୍ତାରେ ହଇରାଣ କରିଥିବା ଯୁବ ଗୋଷ୍ଠୀ..ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ମଡେଲ ଥାନା ଭରତପୁର ଥାନାରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣାକୁ…

Read More

ମୋହର ନାଁ ବିଜ୍ଞାପନ, ୨୭ ଟଙ୍କାରେ ହୁଏନା ସଶକ୍ତିକରଣ

ଭୁବନେଶ୍ୱର: (ସତ୍ୟଜିତ ମିଶ୍ର)- ଇଂରାଜୀରେ ଏକ ବିଶ୍ୱସ୍ତରୀୟ ପତ୍ରିକା Heritageର ସମ୍ପାଦନା କରୁଥାନ୍ତି ଚେତନାର ନିଶବ୍ଦ କଥାକାର ମନୋଜ ଦାସ। ପତ୍ରିକାଟି ସୁଦୃଶ୍ୟ, ଅତୀବ ମନୋରମ, ତତସହିତ ଥିଲା କଳା, ସ୍ଥାପତ୍ୟ, ସାହିତ୍ୟର ଏକ ଚମତ୍କାର blend. ନିଜକୁ ଚିପୁଡି ଦେଇଥିଲେ ସେ। ମନୋଜ ଦାସ ଯେତେବେଳେ ଚିପୁଡି ହୁଅନ୍ତି ସେତେବେଳେ ଅମୃତ ଝରେ। ଧୀରେ ଧୀରେ Heritage ର୍ ସ୍ଥାନ କଫିଟେବୁଲ ରୁ ଉଠିଯାଇ ତକିଆ ତଳେ ରହିଲା। ଶାଶ୍ୱତର ସ୍ପର୍ଶରେ ସୁନିଦ୍ରା ହେଲା। ଇତିହାସ…

Read More

ଆଇସିସିର ଐତିହାସିକ ଘୋଷଣା, ମହିଳା-ପୁରୁଷ ବିଶ୍ୱକପ ବିଜେତାଙ୍କୁ ବରାବର ପୁରସ୍କାର ରାଶି

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏକ ଐତିହାସିକ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ବର୍ତ୍ତମାନ ବିଶ୍ୱକପରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ମାସରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି -୨୦ ବିଶ୍ୱକପରୁ ଏହା ଆରମ୍ଭ ହେବ ବୋଲି ଆଇସିସି କହିଛି। ଆଇସିସି ଏକ ବିବୃତ୍ତିରେ କହିଛି ଯେ ମହିଳା ଟି -20 ବିଶ୍ୱକପ ବିଜେତାମାନଙ୍କୁ ୨.୩୪ ମିଲିୟନ ଆମେରିକୀୟ…

Read More

‘ ସୁଭଦ୍ରା ‘ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ଵର; ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିରେ ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦି ସରକାର । ସେହପରି ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭ ଉଦଘାଟନ ମଧ୍ୟ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତରେ ୨୬ ଲକ୍ଷ ହିତାଧିକାରୀଙ୍କୁ ମିଳିଛି ଘରର ଚାବି…

Read More