Odisha Patrika

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଅଥବା  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନ। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।…

Read More

ଚକ୍ଷୁ ଦାନ ନେଇ ଚୁକ୍ତି କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୧୪/୯(ବ୍ୟୁରୋ):ଭୁବନେଶ୍ୱର ସହର ୧୪ତମ ଜାତୀୟ କର୍ଣିଆ ଓ ଆଇ ୱେ ଭ୍ୟାଙ୍କ ସମ୍ମିଳନୀର ଆୟୋଜକ ଭାବେ ଗୌରବ ଅନୁଭବ କରୁଛି, ଯାହା ଆଇ ୱେ ଭ୍ୟାଙ୍କ ଅସୋସିଏସନ ଅଫ ଇଣ୍ଡିଆ (EBAI) ଏବଂ ଦୃଷ୍ଟି ଦାନ ଆଇ ୱେ ଭ୍ୟାଙ୍କ ସହ ଏଲଭି ପ୍ରସାଦ ଆଇ ସଂସ୍ଥାନ (LVPEI), ଭୁବନେଶ୍ୱରଙ୍କ ସହକାରିତାରେ ଆୟୋଜନ କରାଯାଇଛି। ଏହା ସେପ୍ଟେମ୍ବର ୧୪-୧୫, ୨୦୨୪ ତାରିଖରେ କିଆଇଟି (KIIT), କ୍ୟାମ୍ପସ ୬, ଭୁବନେଶ୍ୱରରେ ଅନୁଷ୍ଠିତ ହେବ, ଯେଉଁଠି ୨୫୦ ରୁ ଅଧିକ…

Read More

Asian Champions trophy; ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ସେମି-ଫାଇନାଲରେ ପହଞ୍ଚିଲା ଭାରତ

ଚାଇନା; ଭାରତୀୟ ହକି ଦଳ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ତାର ଦମଦାର ପ୍ରଦର୍ଶନ ଜାରି ରଖିଛି। ଶେଷ ଗ୍ରୁପ୍‌ ମ୍ୟାଚରେ ଆଜି ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳକୁ ୨-୧ରେ ପରାସ୍ତ କରି ଅପରାଜୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ଏପର୍ଯ୍ୟନ୍ତ ଭାରତ ୫ ଟି ରୁ ପାଂଚଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି।  ପାକିସ୍ତାନର ଷ୍ଟାର ଖେଳାଳି ଅହମଦ ନଦିମ ପ୍ରଥମ କ୍ୱାଟର ୮ ମିନିଟରେ ପ୍ରଥମ ଗୋଲ ସ୍କୋର କରି ପାକିସ୍ତାନ…

Read More

ସାମ୍ବାଦିକ ଦେବାଶିଷଙ୍କ ଅକାଳ ବିୟୋଗ

ଭୁବନେଶ୍ୱର : ସାମ୍ବାଦିକ ଦେବାଶିଷ ରାଉତଙ୍କର ଅକାଳ ବିୟୋଗ ହୋଇଯାଇଛି  । ମାତ୍ର ୩୫ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି  । ଗତ ୧୪ ବର୍ଷ ଧରି ସେ ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ରେ କାର୍ଯ୍ୟ କରି ଆସୁଥିଲେ  । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ୪ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଥିଲେ  ।ଦେବାଶିଷ ଆଜି ସକାଳୁ ସକାଳୁ ନିଜ ଶାଶୁଙ୍କୁ ନେଇ ଏମ୍‌ସ ଯାଇଥିଲେ  । ଶାଶୁଙ୍କୁ ଏମସରେ…

Read More

ରୋନାଲଡୋଙ୍କ ସୋସିଆଲ ମିଡ଼ିଆ ମହାରେକର୍ଡ଼, ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ଅଛନ୍ତି ଏତେ ଅନୁଗାମୀ

କ୍ରିଷ୍ଟିଆନୋ ରୋନାଲଡୋ | ଏହି କିମ୍ବଦନ୍ତୀ ଖେଳାଳି ଜଣକ ରେକର୍ଡ ଭାଙ୍ଗିବା ପାଇଁ ଜନ୍ମ ନେଇଛନ୍ତି | ଫୁଟବଲ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ରୋନାଲଡୋ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିଥାନ୍ତି | ନିକଟରେ ସେ ପ୍ରଥମ ଫୁଟବଲର୍ ଭାବରେ ୯୦୦ କ୍ୟାରିୟର ଗୋଲ୍  ର ରେକର୍ଡ଼ ଛୁଇଁଛନ୍ତି | କିନ୍ତୁ ରୋନାଲ୍ଡୋ କେବଳ ଫୁଟବଲ ପଡିଆ ଭିତରେ ନିଜର ଯାଦୁ ବିସ୍ତାର କରନ୍ତି ନାହିଁ | ତାଙ୍କର ପ୍ରଭାବ ଫୁଟବଲ ଜଗତରୁ ବାହାରେ ମଧ୍ୟ…

Read More

ଆଦାନି ଗ୍ରୁପକୁ ନେଇ ଆଉ ଏକ ବଡ଼ ଦାବି କଲା ହିଣ୍ଡେନବର୍ଗ ରିପୋର୍ଟ

ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ସମ୍ବନ୍ଧରେ ପୁଣି ଏକ ବଡ ଦାବି କରିଛି | ସେ ଦାବି କରିଛନ୍ତି ଯେ ଆଦାନୀ ଗ୍ରୁପ୍ ସହିତ ସଂଯୁକ୍ତ ଅନେକ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୩୧୦ ମିଲିୟନ ଡଲାରରୁ ଅଧିକ ଟଙ୍କା ଫ୍ରିଜ୍ ହୋଇଯାଇଛି। ଭାରତୀୟ ମୁଦ୍ରାରେ ଏହା ୨୬୦୦ କୋଟିରୁ ଅଧିକ ଅଟେ। ମନି ଲଣ୍ଡରିଂ ଅଭିଯୋଗର ତଦନ୍ତର ଏକ ଅଂଶ ଭାବରେ ସ୍ୱିସ୍ କର୍ତ୍ତୃପକ୍ଷ ଏହି ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଛନ୍ତି। ନିକଟରେ ପ୍ରକାଶିତ ସ୍ୱିଜରଲ୍ୟାଣ୍ଡର…

Read More

କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିଛି। ମଦ ଦୁର୍ନୀତିରେ ସିବିଆଇ ମାମଲାରେ କେଜ୍ରିୱାଲଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଇଡି ମାମଲାରେ ଜାମିନ ପାଇଥିଲେ। ଏବେ ସେ ସିବିଆଇ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଯାହା ତାଙ୍କ ପାଇଁ ଜେଲରୁ ବାହାରିବାର ରାସ୍ତା ସଫା କରିଛି। ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ…

Read More

ପାଣ୍ଡିଆନଙ୍କୁ ନେଇ ସିନେମା ଆଣୁଛନ୍ତି Gangs of Puri ଟିମ୍

ଭୁବନେଶ୍ୱର: ନିର୍ବାଚନ ସରିଗଲା। ବିଜେଡି ହାରିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ। ପ୍ରତିଦିନ ଶହ ଶହ ଫଟୋ ଛାଡୁଥିବା ଭି.କେ ପାଣ୍ଡିଆନ ଅବସର ନେବା ନେଇ ମଧ୍ୟ ଘୋଷଣା କଲେ। ହେଲେ ଏହି ଘୋଷଣାକୁ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ନିଜକୁ ଦୂରେଇ ରଖିଥିଲେ ବି ରାଜ୍ୟ ରାଜ୍ୟନୀତିରୁ ନିଜକୁ ପ୍ରାସଙ୍ଗିକ କରି ରଖିଛନ୍ତି ପାଣ୍ଡିଆନ୍। ଏହା ତାଙ୍କ ଅନିଚ୍ଛାରେ ମାତ୍ର ପ୍ରାସଙ୍ଗିକ। ଆହୁରି ଏକ ବିଷୟ ତାଙ୍କ ବିଷୟରେ ଜାଣିବା ନେଇ ଉତ୍ସୁକତା…

Read More

ମୋଦିଙ୍କ ବନ୍ଧୁ ଅଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେଲେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍)କୁ ୯୫% ଇକ୍ୱିଟି ସେୟାର ସାରପୁରଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏମ୍ଏଲ୍)ରୁ ୫୬% ଏବଂ ଓଡ଼ିଶା…

Read More

୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ହାରିଛି ସତ, କିନ୍ତୁ ଦେଶକୁ ମିଳିଛି କୋଟି କୋଟି ଟଙ୍କାର ଲାଭ…

ODI world cup 2023: ୨୦୨୩ ଦିନିକିଆ ବିଶ୍ବକପ ଭାରତ ମାଟିରେ ଖେଳାଯାଇଥିଲା ।   ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରଲିଆ ଠାରୁ ୬ ୱିକେଟରେ ହାରିଯାଇଥିଲା । ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଯାହାଦ୍ବାରା ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା । ଯଦିଓ ଟିମ ଇଣ୍ଡିଆ ବିଶ୍ବକପ ହାରିଛି କିନ୍ତୁ ଦିନିକିଆ ବିଶ୍ବକପରେ ଭାରତକୁ ଲାଭ ହିଁ ଲାଭ ମିଳିଛି ।ବୁଧବାର ଆଇସିସି ଦ୍ବାରା ଜାରି କରାଯାଇଥିବା ଏକ…

Read More