Odisha Patrika

ବିଜେପିରେ ଯୋଗ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର ଆଲରାଉଣ୍ଡର ରବୀନ୍ଦ୍ର ଜାଡେଜା …

ନୂଆଦିଲ୍ଲୀ: ରାଜାନୀତିରେ ପାଦ ଦେଲେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।  ସେ ବିଜେପିରେ ଯୋଗ ଦେଇଛନ୍ତି । ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଗୁଜୁରାଟର ଜାମନଗରରୁ ଜଣେ ବିଜେପି ବିଧାୟକ ଅଛନ୍ତି । ରିବାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଟି -୨୦ ବିଶ୍ୱକପ ବିଜୟୀ ଦଳରେ…

Read More

ଗୁରୁଦିବସରେ ଶିକ୍ଷା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର:  ଗୁରୁଦିବସରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୩ ସପ୍ତାହ ମଧ୍ୟରେ ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି  ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନ ଦେଇଛନ୍ତି ।ପ୍ରତି ପଞ୍ଚାୟତରେ  ମଡେଲ ପ୍ରାଥମିକ ବିଦ୍ୟାଳୟ ହେବା ନେଇ  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁପୂଜନ

ଭୁବନେଶ୍ୱର, ୫/୯ : “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।  ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ । ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ ।ପ୍ରତି…

Read More

ଏଥର କୁସ୍ତି ନୁହେଁ, ନିର୍ବାଚନୀ ମଇଦାନରେ ଦମ୍ ଦେଖାଇବେ ବିନେଶ ଫୋଗଟ

ନୂଆଦିଲ୍ଲୀ; ଚଳିତ ବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ଲଢିବେ ରେସଲର ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ। ହରିୟାଣା ବିଧାନସଭା ନିର୍ବାଚନରେ ଏହି ଦୁଇ ଜଣ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ତାପରେ କଂଗ୍ରେସ ଏମାନଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି। ବଜରଙ୍ଗ ପୁନିଆ ଓ ବିନେଶ ଫୋଗତ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ମାସରେ ହରିୟାଣରେ ବିଧାନସଭା ନିର୍ବାଚନ ହେବ । ସୂଚନାଯୋଗ୍ୟ,…

Read More

ଓଡ଼ିଶାରେ ଦୁର୍ଭିକ୍ଷର ଶତାବ୍ଦୀ ପରେ ପଡୋଶୀ ବଙ୍ଗରେ ହୋଇଥିଲା ଅକାଳ

କୋଲକତା: (ବିଜୟ ସାହୁ)- କିଛି ବର୍ଷ ହେଲା କିଛି ଇଂଲିଶ ମେନ  ୱିନଷ୍ଟିନ ଚର୍ଚିଲ ଙ୍କୁ ନିଜର Iconic Hero ଭାବରେ ଦେଖୁଛନ୍ତି , ବ୍ରିଟିଶ ସାମ୍ରାଜ୍ୟର ଉପନିବେଶବାଦ ଜନିତ ଦୁର୍ଭିକ୍ଷ ଓ କ୍ଷୁଧା ବିଭୀଷିକା ପାଇଁ ଯୁଦ୍ଧ କ୍ୟାବିନେଟ ପ୍ରଧାନମନ୍ତ୍ରୀ ୱିନଷ୍ଟିନ ଚର୍ଚ୍ଚିଲଙ୍କ ଆତ୍ମଜୀବନୀରେ ନିଜର Judgement  of Error ପାଇଁ ପଶ୍ଚାତାପ ପରେ ବ୍ରିଟିଶ ସାମ୍ରାଜ୍ୟବାଦର କ୍ଷତକୁ ଭୁଲି ଯାଇ ବ୍ରିଟିଶ ଉପନିବେଶର ଆସ୍ତି ସୂଚକ ଅବଦାନକୁ ନେଇ ପୂର୍ବର ବ୍ରିଟିଶ  ଉପନିବେଶ ଦେଶଗୁଡିକ…

Read More

ରେଭେନସା କଲେଜରୁ ବିଦାୟ

ସତେ ଆଜି ଜନନୀ ! ଏ ଅଧମ ତନୟସଂସାର ଘଟଣା-ବଳେ ଭାସି ଶୋକ-ଦୁଃଖ ଜଳେଛାଡିଲା ତୁମ୍ଭର ଚାରୁ ଅଙ୍କ ମଧୁମୟନିଃସହାୟ ଲୋଡେ ଏବେ ସଂସାର ଆଶ୍ରୟ। ସଂସାର-ବିଷମ ସ୍ଥାନ ନାହିଁ ଜ୍ଞାନ,ନାହିଁ ଧ୍ୟାନଅଜ୍ଞାନ ସକଳେ ଏଥି ସତତ ଚଞ୍ଚଳତୋ କୋଳ ସମାନ ନାହିଁ ଶାନ୍ତିମୟ ସ୍ଥଳ। କେତେ ଦିବ୍ୟ ଭାବରାଶିମୋ ହୃଦ ତରଙ୍ଗେ ଭାସିଯାଉଥିଲା ଥିଲି ଯେବେ ତୋର କୋଳ ଭୋଳେସେ ସବୁ ରହିବଟିକି ଏବେ ଭାବ ଭୋଳେ। ତୋ ମନୋହର ଉଦ୍ୟାନେ ନିକାଞ୍ଚନେ ଏକ ଧ୍ୟାନେଚନ୍ଦ୍ରାଲୋକେ…

Read More

ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ସଚେତନତା ଅଭିଯାନ ଆରମ୍ଭ

— ଛାତ ଉପରେ ସୌର ପ୍ୟାନେଲ ସ୍ଥାପନା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ବିଭିନ୍ନ ସୁବିଧା ପ୍ରଦାନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ — ସୌର ଶକ୍ତି ଆପଣାଇଥିବା ଗ୍ରୀନ୍ ଚାମ୍ପିଅନମାନଙ୍କୁ ସମ୍ବର୍ଦ୍ଧନା ବ୍ରହ୍ମପୁର, ୩ ସେପ୍ଟେମ୍ବର ୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମଗ୍ର ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଦକ୍ଷିଣ ଓଡ଼ିଶାର ପ୍ରଚୁର ସୌର ସମ୍ପଦକୁ ଉପଯୋଗ କରିବା…

Read More

ଟି.ଇ ରେଭେନସା ଓ ଓଡିଶାରେ ନବଜାଗରଣ

ଭୁବନେଶ୍ୱର : (ଓଡ଼ିଆ ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି ଙ୍କ ଦୃଷ୍ଟି ରେ ରେଭେନ୍ସା ସମ୍ପର୍କିତ ଏକ ଲେଖା l ଯାହା ସାହିତ୍ୟିକ ଜ୍ୟୋତି ନନ୍ଦଙ୍କ ଫେସ୍ ବୁକ୍ କାନ୍ଥ ରୁ ସଂଗ୍ରହ କରାଯାଇଛି l) ୧୮୯୮ ସାଲ,ନଭେମ୍ବର ୩୦ ତାରିଖର ରେଭେନସା ଙ୍କର ସେ ଚିଠିର ନେଳିଆ ପୃଷ୍ଠା ଆଜି ଜୀର୍ଣ୍ଣ, ଅକ୍ଷର ସବୁ ଅସ୍ପଷ୍ଟ,ପଢିବାରେ ଅସୁବିଧା ହୁଏ .. ମାତ୍ର ସେଥିରେ ଜଣେ ଅବସରପ୍ରାପ୍ତ ଇଂରେଜ କମିଶନରଙ୍କର କର୍ମଭୂମୀ ଓଡିଶା ପ୍ରତି…

Read More

ଅବସର ନେଇଯିବେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ …

ନୂଆଦିଲ୍ଲୀ: ୨୦୧୨ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ ଚଳିତ ବର୍ଷ ଶେଷ ସୁଦ୍ଧା ଅବସର ଘୋଷଣା କରିପାରନ୍ତି। ଏବେ ସେ ଆର୍ଥ୍ରାଇଟିସ୍‌ ରୋଗରେ ପୀଡ଼ିତ ଥିବାରୁ ଭବିଷ୍ୟତ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଚିନ୍ତା କରୁଥିବା ସୂଚନା ଦେଇଛନ୍ତି। ଗଗନ ନାରଙ୍ଗଙ୍କ ସହିତ ଆଲୋଚନ ବେଳେ ସାଇନା କହିଛନ୍ତି ସେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଅଛନ୍ତି। ଯାହା ପାଇଁ ତାଙ୍କ ଅଭ୍ୟାସରେ ବାଧା ଉପୁଜୁଛି।  ଅଲିମ୍ପିକ୍ସର…

Read More

ଆଗକୁ ମହଙ୍ଗା ହୋଇପାରେ ଖାଇବା ତେଲ ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ : ଆଗକୁ ଦେଶରେ ଖାଇବା ତେଲ ମହଙ୍ଗା ହୋଇପାରେ। ଖାଇବା ତେଲର ଆମଦାନୀ ଉପରେ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିବାର ଆଶଙ୍କା କରାଯାଉଛି ଯଦି ଏମିତି ହୁଏ ତାହେଲେ ଅଲିଭ୍‌, ସୂର୍ଯ୍ୟମୁଖୀ ଓ ସୋରିଷ ଆଦି ତେଲର ଦର ବୃଦ୍ଧି ପାଇବ। ଭାରତରେ ଚାଷୀମାନେ ତୈଳବୀଜଗୁଡ଼ିକର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ ଘରୋଇ ବଜାରରେ ଖାଇବା ତେଲର ମୂଲ୍ୟ…

Read More