ଅମ୍ବାନି ପରିବାରର ପୁଣି ଦବଦବା, ସମ୍ପତିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ…
ଭାରତର ସର୍ବଶ୍ରେଷ୍ଠ ଧନୀ ପରିବାର ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପରିବାର। ବାର୍କ୍ଲେଜ୍ ହୁରୁନ୍ ଭାରତର ସବୁଠୁ ଧନୀ ବ୍ୟବସାୟୀ ପରିବାର ତାଲିକାରେ ଅମ୍ବାନି ପରିବାର ଶୀର୍ଷ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୨୫,୭୫,୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ। ସେହିପରି ତାଲିକାରେ ଅମ୍ବାନି ପରିବାର ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ନୀରଜ ବଜାଜଙ୍କ ପରିବାର। ସେମାନଙ୍କ ସମ୍ପତ୍ତି ହେଉଛି ୭,୧୨,୭୦୦…
