ଅତିଥି ସଂପାଦକୀୟ: ବାଂଲାଦେଶ, ଶେଖ୍ ହସିନା ଓ ସାଧାରଣ ଜନତା
ନୂଆଦିଲ୍ଲୀ : ବଙ୍ଗଳା ଦେଶର ଆନ୍ଦୋଳନ ଏକ ଗଣ ଅଭୂତ୍ଥାନ ଶେଖ ହାସିନାଙ୍କ ୧୫ ବର୍ଷ ଧରି ଏକଛତ୍ରବାଦ ଶାସନ ବିରୁଦ୍ଧରେ ସମଗ୍ରଛାତ୍ର ଓ ଯୁବ ସମାଜ ବିଦ୍ରୋହୀ ହେଇ ଉଠିଥିଲେ ।ଯେଉଁ ହସିନା ବାପା ମୁଜିବୁର ରହମନଙ୍କ ସମେତ ତାଙ୍କର ପରିବାରର ଗଣହତ୍ୟା ପରେ ଦେଶାନ୍ତର ହେଇଥିଲେ, ସେ ପୁଣି କ୍ଷମତାକୁ ଫେରିଥିଲେ ଗଣତନ୍ତ୍ରର ରକ୍ଷା କରିବା ପାଇଁ । ପ୍ରଥମେ ବଙ୍ଗଳା ଦେଶ ଜାତୀୟ ଦଳ ଓ ଅନ୍ୟାନ୍ୟ କମ୍ୟୁନିଷ୍ଟ ଗୋଷ୍ଠୀ , ବାମପନ୍ଥୀ…
