ପ୍ୟାରିସ ଅଲମ୍ପିକ୍ସରେ ଶେଷ ହେଲା ମନୁ ଭାକରଙ୍କ ଯାତ୍ରା, ଅନ୍ୟପଟେ କ୍ୱାଟରଫାଇନାଲରେ ପ୍ରବେଶ କଲେ ଦୀପିକା…
ହ୍ୟାଟ୍ରିକ୍ ପଦକରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର । ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଯାତ୍ରା ଶେଷ କରିଛନ୍ତି ମନୁ। ମଉଳିଗଲା ସୁନା ପଦକ ଆଶା । ସେ ୨୫ ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ତାଙ୍କର ଯାତ୍ରା ଶେଷ କରିଥିଲେ ।ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।ସେ ଏହି ମ୍ୟାଚ୍ ପୂର୍ବରୁ ଦେଶ ପାଇଁ ୨ ପଦକ ପାଇବାରେ ସଫଳ ହୋଇଥିଲେ ।…
