Odisha Patrika

କେରଳ ଭୂସ୍ଖଳନ ନେଲାଣି ୫୬ ଜଣଙ୍କ ଜୀବନ

ୱାୟନାଡ:କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିବା ସୂଚନା ରହିଛି । ଏହାସହ  ମାଟି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ…

Read More

ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ବର ୨୯/୦୭/ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଜାତୀୟ ପତାକା ପାଇଁ ଦୀର୍ଘ ଆଇନଗତ ସଂଗ୍ରାମ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ।…

Read More

ଅଗଷ୍ଟ ଆରମ୍ଭରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଯାହା ଆପଣଙ୍କ ପକେଟ ଉପରେ ପକାଇବ ପ୍ରଭାବ…

ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଆଉ ମାତ୍ର ଦୁଇ ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବ । ତେବେ ଅଗଷ୍ଟ ପହିଲାରୁ ଦେଶରେ ବିଭିନ୍ନ  ପରିବର୍ତ୍ତନ ଦେଖା ଦେବ । ଯାହା ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଏଥିରେ ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ର ନିୟମରେ ପରିବର୍ତ୍ତନ ପର୍ଯ୍ୟନ୍ତ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଅଗଷ୍ଟରେ କଣ ସବୁ…

Read More

ଅଲମ୍ପିକ୍ସ ୨୦୨୪; ଆଜି ଭାରତକୁ ମିଳି ପାରେ ଆଉ ୨ ପଦକ…

ମନୁ ଭାକରଙ୍କ ପରେ ଦୁଇ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା ଫାଇନାଲରେ ପ୍ରଵେଶ କରିଛନ୍ତି। ସେଥିପାଇଁ ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଭାରତ ପାଇଁ ୨ଟି ପଦକ ମିଳିବାର ସୁଯୋଗ ରହିଛି। ଉଭୟ ସୁଟରଙ୍କର ଆଜି ଫାଇନାଲ ଇଭେଣ୍ଟ ରହିଛି। ରମିତା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ୫ମ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ସେ ପଦକ ଜିତିଲେ ମନୁ ଭାକରଙ୍କ ପରେ ସେ ୨ୟ…

Read More

ଜେଏସପିକୁ ଆସୋଚାମ ଓଡ଼ିଶା ସିଏସଆର ଏଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪

ଭୁବନେଶ୍ଵର, ୨୭/୦୭: କ୍ରୀଡ଼ାର ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସ୍ପି)କୁ ସମ୍ମାନଜନକ ଆସୋଚାମ୍ ଓଡ଼ିଶା ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଠାରେ ଶୁକ୍ରବାର (ଜୁଲାଇ ୨୬, ୨୦୨୪) ଆସୋଚାମ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ ।  ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ…

Read More

ମୋହନ ସରକାରଙ୍କ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ …

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ୨୪ବର୍ଷର ବିଜେଡି ସରକାରର ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦ କରିଥିବା ମୋହନ ସରକାର ସେଗୁଡ଼ିକର ନାଁ ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ବିଜେଡି…

Read More

ନିର୍ଦ୍ଵନ୍ଦରେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଭବାନୀ ଭୋଇ

ଭୁବନେଶ୍ବର:  ଓଡ଼ିଶା ବିଧାନସଭାରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ବୁଧବାର ଅପରାହ୍‌ଣରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲା ପରେ ତାଙ୍କୁ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଗତକାଲି ସେ ବିଜେପି ପକ୍ଷରୁ ପ୍ରାଥିପତ୍ର ଦାଖଲ କରିଥିଲେ।…

Read More

ବିସିସିଆଇକୁ ବୁଝେଇବା ପାଇଁ ଆଇସିସିକୁ ଅନୁରୋଧ କଲା ପାକିସ୍ତାନ

ଆଗମୀ ବର୍ଷ ପାକିସ୍ଥାନରେ ଖେଳାଯିବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଦଳ ପଡ଼ୋଶୀ ଦେଶକୁ ଯାତ୍ରା କରିବକି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟତା ଆସିନାହିଁ। ଯଦି ପ୍ରାରମ୍ଭିକ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଭାରତ ହାଇବ୍ରିଡ୍ ମଡେଲରେ ଦ୍ୱିତୀୟ ସ୍ଥାନ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିପାରେ । ଏଥି ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବର୍ତ୍ତମାନ ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଆବେଦନ କରି  ବିସିସିଆଇକୁ ମନାଇବା ପାଇଁ ଅନୁରୋଧ…

Read More

ନେପାଳ ବିମାନ ଦୁର୍ଘଟଣାରେ ୧୮ ମୃତ, ପାଇଲଟ୍ ଆହତ

କାଠମାଣ୍ଡୁ : ନେପାଳରେ ବିମାନ ଦୁର୍ଘଟଣା। ୧୯ ଯାତ୍ରୀଙ୍କୁ ନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାଉଥିବା ସୋର୍ଯ୍ୟ ବିମାନଟି ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସି ଯାଇଥିଲା। ଯାହା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିବା ଫଳରେ ବିମାନରେ ଥିବା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବିମାନଟି କାଠମାଣ୍ଡୁ ରୁ ପୋଖରାକୁ  ଯାଉଥିଲା ଏବଂ ସକାଳ ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନବନ୍ଦରରେ ଜଣେ…

Read More

ତୃତୀୟ ଦିନରେ ୧୨ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ଗୃହରେ ବିରୋଧୀଙ୍କ ହଙ୍ଗାମା । ଦିନ ୧୨ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ୍‍ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିଲେ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେପି ସରକାର ଥାଇ ମଧ୍ୟ ଓଡ଼ିଶାକୁ ବଜେଟରେ ଅବହେଳା କରାଯାଇଥିବା କଂଗ୍ରେସ…

Read More