Odisha Patrika

ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ବଜେଟରେ ଉପସ୍ଥାପିତ ହେଲା ଇଣ୍ଟର୍ଣ୍ଣସିପ୍ ଯୋଜନା

ନୂଆଦିଲ୍ଲୀ ; ଆଜି ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ଏଥର ବଜେଟରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଛି । ଏନେଇ ନିର୍ମଳା କହିଛନ୍ତି, ଦେଶର ସବୁଠୁ ଦକ୍ଷ କମ୍ପାନୀରେ…

Read More

ବିଜେପି ପକ୍ଷରୁ ଉପ ବାଚସ୍ପତି ପଦ ପାଇଁ ପ୍ରାଥିପତ୍ର ଦାଖଲ କରିଛନ୍ତି ତଳସରା ବିଧାୟକ ଭବାନୀ ଭୋଇ

ମଙ୍ଗଳବାର ଉପ ବାଚସ୍ପତି ପଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ପ୍ରାଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିନାହିଁ।…

Read More

ବଜେଟରେ ଶସ୍ତା ହେଲା ଏହି ସବୁ ଜିନିଷ ଜାଣନ୍ତୁ…

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ବଜେଟ୍‌ରେ କ’ଣ ସବୁ ଶସ୍ତା ହେବ ତା’ଉପରେ ସମସ୍ତଙ୍କ ନଜର ରହିଥିଲା। ପୁରା ଦେଶ ବାସୀଙ୍କ ନଜର ଏହି ବଜେଟ ଉପରେ ରହିଥିଲା। ଆସନ୍ତୁ ଜାଣିବା ଚଳିତ ବଜେଟ୍‌ରେ କେଉଁ ସବୁ ଜିନିଷ ଶସ୍ତା ହେବା ନେଇ ଘୋଷଣା କରାଯାଇଛି। କର୍କଟ ଔଷଧ ,ସୁନା, ରୁପା,ପ୍ଲାଟିନମ୍‌,ମୋବାଇଲ ଫୋନ୍‌,ମୋବାଇଲ…

Read More

ଏହି କାରଣରୁ ପାଣ୍ଡ୍ୟାଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ ..

ଭୁବନେଶ୍ବର ;  ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ  ଖେଳିବ । ତେବେ ଟି-୨୦ ର ଖେଳାଳି ଘୋଷଣା କରାଯିବ ପରେ ଖେଳ ପ୍ରେମୀଙ୍କ ମନରେ ଅସନ୍ତୁଷ୍ଟ ଦେଖା ଦେଇଥିଲା । କାରଣ ପୂର୍ବରୁ ଟି-20 ଅଧିନାୟକ ଦୌଡରେ ଆଗରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ବରଖାସ୍ତ କରାଯାଇ ନୂତନ ଭାବେ ସୁର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ତିଆର…

Read More

ପ୍ୟାରିସ ଅଲମ୍ପିକ୍ସକୁ ଡରାଉଛି ହିଟୱେଭ…

୨୬ ଜୁଲାଇରୁ ଫ୍ରାନ୍ସର ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ। କିନ୍ତୁ ଅଲମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ଦେଖା ଦେଇଛି ଭୀଷଣା ଗ୍ରୀଷ୍ମ ପ୍ରବହା।ସେଠାକାର ବୈଜ୍ଞାନିକ ମାନେ ମଧ୍ୟ ମତ ଦେଇଛନ୍ତି ଯେ ଚଳିତ ଅଲମ୍ପିକ୍ସରେ ଖେଳାଳି ମାନଙ୍କୁ ଭୀଷଣା ଗ୍ରୀଷ୍ମ ପ୍ରବାହା ଭିତରେ ଖେଳିବାକୁ ପଡିବ।ତେବେ ବହୁ ବର୍ଷ ତଳେ ବା ୧୯୨୪ ମସିହାରେ ପୂର୍ବ ଥର ପ୍ୟାରିସରେ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଥିଲେ। ସେବେଠୁ ଏପର୍ଯ୍ୟନ୍ତ ଫ୍ରାନ୍ସର ତାପମାତ୍ରାରେ ୧. ୮ ପ୍ରତିଶତ ବୃଦ୍ଧି ଘଟିଛି। ସେଥିପାଇଁ…

Read More

ଯାଜପୁର ବିଜେଡ଼ି ନେତାଙ୍କ ମଧ୍ୟରେ ଛନକା, ନବୀନଙ୍କ ଆଗରେ ଗୁହାରି..ସାର ପୁଲିସ୍ – ଅଫିସର ଆମ କଥା ଶୁଣୁନାହାନ୍ତି

ଭୁବନେଶ୍ୱର:  ପରାଜୟ ପରେ ଯାଜପୁର ଜିଲ୍ଲା ବିଜେଡି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଦିନ ତଳେ ନବୀନ ନିବାସର ଜିଲ୍ଲାର ନେତାମାନଙ୍କୁ ନେଇ ଏହି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦଫାରେ ଦଳରେ କିଛି ନେତୃବୃନ୍ଦ ପ୍ରଥମେ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସି ନବୀନ ନିବାସ ଯାଇଥିଲେ। ସେଠାରେ ବିଧାନସଭା ନିର୍ବାଚନମଣ୍ଡଳୀଓ୍ୱାରୀ ସମୀକ୍ଷା ହୋଇଥିଲା। ଏହି ବୈଠକରେ ସବୁ ପ୍ରାର୍ଥୀ(ବିଜୟ-ପରାଜିତ)  ଅଂଶଗ୍ରହଣ କରିଥିଲେ। ବଡ଼ଟଣାରୁ ହାରିଥିବା ବର୍ଷା ପ୍ରିୟଦର୍ଶିନୀ ନଥିଲେ। ତାଙ୍କର ଜଣେ କା ରହିଥିଲେ।…

Read More

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ବଦଳି ହେଲା ‘ରାଜ୍ୟ କ୍ରୀଡା ସମ୍ମାନ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ହୋଇଛି‘ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ’ ରଖାଯାଇଛି । ପ୍ରତିବର୍ଷ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଇଥାଏ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ଜାତୀୟ କ୍ରୀଡା ଦିବସରେ ଓଡ଼ିଶାର କୃତି, ସଫଳ କ୍ରୀଡା ବିତ୍‍, କୋଚ୍‍, କ୍ରୀଡା ସାମ୍ବାଦିକ ଏବଂ କ୍ରୀଡା ଅନୁଷ୍ଠାନକୁ ଦିଆଯାଇଥାଏ ଏହି ପୁରସ୍କାର । ୨୦୦୧ରେ ଯେତେବେଳେ…

Read More

ଭାରତର ହେଡ କୋଚ୍ ଗୌତମ ଗମ୍ଭୀରଙ୍କୁ ଡରାଇଲାଣି ପରାଜୟର ଭୟ

ଭାରତୀୟ ଦଳ ବିଶ୍ଵକପ ଜିତି ସାରିବା ପରେ ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରୁ ଅବସର ନେଇଛନ୍ତି। ତାଙ୍କ ସ୍ଥାନ ପୂରଣ କରିବା ପାଈଁ ବିସିସିଆଇ ଭାରତର ପୂର୍ବତନ ବାମହାତୀ ଓପନର ଗୌତମ ଗମ୍ଭୀରଙ୍କୁ ହେଡ୍ କୋଚ ଭାବେ ମନୋନୀତ କରିଛି। ବିଭିନ୍ନ ସମୟରେ ନିଜ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ରହୁଥିବା ଗମ୍ଭୀରଙ୍କୁ କିନ୍ତୁ ପରାଜୟର ଭୟ ଡରାଇଲାଣି। ଆମେ ଏଥି ପାଇଁ ଏହା କହୁଛୁ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତ ପାଇଁ…

Read More

୨୧ରେ ବିଧାନସଭା ସର୍ବଦଳୀୟ ବୈଠକ, ୨୩ରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ …

ଭୁବନେଶ୍ବର;୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ। ସେହିପରି ଆସନ୍ତା ୨୩ ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ। ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ…

Read More

ମାଇକ୍ରୋସଫ୍ଟ ସର୍ଭର ଡାଉନ୍, ଦୁନିଆର ବ୍ୟାଙ୍କ୍, ବିମାନ, କମ୍ପ୍ୟୁଟର ପ୍ରଭାବିତ

ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ଭାରତ, ବ୍ରିଟେନ ଆମେରିକା ସମେତ ବିଶ୍ବର ପ୍ରାୟ ସବୁ ଦେଶ ପ୍ରଭାବିତ ହେଇଛନ୍ତି। ଟ୍ରେନ ଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ବନ୍ଦ ହୋଇଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ଏବଂ ପେମେଣ୍ଟ ସିଷ୍ଟମ ବିଶେଷ ଭାବେ ପ୍ରଭାବିତ ହୋଇଛି ।ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି…

Read More