ଆଉ ଗୋଟିଏ ଦିନ ବଢିଲା ସକାଳୁଆ ସ୍କୁଲ…
ଭୁବନେଶ୍ବର;ଆସନ୍ତାକାଲି ସାରା ରାଜ୍ୟରେ ହେବ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପ୍ରଥମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ ତାରିଖରୁ ସ୍ବାଭାବିକ ଭାବରେ ବିଦ୍ୟାଳୟ ପରିଚାଳନା ହେବ। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗୁଳୁଗୁଳି ଓ ତାତି କୁ ନଜରରେ ରଖି ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁଆ ସ୍କୁଲ ଖୋଲା ଯାଇଥିଲା। ଏବଂ ଅନେକ ସ୍ଥାନରେ ସ୍କୁଲ୍…
