Odisha Patrika

ଅନଲାଇନ୍ ଠକେଇ ରୋକିବାକୁ ଆରବିଆଇର ନୂଆ ଯୋଜନା …

ନୂଆଦିଲ୍ଲୀ: ଅନଲାଇନ ଠକେଇ ରୋକିବାକୁ ଆରବିଆଇ ଆପଣାଇବାକୁ ଯାଉଛି ନୂଆ ବ୍ୟବସ୍ଥା। ଏଥିପାଇଁ ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରିବ ଆରବିଆଇ। ଅନଲାଇନ ଠକେଇ ରୋକିବା ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ମଜବୁତ କରିବାରେ ଏହି ପ୍ଲାଟଫର୍ମ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବ। ଏହି ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ଏକ କମିଟି ଗଠନ କରିଛି। ଯାହାକି ଏହାର ବିଭିନ୍ନ ଦିଗକୁ ବିଚାର କରିବା ପରେ କାର୍ଯ୍ୟ କରିବ। ଆଜି ଭାରତୀୟ…

Read More

୧୦ ତାରିଖ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ…

ଭୁବନେଶ୍ବର:ଗ୍ରୀଷ୍ମ ପ୍ରବାହରୁ ମିଳିବ ମୁକ୍ତି । ଓଡ଼ିଶାକୁ ଛୁଇଁବ ମୌସୁମୀ ।  ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୩…

Read More

ସୁନୀଲ ଖେଳିବେ ଆଜି ଅନ୍ତିମ ମ୍ୟାଚ୍…

କୋଲ୍‌କାତା: ସୁନୀଲ ଛେତ୍ରି ଆଜି ଖେଳିବେ ଜୀବନର ଅନ୍ତିମ ମ୍ୟାଚ୍। କୋଲ୍‌କାତାସ୍ଥିତ ସଲ୍ଟଲେକ୍‌ ଷ୍ଟାଡିୟମ୍‌ରେ ଫିଫା ବିଶ୍ବକପ୍‌ କ୍ବାଲିଫାୟର୍ସ ରାଉଣ୍ଡ-୨ର ମ୍ୟାଚ୍‌ରେ ଭାରତ କୁଏତକୁ ଭେଟିବ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍‌ ପରେ ଅବସର ନେବାର ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହିତ ‌ବିଦାୟୀ ସମ୍ବର୍ଦ୍ଧନା ଦେବା ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପକ୍ଷରେ ରାଉଣ୍ଡ-୩ରେ ଖେଳିବା ଅଶା ଉଜ୍ଜୀବିତ ଲାଗି ଦଳ…

Read More

ପୁଣି ଷ୍ଟକ୍ ବଜାର ହେଲା ଉପର ମୁହାଁ, ୭୫୦୦୦ ଟପିଲା ସେନସେକ୍ସ

କେନ୍ଦ୍ରରେ ଏନଡିଏ ସରକାର ଗଠନ ପାଇଁ ବାଟ ସଫା ହୋଇଥିବା ବେଳେ  ଷ୍ଟକ ବଜାର ମଧ୍ୟ ଆଶ୍ୱସ୍ତିର ନିଶ୍ୱାସ ନେଇଛି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଭାରତୀୟ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି।ଆଜିର କାରବାରର ଷ୍ଟାର ପରଫର୍ମର ଥିଲା ଆଇଟି ଷ୍ଟକ, ଯେଉଁଥିରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା । ବଜାରକୁ ଏନର୍ଜି ଷ୍ଟକର ସମର୍ଥନ ମଧ୍ୟ ମିଳିଛି ।  ଆଜିର ଅଧିବେଶନରେ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସେୟାରରେ ମଧ୍ୟ ପ୍ରବଳ କ୍ରୟ…

Read More

୭ ତାରିଖରୁ (+୨) ନାମଲେଖା ଆବେଦନ, ଅଗଷ୍ଟ ପହିଲାରୁ ପାଠପଢ଼ା…

ଭୁବନେଶ୍ଵର; ଆସନ୍ତା ୭ ତାରିଖଠାରୁ  ଯୁକ୍ତଦୁଇ (+୨) ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍‌ www.samsodisha.gov.inରେ ଆବେଦନ କରିପାରିବେ। ଜୁଲାଇ ୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ…

Read More

ରାଜ୍ୟରେ ଚାଲୁ ରହିବ ବିଏସକେୱାଇ କାର୍ଡ; ସ୍ବାସ୍ଥ୍ୟ ବିଭାଗ

ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିବନି ବୋଲି ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଥିବା ବେଳେ ଏକ ପ୍ରକାର ଗରିବ ଲୋକଙ୍କ ଚିନ୍ତା ବଢିଯାଇଥିଲା ।ତେବେ  ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି।…

Read More

ବିଜେପିକୁ ଆଶାନୁରୂପ ଫଳ ନମିଳିବାରୁ ଷ୍ଟକ୍ ବଜାର ପଡ଼ିଲା ଫିକା…

ନିର୍ବାଚନରେ ବିଜପିର ଆଶାନୁରୂପ ଫଳ ନମିଳିବା କାରଣରୁ ଷ୍ଟକ୍‌ ବଜାର ଫିକା ପଡ଼ିଛି। କାରବାର ମଝିରେ ଉଭୟ ସେନସେକ୍ସ ଓ ନିଫ୍ଟିରେ ବୃହତ୍ ହ୍ରାସ ପରିଲକ୍ଷିତ ହୋଇଥିଲା। ପରେ ଅବଶ୍ୟ ଏଥିରେ କିଛିଟା ସୁଧାର ଆସିଥିଲା। କାରବାର ଶେଷବେଳକୁ ସେନସେକ୍ସ ୪୩୮୯ ପଏଣ୍ଟ ବା ୫.୭୪% ହ୍ରାସ ଘଟି ୭୨,୦୭୯ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୩୭୯ ପଏଣ୍ଟ ବା ୫.୯୩% ହ୍ରାସ ଘଟି ୨୧,୮୮୪ ପଏଣ୍ଟରେ ବନ୍ଦ ହୋଇଛି। ଷ୍ଟକ୍‌ ବଜାରରେ ବୃହତ୍ ହ୍ରାସ…

Read More

ବନ୍ଦ ହୋଇଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା …

ରାଜ୍ୟରେ ବନ୍ଦ ହେଇଯିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବୁଧବାର ଏ ନେଇ ଘୋଷଣା କରିଛନ୍ତି। ମନମୋହନ କହିଛନ୍ତି, ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌‌ ସୁବିଧା ମିଳୁଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ…

Read More

ପଦ ଗୋଟିଏ…ଦାବିଦାର ଅନେକ…..ନିଜ ସପକ୍ଷରେ ଲବି ଆରମ୍ଭ….

ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ଦଳୀୟ ନେତା। କିଏ ଦିଲ୍ଲୀ ଗସ୍ତ କରୁଛି ତ କିଏ ନାଗପୁର ଗସ୍ତ କରୁଛି। କିଛି ନେତା ଦଳର ଶିଳ୍ପପତି ଏବଂ ଓଡ଼ିଶାରେ ଖଣି କାରବାର କରିବା ନେତାଙ୍କୁ ଭେଟି ଲବି ଆରମ୍ଭ କରିଛନ୍ତି। ବିଜେପି କ୍ଷମତାକୁ ଆସିଛି ସତ ମାତ୍ର ମନମୋହନ ସାମଲ ନିଜ ଚାନ୍ଦବାଲି ଆସନରୁ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଅନ୍ୟ ଏକ ଆସନରୁ ଜିତାଇ ଆଣିବାକୁ…

Read More

ହାରିଗଲେ ସେନାପତି, ନିଜ ଆସନରୁ ହାରିଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଗତ ମଙ୍ଗଳବାର ଘଟିଯ।ଇଛି। ଦୀର୍ଘ ୨୪ ବର୍ଷର କ୍ଷମତାର କଲମ ବିଜେଡି ହାତରୁ ଚାଲିଯାଇଛି। ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର କରିବାକୁ ଯାଉଛି। ପୂର୍ବରୁ ବିଜେଡି ସରକାରୀରେ ଦ୍ୱିତୀୟ ସହଯୋଗୀ ଦଳ ଭାବେ କାର୍ଯ୍ୟ କରିଛି। ହେଲେ ଏହି  ନିର୍ବାଚନରେ କେତୋଟି ବିଚ୍ୟୁତି ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ଦଳର ମୁଖିଆ ତଥା ସେନାପତି ପରାସ୍ତ ହୋଇଛନ୍ତି। ବିଜେଡି ସଭାପତି ତଥା ଭାରାପ୍ରାପ୍ତ ମୁଖ୍ୟମନ୍ତ୍ରୀ ନବୀନ…

Read More