Odisha Patrika

ଅଲଗା କି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ?…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖାଲି ଖେଳରେ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ତାଙ୍କ ଦଳ ମୁମ୍ୱାଇ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ଦେଖା ଦେଇଛି ଅଶାନ୍ତି।  ମିଡିଆ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ…

Read More

ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହରେ ଗଲାଣି ୧୩ ଜଣଙ୍କ ପ୍ରାଣ…

ରାଜସ୍ଥାନରେ ପ୍ରବଳ ଖରା ଓ ଗରମରେ  ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ ଫାଲୋଦିରେ ୪୯ ଡିଗ୍ରୀ ତାପମାତ୍ରା ଅତିକ୍ରମ କରି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ବିକାନେର, କୋଟା, ଗଙ୍ଗାନଗର, ଜୈସେଲମେର, ବାରମେର ତାପମାତ୍ରା ୪୫ ଅତିକ୍ରମ କରିଛି। ତାପମାତ୍ରା ଆହୁରି ୨ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସେହିପରି ପୂର୍ବରୁ” ଲୁ ‘ ନେଇ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Read More

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବାଜିରେ ଲାଗିଛି ଟାଣୁଆ ନେତାଙ୍କ ଭାଗ୍ୟ…

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ଟାଣୁଆ ନେତାଙ୍କ ଭାଗ୍ୟ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ…

Read More

ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ୍ , ବିଜୟୀ ଦଳ କଲିକତା ବିପକ୍ଷରେ ଖେଳିବ ଫାଇନାଲ…

ଚେନ୍ନଇ:କ୍ବାଲିଫାୟାର ୨ରେ ଆଜି ହାଇଦ୍ରାବଦ ଓ ରାଜସ୍ଥାନ ମଧ୍ୟରେ ହେବ ଟକ୍କର ।  ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍‌‌ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍‌‌ ରାଇଡର୍ସ ପ୍ରଥମରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଜି ଯେଉଁ ଟିମ୍‌‌ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ…

Read More

ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ …

ଭୁବନେଶ୍ବର ; ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ସାଢେ ୧୦ଟାରେ ପ୍ରାକାଶ ପାଇବ ଫଳ ।ସେହିପରି ୧୧;୩୦  ସୁଦ୍ଧା bseodisha.ac.in  ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ।  ୫୬୭୬୭୫୦ ଏସଏମଏସ ଦ୍ବାରା ମଧ୍ୟ ଛାତ୍ର-ଛାତ୍ରୀ ନିଜର ଫଳ ପାଇପାରିବେ ।  ପ୍ରେସମିଟ୍ ଜରିଆରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଦେଇଛନ୍ତି । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକସଙ୍ଗେ ପ୍ରକାଶ ପାଇବ । ଫଳ ପ୍ରକାଶ…

Read More

ଆସନ୍ତାକାଲି ୬ ଲୋକସଭା କ୍ଷେତ୍ରର ୪୨ ବିଧାନସଭା ପାଇଁ ଲୋକେ ବାଛିବେ ନିଜର ପ୍ରତିନିଧି …

ଭୁବନେଶ୍ବର;ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା । ରାଜ୍ୟରେ ଆସନ୍ତାକାଲି ବା ୨୫ ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭା ଆସନର ୪୨ ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ । ଏହି ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆ ନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସମ୍ବଲପୁରରେ ବବି ବନାମ ଧର୍ମେନ୍ଦ୍ର ଓ…

Read More

କ୍ଷତିରେ ଚାଲିଛି ପେଟିଏମ , ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି କ୍ଷତି ସହିଛି କମ୍ପାନୀ …

ପେଟିଏମ୍ ଏବେ କ୍ଷତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ କମ୍ପାନି ୫୫୦ କୋଟି ଟଙ୍କାର କ୍ଷତି କରିଛି । କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮ କୋଟି ଟଙ୍କା ହୋଇଥିବା ବେଳେ କ୍ଷତି ୧୪୪୨ କୋଟି ଟଙ୍କା ରହିଛି। କାରବାର ପ୍ରଭାବିତ ହୋଇଥିବାରୁ ପେଟିଏମ୍‌ରେ ଚାକିରି କରିଥିବା କର୍ମଚାରୀଙ୍କ ଛଟେଇ ଆଶଙ୍କା ସୃଷ୍ଟି ହୋଇଛି। ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର…

Read More

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର …

ଭୁବନେଶ୍ବର : ଦେଶର ଷଷ୍ଠ ଓ ଓଡ଼ିଶାର ତୃତୀୟ ପର୍ଯ୍ୟାୟ ମତଦାନ  ମେ’ ୨୫ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିବ। ଏହି ପର୍ଯ୍ୟାୟରେ ପୁରୀ, ଭୁବନେଶ୍ବର, କଟକ, କେନ୍ଦୁଝର, ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଗ୍ରହଣ କରାଯିବ। ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ…

Read More

ଇଣ୍ତିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ୍ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର…

Read More

ଆସୁଛି ବର୍ଷା, ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି …

ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି। ଆଜି ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଅବପାତର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅବପାତର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି…

Read More