କେଉଁଠି ବର୍ଷା ତ କେଉଁଠି ଗୁଳୁଗୁଳି
ଭୁବନେଶ୍ଵର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଜି ରାଜ୍ୟରେ କିଛି ସମୟ ପୂର୍ବରୁ କାଳ ବୈଶାଖୀ ଦେଖିବାକୁ ମିଳିଛି । ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ରାଜ୍ୟବାସୀଙ୍କୁ ଦେଇଛି ଆଶ୍ବସ୍ତି । ୪୦ ଡିଗ୍ରୀ କରି ରେକର୍ଡ ଭାଙ୍ଗୁଥିବା ତାତିକୁ ଟିକେ ଥଣ୍ଡା କରିବା ପାଇଁ କାଳବୈଶାଖୀ ଆଣିଛି ସାମାନ୍ୟ ତ୍ରାହି । ଏହାସହ କଟକରେ କୁଆପଥର ବର୍ଷା ଚାତକ ପରି ଚାହିଁ ରହିଥିବା ସହରବାସୀଙ୍କୁ ଆଶ୍ବସ୍ତି ଦେଇଛି । ସୂଚନା ଅନୁଯାୟୀ, କାଳବୈଶାଖୀ ଓ…
