Odisha Patrika

ରାଜ୍ୟରେ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ

ରାଜ୍ୟରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୪ଫେବୃଆରୀ ସୁଦ୍ଧା ରାଜ୍ୟରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୦ ହଜାର ୧୪୫ ହୋଇଛି । ଏହି ମାସରେ ଟେଲିକମ୍ ଉପଭୋକ୍ତା ସଂଖ୍ୟାରେ ୧ ଲକ୍ଷ ୭୬ ହଜାର ୬୭୫ ବୃଦ୍ଧି ଘଟିଛି । ରାଜ୍ୟରେ ଥିବା ଚାରି ଟେଲିକମ୍ ଅପରେଟରଙ୍କ ମଧ୍ୟରୁ ଦୁଇଟି…

Read More

ପାରାଦୀପରୁ କାହାକୁ ମିଳିବ ବିଜେଡ଼ି ଟିକେଟ…?

ଭୁବନେଶ୍ୱର;ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳମାନଙ୍କ ଟିକେଟ ବଣ୍ଟାକୁ ନେଇ ଅଙ୍କ କସା ଚାଲିଛି । ସେହିପରି ପାରାଦୀପରେ ବିଜେପି ତାର ପ୍ରାର୍ଥୀ ଚୟନ କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାଁନ୍ତି । ଗୋଟେପଟେ ବିଧାୟକ ସମ୍ବିତ ରାଉତରାୟ ଭୁବନେଶ୍ବରରେ ଡେରା ପକେଇଥିବା ବେଳେ ଅନ୍ୟପଟେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ନବୀନ ନିବାସ ଓ ଶଙ୍ଖ ଭବନକୁ ବାରମ୍ବାର ଧାଉଁଛନ୍ତି । ଟିକେଟ ପାଇଁ ପାରାଦୀପ ବିଜେଡିରେ…

Read More

ଚୁଟି କାଟିବା ପାଇଁ କୋହଲି ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭାରତୀୟ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିରାଟ କୋହଲି । ଆଜିର ଯୁବପିଢି ତାଙ୍କର ପ୍ରତ୍ୟେକଟି ଜୀବନ ଶୈଳିକୁ ଅନୁସରଣ କରୁଛନ୍ତି ।  ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ସେ ତାଙ୍କ ଖେଳ ବ୍ୟତୀତ ଷ୍ଟାଇଲ ଓ ଲୁକ୍ କୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଇଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।…

Read More

ବିଜେଡ଼ିରେ ଯୋଗଦେଲେ ସିପିଆଇ ନେତା ଅବକାଶ ସାହୁ …

ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନେତା ମାନଙ୍କ ଦଳ ଡିଆଁ ସେତେ ବଢିବାରେ ଲାଗିଛି । ଏହି ଦିଗରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ବୌଦ୍ଧର ବରିଷ୍ଠ ସିପିଆଇ ନେତା ଅବକାଶ ସାହୁ । ୨୦୧୪ ନିର୍ବାଚନରେ ସେ ବୌଦ୍ଧରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ।ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅବକାଶ ସାହୁ ଏବଂ ତାଙ୍କସହ ଆସିଥିବା ଶତାଧିକ ସିପିଆଇ ଓ କଂଗ୍ରେସ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…

Read More

ବିଜେଡ଼ିର ସାମିଲ ହେଲେ ଲେଖାଶ୍ରୀ ଓ ଗଣେଶ୍ୱର

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇ ଥିଲେ l ଏହି ଇସ୍ତଫା ପର୍ବର ଦୁଇ ଘଣ୍ଟା ପରେ ସେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ…

Read More

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର ୬।୪ : ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବିଗତ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଦେଖାକରି ମଧ୍ୟ ଯୁବ କଂଗ୍ରେସ ଏ ସମ୍ବନ୍ଧରେ…

Read More

ମସ୍କଙ୍କୁ ପଛରେ ପକାଇ ବିଶ୍ଵର ତୃତୀୟ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ …

ମାର୍କ ଜୁକରବର୍ଗ ସମ୍ପତ୍ତି ମାମଲାରେ ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି ।  ୨୦୨୦ ମସିହା ପରେ ଦ୍ବିତୀୟ ଥର ମସ୍କଙ୍କୁ ପଛରେ ପକାଇଛନ୍ତି  । ଗତ ମାର୍ଚ୍ଚ ପ୍ରାରମ୍ଭରେ ଏଲନ ମସ୍କ ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ଟର ପ୍ରଥମ ସ୍ଥାନ ଥିଲେ ।ମସ୍କ ଏବେ ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନକୁ ପହଞ୍ଚିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଟେସ୍ଲା ଇଂକ ତାଙ୍କର କମ ମହଙ୍ଗା କାର ଯୋଜନାକୁ ରଦ୍ଦ କରିଦେଇଛନ୍ତି। ଏହା…

Read More

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡ଼ି ହେଲେ ସୂର୍ଯ୍ୟ କୁମାର ଯାଦବ…

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି । ୩ ଟି ମ୍ୟାଚ ରୁ ୩ ଟି ରେ ପରାଜିତ ହୋଇ ମୁମ୍ବାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ତେବେ ଏହା ଭିତରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କ ପାଇଁ ଖୁସିଖବର ଆସିଛି । କାରଣ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳ ସହ ଯୋଡି ହୋଇଛନ୍ତି ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଭିଡ଼ିଓ ଜାରି କରି କୁହାଯାଇଛି…

Read More

ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ

ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍  କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ  ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…

Read More

ଶଙ୍ଖ ଧରିଲେ କୋରାପୁଟ ଓ ନିମାପଡ଼ାର ବହୁ ବିଜେପି ଓ କଂଗ୍ରେସ ନେତା …

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି l ସେହିପରି  କଂଗ୍ରେସ ଛାଡି  ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ l ସେହିପରି ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ,ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତିl  ରାମଚନ୍ଦ୍ର ପାଙ୍ଗି କହିଛନ୍ତି ଯେ,ପ୍ରଫୁଲ୍ଲ ପାଙ୍ଗି ମୋ ପୁତୁରା l ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର…

Read More