Odisha Patrika

ଇଂଲଣ୍ଡର ବାଜ୍ ବଲକୁ ଜବାବ ଦେଲା ଭାରତୀୟ ସ୍ପିନ, କୁଲଦୀପ – ଅଶ୍ଵିନୀଙ୍କ ଚମତ୍କାର ପ୍ରଦର୍ଶନ…

ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଛି। ଟସ୍ ହାରିବା ସତ୍ତେ ଟିମ୍ ଇଣ୍ଡିଆ ଆରମ୍ଭରେ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା। ମ୍ୟାଚର ପ୍ରଥମ ଇନିଂସରେ ବାମହାତୀ ସ୍ପିନର କୁଲଦୀପ ଯାଦବ ଏବଂ ଆର ଅଶ୍ୱିନଙ୍କ ଯୋଡି ବେସବଲରେ ପ୍ରାଧାନ୍ୟ ବିସ୍ତାର କରିଥିବା ଇଂଲଣ଼୍ଡର ବ୍ୟାଟରଙ୍କୁ ସ୍ପିନର ଜାଲରେ ଫସାଇଥିଲେ । ଏହି ଦୁଇ ଖେଳାଳି ଏକାଠି ପ୍ରଥମ ଇନିଂସରେ ମୋଟ ୯ ୱିକେଟ୍ ନେଇଛନ୍ତି…

Read More

ଆମେରିକାରେ ଚାଲିବନି ଆଉ ‘ଟିିକଟକ୍’

ପୂର୍ବରୁ  ଭାରତ ଓ ନେପାଳ ସରକାର ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ । ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ । ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ…

Read More

ଧରମଶାଳାରେ ଭାଙ୍ଗି ପାରେ କୋହଲିଙ୍କ ଏହି ତିନି ରେକର୍ଡ …

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ ରୁ ଧରମଶାଳାରେ ଖେଳାଯିବ | ଏହି ସିରିଜରେ ଭଲ ଫର୍ମରେ ଥିବା ଯଶସ୍ୱୀ ଜସୱାଲଙ୍କ ଉପରେ ଲୋକଙ୍କ ନଜର ରହିବ ଏବଂ ଜୟସୱାଲ ବିରାଟ କୋହଲିଙ୍କ ତିନୋଟି ବଡ ରେକର୍ଡ ଉପରେ ନଜର ରଖିବେ। ଏହି ସିରିଜରେ ଏପର୍ଯ୍ୟନ୍ତ ଦୁଇଥର ଶତକ ହାସଲ କରିଥିବା ଜୟସୱାଲ ଧରମଶାଲାରେ କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ଜୟସୱାଲ ଏପର୍ଯ୍ୟନ୍ତ ୯୩.୫୭ ରେ ସିରିଜର…

Read More

ପୋଷ୍ଟ ଅଫିସର ନୂଆ ଯୋଜନା ଘରେ ବସି ପାଆନ୍ତୁ ଏତିକି ଟଙ୍କା …

ଘରେ ବସି ରୋଜଗାର ଟଙ୍କା ରୋଜଗାରର କଥା ଆପଣ ଆଜି କାଲି ବିଭିନ୍ନ ସୋସିଆଲ ମିଡିଆରୁ ଶୁଣିବାକୁ ପାଉଥିବେ । ତେବେ ଆଜିର ଦୁନିଆରେ ସମସ୍ତେ ଚାହିଁନ୍ତି ସହଜରେ ଟଙ୍କା ରୋଜଗାର କରିବାକୁ । ଭାବୁଛନ୍ତି କି କେମିତି ଓ କିପରି କରିବେ ରୋଜଗାର ? ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସହଜ ଓ ସରଳ ଉପାୟ…ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଦରମାରୁ କିଛି ଅଂଶ ସଂଚୟ କରିବାକୁ ଚାହାଁନ୍ତି । ତେବେ ଆପଣ ଏହି…

Read More

ଭାରତରେ ନିର୍ବାଚନ ପାଇଁ ଫେସବୁକରେ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା ୨୦୧୪ ପରଠାରୁ ପରିବର୍ତ୍ତନ ହୋଇଛି ଅନେକ ପରିସଂଖ୍ୟାନ

ଗଣତନ୍ତ୍ରରେ ଲୋକଙ୍କ ଭୋଟରେ ସରକାର ଗଠନ ଓ ଭଙ୍ଗ ହୋଇଥାଏ। ସମଗ୍ର ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପ୍ରଚାର । ଦୁଇ ଦଶନ୍ଧି ପୂର୍ବରୁ ଟିଭି ଓ ଖବରକାଗଜ ପ୍ରଚାରର ସବୁଠାରୁ ବଡ଼ ମାଧ୍ୟମ ଥିଲା।୨୪ ଘଣ୍ଟାରେ ଥରେ ଖବରକାଗଜ ପ୍ରକାଶ ପାଇବା ପରେ ଖବରକାଗଜ ସର୍ବସାଧାରଣଙ୍କ ପାଖରେ ପହଞ୍ଚୁଥିବାବେଳେ ଟେଲିଭିଜନରେ ୨୪ ଘଣ୍ଟିଆ ଖବର ପ୍ରକାଶ ପାଇଥାଏ। କିନ୍ତୁ ଏବେ ସେକେଣ୍ଡରେ ଲୋକଙ୍କ ପାଖରେ ସୂଚନା ପହଞ୍ଚୁଛି ଏବଂ ଏହାର ସବୁଠାରୁ ବଡ଼ ମାଧ୍ୟମ…

Read More

ଶକ୍ତି ପ୍ରଦର୍ଶନ କରିବେ ଅମରେଶ ଓ ଅମରେନ୍ଦ୍ର…….ବିଜେଡି ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର : ବିଜୁ ଜନତା ଦଳରେ ପ୍ରାୟ ଦଶହଜାର ଆଶାୟୀ। ଏକଦା ଦଳର ତିନି ନମ୍ବର ନେତା ପ୍ରଣବ ପ୍ରକାଶ ଦାସ କିଛିଦିନ ତଳେ ଟୁଇଟ୍ କରିଥିଲେ। ୧୪୭ ବିଧାନସଭା, ୨୧ ଲୋକସଭା ଏବଂ ୧୦ ରାଜ୍ୟସଭା ବାଦ୍ ଦେଲେ ଆହୁରି ନଅ ହଜାରୁ ଅଧିକ ଆଶାୟୀ। ମାତ୍ର ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି 3 ଜଣ ପ୍ରମୁଖ ଆଶାୟୀ ରହୁଛନ୍ତି। ଏହି କ୍ରମରେ ଯେଉଁ ଆଶାୟୀମାନଙ୍କର ନିଜସ୍ୱ ସଙ୍ଗଠନ ରହିଛି। ସେମାନେ ନିଜ ନିଜ ତରିକାରେ…

Read More

ଗମ୍ଭୀରଙ୍କ ରାଜନୈତିକ ଇଂନିସରେ ପଡିଲା ପୂର୍ଣ୍ଣଚ୍ଛେଦ …

ଣପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ୍ କାରଣରୁ ଗମ୍ଭୀର ତାଙ୍କ ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବାକୁ ଚାହାଁନ୍ତି। X ରେ ଏକ ପୋଷ୍ଟରେ ଗମ୍ଭୀର ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଥିଲେ। ରାଜନୀତିରୁ ଦୂରେଇ ରହିବାର କାରଣ ଗମ୍ଭୀର କ୍ରିକେଟ୍ ବୋଲି ଦର୍ଶାଇଛନ୍ତି। ଗୌତମ ଗମ୍ଭୀର ଆଜି (ଶନିବାର) X ରେ ଲେଖିଛନ୍ତି, ମୁଁ ମୋର ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତି ପାଇବାକୁ ମାନ୍ୟବର ଦଳର ସଭାପତି ଜେପି ନାଡା…

Read More

ବାଙ୍କୀରୁ ବିଜେପିରୁ ପ୍ରାର୍ଥୀ ହେବେ ଦେବାଶିଷ ପଟ୍ଟନାୟକ !

ବାଙ୍କୀ : କଟକ ଜିଲ୍ଲା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସେପଦ୍ମ ଦଳରୁ ବାଙ୍ଗୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏନେଇ କଂଗ୍ରେସ ବ୍ୟାନର ବିନା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶ୍ରୀ ପଟ୍ଟନାୟକ କିଛିଦିନ ତଳେ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେ ବଡ଼ ନିଷ୍ପତ୍ତି ନେଉଥିବା କହିଥିଲେ। ଏଥିରେ ଲୋକମାନଙ୍କ ସହଯୋଗ ରହିବ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ।…

Read More

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

ଭୁବନେଶ୍ବର ; ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ ମଲହୋତ୍ରା, ଆଇପିଏସ୍, ଏହି ପୁରସ୍କାର ପ୍ରଦାନ କରିଥିଲେ। ଜେଏସପି ପକ୍ଷରୁ ଏହାର ଗ୍ରୁପ୍ ଚିଫ୍ ଡିଜିଟାଲ୍ ଅଫିସର ଶ୍ରୀ ଇନ୍ଦ୍ରଦ୍ୟୁନ୍ନ ଦତ୍ତା ଏହି ସମ୍ମାନ ଗ୍ରହଣ କରିଥିଲେ। ଚେୟାରମ୍ୟାନ୍ ଶ୍ରୀ…

Read More

ଖଣ୍ଡପଡ଼ାରେ ବିଜେଡି ଟିକେଟ୍ ଦେବ କାହାକୁ….ଅନୁଭବଙ୍କୁ ନେଇ କାହିଁକି ଅନିଶ୍ଚିତତା…

ନୟାଗଡ଼,୧।୩ : ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ଥିବା ବେଳେ ରାଜନୈତିକ ଉଷ୍ମତା ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ମୁଖ୍ୟତଃ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ବିଜୁ ଜନତା ଦଳରୁ ବିଦା ହେବା ପରେ ଖଣ୍ଡପଡ଼ା ପାଣିପାଗ ଏକରକମ ସରଗରମ ହୋଇଛି । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଟିକେଟ ଆଶାୟୀ…

Read More