Odisha Patrika

୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ନେଇ ଘୋଷଣା …

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି। ଫାଇବି-ଟି ଅଧ୍ୟକ୍ଷଙ୍କ  କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ…

Read More

କିଏ ଏହି ଆକାଶ ଦୀପ୍ , କେମିତି ଥିଲା ତାଙ୍କ କ୍ରିକେଟର ଯାତ୍ରା ଜାଣନ୍ତୁ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚ୍ ଆକାଶଦୀପଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ଭାବେ ପ୍ରମାଣିତ ହୋଇଛି । ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । କାର୍ଯ୍ୟଭାର…

Read More

ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ପେବୃଆରୀ ମାସ ଶେଷରେ ପାଇବେ ୧୬ତମ କିସ୍ତି

ଦେଶର ସବୁ କୃଷକ ଭାଇମାନଙ୍କ ପାଇଁ ଆସିଛି ଖୁସି ଖବର । ସେମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ପିଏମ କିଶାନ ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି । ଏହି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଯୋଜନାରେ ହୋଲି ପୂର୍ବରୁ ୧୬ତମ କିସ୍ତିର ୨ ହଜାର ଟଙ୍କା ଏହି ୬…

Read More

ବଦଳିଯିବ ବିଜେଡ଼ିର ବହୁ ବରିଷ୍ଠଙ୍କ ଆସନ …ଉପକୂଳରେ ବହୁ ଆସନରେ ହେବ ପରିବର୍ତ୍ତନ …

ଭୁବନେଶ୍ୱର : ବିଜୁ ଜନତା ଦଳ ଚଳିତ ସାଧାରଣ ନିର୍ବାଚନରେ ବହୁ ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରାର୍ଥୀ ବଦଳ କରିବାକୁ ମନସ୍ଥ କରିସାରିଛି। ଏନେଇ କେତେକ ନେତାଙ୍କୁ ସବୁଜ ସଙ୍କେତ ଦିଆଯାଇସାରିଲାଣି। କେତେକ ସ୍ଥାନର ଛାମୁଆ ନେତୃତ୍ୱଙ୍କୁ ଡାକି ମଧ୍ୟ ଶଙ୍ଖ ଭବନରେ ନିୟମିତ ଅବଗତ କରାଯାଉଛି। ଗତଥର ଖୋର୍ଦ୍ଧା, ଚିଲିକା, ବେଗୁନିଆ, କେନ୍ଦ୍ରାପଡ଼ା, ଝରିଗାଁରେ ଏହି ଯୋଜନା ସଫଳ ହୋଇଥିଲା। ଚଳିତ ଥର ବଡ଼ ଧରଣର ଅଦଳବଦଳ ଆଶା କରାଯାଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଳ ଆସନ ହିଞ୍ଜିଳି…

Read More

ବିଜେଡିକୁ ଘାରିଛି ଲୋକସଭା ପ୍ରାର୍ଥୀ ଚିନ୍ତା, ଅଧିକାଂଶ ପୂର୍ବ ପ୍ରାର୍ଥୀ ବଦଳିବା ନେଇ ଦଳ ଦେଲା ସଙ୍କେତ…

ଭୁବନେଶ୍ୱର : ଅଧିକାଂଶ ଲୋକସଭାର ପ୍ରାର୍ଥୀ ବଦଳାଇବାକୁ ଯୋଜନା କରୁଛି ବିଜେଡି ।  ନୂଆ ପ୍ରାର୍ଥୀ ବିଶେଷ କରି ମହିଳା ଚେହେରାକୁ ଦିଆଯିବ ଗୁରୁତ୍ୱ। ବିଭିନ୍ନ ସଂସ୍ଥାରୁ ରିପୋର୍ଟ ଆସିବା ପରେ ଦୁଇ ସପ୍ତାହ ମଧ୍ୟରେ ସ୍ଥିର ହେବ ଚେହେରା। ବିଜେଡିର ପୁରୀ, ଭୁବନେଶ୍ୱର,କଟକ, କେନ୍ଦୁଝର,ନବରଙ୍ଗପୁର,ସମ୍ବଲପୁର, ସୁନ୍ଦରଗଡ଼ , କେନ୍ଦ୍ରାପଡ଼ା ଚେହେରା ବଦଳିବାର ବିଶେଷ ସମ୍ଭାବନା ରହିଛି। ସେହିପରି କନ୍ଧମାଳ, ବ୍ରହ୍ମପୁର, ବଲାଙ୍ଗୀର ଓ ଭଦ୍ରକ ପ୍ରାର୍ଥୀ ନ ବଦଳିବାର ସମ୍ଭାବନା ରହିଛି। ଆଜି ଆସିଥିବା ରିପୋର୍ଟ…

Read More

ବିଧାୟକ ହେବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି ଓଡ଼ିଆ ନେତା…ସାଂସଦ ପଦକୁ ନେଇ ଟେକୁଛନ୍ତି…

ଭୁବନେଶ୍ୱର : ଦିନ ଥିଲା ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ହେବା ପାଇଁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ତଥା ସଂସଦରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ରାଜନେତା ଖୁସି ଅନୁଭବ କରୁଥିଲେ। ଦିଲ୍ଲୀରେ ଓଡ଼ିଶାର କଥା ରଖିବାର ଦକ୍ଷତା ଓ ସେଠାରୁ ଲଢି ରାଜ୍ୟର ସାମ୍ବିଧାନିକ ଭାଗ ଆଣିବା ପ୍ରାଥମିକତା ଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ରବି ରାୟ, ସମରେନ୍ଦ୍ର କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା…

Read More

ବିଜେଡ଼ି ଗୋଷ୍ଠୀ ବିବାଦକୁ ରୋକି ପାରିବ ନୂଆଁ ମୁହଁ : ଚର୍ଚ୍ଚାରେ ଚନ୍ଦ୍ରଲେଖା

ସମ୍ୱଲପୁର, ୨୨।୨: ସମ୍ୱଲପୁର ଜିଲ୍ଲାରେ ୪ଟି ବିଧାନସଭା ରହିଛି । ସେଥି ମଧ୍ୟରୁ ସମ୍ୱଲପୁର ବିଧାନସଭା  ବେଶ ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବେ ଶିକ୍ଷିତ ଭୋଟର ଏହି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏଥିସହ ଏହି ଆସନରେ ଲଢେଇ ମଧ୍ୟ ଘମାଘୋଟ ହୋଇଥାଏ । ତେଣୁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଚୟନ ବୁଝି ବିଚାରି କରନ୍ତି । ବିଶେଷ ଭାବେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ସମସ୍ତେ ଗୁରୁତ୍ଵ ଦେଇ ଆସିଛନ୍ତି…

Read More

ପୋଷ୍ଟ ଅଫିସ୍ ର ଏହି ସ୍କିମ୍ ଭଲ ରିଟର୍ଣ୍ଣ ସହ ସଞ୍ଚୟର ଦେଉଛି ଗ୍ୟାରେଣ୍ଟି …

ଡାକଘରର ତାର ଛୋଟ ସଞ୍ଚୟ ଯୋଜନା ପାଇଁ ବେଶ୍ ଲୋକପ୍ରିୟତା ଗ୍ରହଣ କରିଛି| ଏହି ଯୋଜନାଗୁଡିକରେ ବିନିଯୋଗ କରିବାର ସବୁଠାରୁ ବଡ ସୁବିଧା ହେଉଛି ଏଥିରେ ଟଙ୍କା ସୁରକ୍ଷିତ ରହିବା ସହ ରିଟର୍ଣ୍ଣ ମଧ୍ୟ ଭଲ ମିଳିଥାଏ |ତେବେ ଡାକଘର ସବୁ ଯୋଜନା ପରି ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) ମଧ୍ୟ ଏକ ଯୋଜନା | ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) ସରକାରଙ୍କ ଦ୍ୱାରା ପରିଚାଳିତ | ଏହାର ସୁଧ ହାର ସରକାର ପ୍ରତି ତିନି ମାସରେ…

Read More

ବିଜେପି ବିଧାୟକ ସୁକାନ୍ତ ନାୟକଙ୍କୁ ନେବ ବିଜେଡି, ବବି କଲେ ଫାଇନାଲ

ଭୁବନେଶ୍ୱର : ବର୍ତ୍ତମାନର ବିଜେପି ବିଧାୟକ ତଥା ନୀଳଗିରି ପ୍ରତିନିଧି ସୁକାନ୍ତ ନାୟକ ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ଗତଥର ଶେଷ ମୂହୁର୍ତ୍ତରେ ଶ୍ରୀ ନାୟକ ବିଜେପି ଯାଇ ପଦ୍ମ ଚିହ୍ନରେ ଲଢି ବିଜୟ ହୋଇଥିଲେ। ବର୍ତ୍ତମାନ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ବିଧାନସଭା ଲଢିବାକୁ ଚାହୁଁଛନ୍ତି। ସେ ନୀଳଗିରିକୁ ଫେରି ପାରନ୍ତି। ତେଣୁ ସୁକାନ୍ତ ତାଙ୍କ ଟିକେଟ୍ ନେଇ ଏତେଟା ସୁଦୃଢ ନୁହଁନ୍ତି। ସେହିପରି ପୂର୍ବରୁ ବିଜେଡିରେ ରହିଥିବାରୁ ଘରବାହୁଡ଼ା ଏତେଟା ଅସୁବିଧା ହେବ…

Read More

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରସଙ୍ଗ ଓଡ଼ିଶା ରାଜନୀତି ସମୀକରଣ ବଦଳାଇଦେବ କି ….!!!

ନୂଆଦିଲ୍ଲୀ : (ଅନାମ ମହାନ୍ତିଙ୍କ ରିପୋର୍ଟ )-ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀରୁ ଆରମ୍ଭ କରି ରାଇରଙ୍ଗପୁର ଯାଏଁ କେବଳ ଚୌକି କାହାର ଚର୍ଚ୍ଚା। ଇତି ମଧ୍ୟରେ ଜାତୀୟ ରାଜନୀତିର ବିଭିନ୍ନ ସମୀକରଣ ଓଡ଼ିଶା କ୍ଷମତା ରାଜନୀତି ଗଣିତକୁ ଜଟିଳ କରିଛି। ଶିରୋମଣି ଅକାଳି ଦଳ, ରାଷ୍ଟ୍ରୀୟ ଲୋକ ଦଳ ଏବଂ ଜେଡିୟୁ ଭାଜପା ନେତୃତ୍ୱାଧିନ ଏନଡିଏରେ ସାମିଲ ହୋଇ ସାରିଲେଣି। ଅକାଳି ଦଳ ଆଗାମୀ ଦିନରେ ଏହି ଘୋଷଣା କରିପାରେ। ଆନ୍ଧ୍ର ପ୍ରଦେଶରେ ପୁରୁଣା ସହଯୋଗୀ…

Read More