Odisha Patrika

କର୍ମଚାରୀଙ୍କୁ ରଖିବା ପାଇଁ ଗୁଗଲର ଆଶ୍ଚର୍ଯ୍ୟଜନକ ଘୋଷଣା ଜାଣନ୍ତୁ କେତେ ବଢାଇଲା ଦରମା …

ବେସରକାରୀ ଚାକିରିରେ, କର୍ମଚାରୀମାନେ ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀକୁ ଯିବା ସାଧାରଣ କଥା କିନ୍ତୁ କର୍ମଚାରୀମାନଙ୍କୁ ଚାକିରୀ ଛାଡିବାକୁ ୩୦୦ ପ୍ରତିଶତ ବେତନ ବୃଦ୍ଧି ଆଶ୍ଚର୍ଯ୍ୟଜନକ ହେଲେ ବି ଏହା ସତ୍ୟ ଅଟେ | ଗୁଗୁଲ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି | ଏହାର ଜଣେ କର୍ମଚାରୀଙ୍କୁ ଅଟକାଇବା ପାଇଁ ଗୁଗୁଲ ତାଙ୍କ ଦରମାକୁ ୩୦୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ସୂଚନାଯୋଗ୍ୟ, ଗୁଗୁଲର ପ୍ରିୟର କର୍ମଚାରୀ ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ଷ୍ଟ‌ର୍ଟଅଫରେ…

Read More

ରାଞ୍ଚି ଟେଷ୍ଟରୁ ବାଦ୍ ପଡିପାରନ୍ତି ଜସପ୍ରିତ୍ ବୁମରା ଜାଣନ୍ତୁ କାହିଁକି …

ରାଜକୋଟ୍‌ରେ ଇଂଲଣ୍ଡକୁ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୪୩୪ ରନ୍‌ରେ ପରାସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ରାଜକୋଟ୍‌ରେ ବିଜୟ ପରେ ଏବେ ରାଞ୍ଚିରେ ଇଂଲଣ୍ଡକୁ ହରେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ତେବେ ଫେବ୍ରୁଆରୀ ୨୩ରେ ରାଞ୍ଚିରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଚୁଡ଼ାନ୍ତ ଏକାଦଶକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଞ୍ଚି ଟେଷ୍ଟରେ ପଡ଼ିଆରେ ଯଶପ୍ରୀତ ବୁମ୍ରାଙ୍କୁ ମିସ…

Read More

ମୋରଡ଼ା: ବିଜେଡି ଆଶାୟୀ ସାଜିଛନ୍ତି ତୃତୀୟ ମହଲା ମୁଣ୍ଡବିନ୍ଧାର କାରଣ

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲାର ଅଣସଂରକ୍ଷିତ ବିଧାନସଭା ଆସନ ମୋରଡ଼ା ନେଇ ବିଜେଡି ନୂଆ ପ୍ରାର୍ଥୀ ଖୋଜୁଛି। ବର୍ତ୍ତମାନ ବିଧାୟକ ଥିବା ରାଜ କିଶୋର ଦାସଙ୍କୁ ପୁର୍ନବାର ପ୍ରାର୍ଥୀ କରିବାକୁ ଚାହୁଁନାହିଁ।  ତେଣୁ ସେଠାରେ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ଗଲାଣି। ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଏବଂ ଅଧିକାଂଶ ବିଧାନସଭାରେ ବିଜେଡି ପରାସ୍ତ ହୋଇଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ରାଜ କିଶୋର ଦାସ ମୂଳତଃ ବିଜେଡି ନୁହଁନ୍ତି। ବିଜେପିରେ…

Read More

ଜିଡିପିରେ ପାକିସ୍ତାନକୁ ପଛରେ ପକାଇଲା ଟାଟା ଗ୍ରୁପ …

ଗତ ଏକ ବର୍ଷ ଧରି ଟାଟା ଗ୍ରୁପର କମ୍ପାନୀଗୁଡିକ ନିବେଶକଙ୍କୁ ବମ୍ପର ରିଟର୍ଣ୍ଣ ଦେଇଛି । ଏହି କାରଣରୁ ପଡୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଅପେକ୍ଷା ଟାଟା ଗ୍କୁପର ସମସ୍ତ ତାଲିକାଭୁକ୍ତ କମ୍ପାନୀର ବଜାର କ୍ୟାପ୍ ଅଧିକ ହୋଇପାରିଛି। ତଥ୍ୟ ଅନୁଯାୟୀ ଟାଟାର ବଜାର କ୍ୟାପ୍ ୩୬୫ ବିଲିୟନ ଡ଼ଲାରରେ ପହଞ୍ଚି ଥିବା ବେଳେ ଆଇଏମ୍ଏଫ୍ ଅନୁଯାୟୀ ପାକିସ୍ତାନର ଜିଡିପି ମାତ୍ର ୩୪୧ ବିଲିୟନ ଡ଼ଲାର ତେବେ ଟାଟା ଗ୍ରୁପ ଜିଡିପିରେ ପାକିସ୍ଥାନକୁ ମାତ ଦେଇଛି ।…

Read More

ଗୋପାଳପୁର ଆସନରେ ବିକ୍ରମଙ୍କ କାର୍ଯ୍ୟକ୍ରମ କେତେ ଗ୍ରହଣୀୟ ହେଉଛି…କ’ଣ ଆସିଛି ରିପୋର୍ଟ…

ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ପ୍ରାର୍ଥୀ ହେବ, ସେ ନେଇ ବିଜେଡି ଶିବିରରେ ବ୍ୟାପକ ଉତ୍ସାହ ରହିଛି। ଏକଦା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତି ବିଶ୍ୱସ୍ତ ଅଫିସର ଗୋପବନ୍ଧୁ ଦାଶଙ୍କୁ ଏହି ଆସନରେ ସଂଗଠନ ଦାୟିତ୍ୱ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ ହୋଇଥିଲେ ବି ସଂଗଠନରେ ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଇନଥିଲା । ପରେ ତାଙ୍କୁ କିଛି କୋଟେରୀ ନେତା ପରିବର୍ତ୍ତନ କରାଇଦେଇଥିଲେ। ଏବେ ଯାଏଁ, ବିଜେଡି କାହାରିକୁ ପ୍ରାର୍ଥୀ କରିବ,…

Read More

ମୃତ୍ତିକା ଓ ଜଳ ସଂରକ୍ଷଣ ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର

ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଛି । ନାବାର୍ଡ ସହଭାଗିତାରେ କାର୍ଯ୍ୟକରି ହେଉଥିବା ସମନ୍ୱିତ ଜଳସେଚନ ପରିଚାଳନା ପ୍ରକଳ୍ପ ମାଧ୍ୟମରେ ଓଡିଶାର ଅନୁଗୁଳରେ କୃଷକଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଳ ସଂରକ୍ଷଣ ଏବଂ ପରିଚାଳନା ବର୍ଗରେ ଜେଏସପିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଫେବୃଆରୀ ୧୫, ୨୦୨୪ ରେ ନୂଆଦିଲ୍ଲୀରେ ଆୟୋଜିତ…

Read More

ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା

କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି ।ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ । ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି । ଓଡ଼ିଶା ଜୈବବିବିଧତା ବୋର୍ଡ…

Read More

ଏହି ଦେଶକୁ ବୁଲିବାକୁ ଗଲେ ଆଉ ବଦଳେଇବାକୁ ପଡିବନି ଟଙ୍କା ଜାଣନ୍ତୁ …

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି | ବର୍ତ୍ତମାନ ଯଦି ସେମାନେ ଶ୍ରୀଲଙ୍କା କିମ୍ବା ମରିସସକୁ ବୁଲିବାକୁ ଯିବେ , ତେବେ ସେମାନେ ସେଠାରେ ଥିବା ୟୁପିଇ ମାଧ୍ୟମରେ ମଧ୍ୟ ଟଙ୍କାର ଆଦାନ ପ୍ରଦାନ କରିପାରିବେ | ବାସ୍ତବରେ ସୋମବାର ଶ୍ରୀଲଙ୍କା ଏବଂ ମରିସସରେ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସେବା ଆରମ୍ଭ କରାଯାଇଛି । ଏହାକୁ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକେରେମିସିଂହ ଏବଂ…

Read More

ପିିସିସିର ଆୟୋଜନ ଦେଖି ରାହୁଲ ଗାନ୍ଧୀ ରାଗିଥିଲେ…ପାଲଟା ଜବାବ୍ ଦେଲେ ପଟ୍ଟନାୟକ ଗୋଷ୍ଠୀ…କହିବେନି ସାମାଜିକ ନ୍ୟାୟ କଥା..

ଭୁବନେଶ୍ୱର :  ଓଡ଼ିଶାରେ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରା ପ୍ରସ୍ତୁତି ଓ କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ଖପ୍ପା ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ସିଏସ୍ ରାଜନ ଏକ୍କାଙ୍କ ସଭାକୁ ଛାଡିଦେଲେ, ଅନ୍ୟ ସବୁ ସଭାରେ ଲୋକଙ୍କ ଉପସ୍ଥିତି ଓ ବ୍ୟବସ୍ଥାକୁ ନେଇ ରାହୁଲ ଖପ୍ପା ହୋଇଛନ୍ତି। ବିଶେଷ କରି ବୀରମିତ୍ରପୁର, ଝାରସୁଗୁଡ଼ା ଲୋକଙ୍କ ଉପସ୍ଥିତି ଆଶାନୁରୂପ ନ ଥିଲା। ସାମଗ୍ରିକ ଭାବେ ଭାରତ ଯୋଡ଼ ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ ଓଡ଼ିଶା ପିସିସି ପ୍ରଭାରୀ…

Read More

୧୬ ତାରିଖରେ ୨୬ଟି କୃଷକ ସଂଗଠନର ଭାରତ ବନ୍ଦ ଡାକରା…

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣାର ୨୬ଟି କୃଷକ ସଂଗଠନ ମଙ୍ଗଳବାର ଦିଲ୍ଲୀ ପଦଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପଞ୍ଜାବର ବହୁ ସଂଖ୍ୟକ କୃଷକ ହରିୟାଣା ସୀମାରେ ଏକାଠି ହେଉଛନ୍ତି। ଏହା ମଧ୍ୟରେ ଭାରତୀୟ କୃଷକ ସଂଗଠନ  ନେତା ଯୋଗୀନ୍ଦର ସିଂହ ଉଗ୍ରହାନ ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେ ସମସ୍ତ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ଏହାକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ହରିୟାଣାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

Read More