Odisha Patrika

ରଜନୀକାନ୍ତ, କମଲ ହସନଙ୍କ ପରେ ରାଜନୀତିରେ ପାଦ ରଖିଲେ ବିଜୟ

ଦେଶର ରାଜନୀତିରେ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରଵେଶ ହୋଇଛି । ସାଉଥର ଜଣାଶୁଣା ଷ୍ଟାର ବିଜୟ ନିଜର ରାଜନୈତିକ ଦଳର ଘୋଷଣା କରିଛନ୍ତି । ତେବେ ସେ ତାଙ୍କ ଦଳର ନାମ ତାମିଲାଗା ଭେଟ୍ରି କାଜହମ୍ ରଖିଛନ୍ତି । ସୁପରଷ୍ଟାର ବିଜୟଙ୍କ ଦ୍ବାର ଜାରି ହୋଇଥିବା ବିବୃତିରେ ସେ ଲୋକସଭା ନିର୍ବାଚନ ସଂପର୍କରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉନାହୁଁ। କିମ୍ବା ଏହି ସମୟ ମଧ୍ୟରେ ଆମେ କାହାକୁ ସମର୍ଥନ…

Read More

ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବ ଏକାମ୍ର ଉତ୍ସବ;ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଆସନ୍ତା ୩ ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି “ଏକାମ୍ର ଉତ୍ସବ” । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ l ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” l ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି…

Read More

ପାଟିଦାର ଓ ସରଫରାଜ ମଧ୍ୟରୁ କିଏ ଖେଳିବ? ଏହି ଦୁଇ ଜଣ ନେବେ ନିଷ୍ପତ୍ତି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ମ୍ୟାଚ୍ ସିରିଜର ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଖେଳାଯିବ। କିନ୍ତୁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ କ’ଣ ହେବ? ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ୍ ରାହୁଲ ଆହତ କାରଣରୁ ମଧ୍ୟ ଦଳରୁ ବଦ୍ ପଡ଼ିଛନ୍ତି । ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯିବା ସହ ରଜତ…

Read More

Union budget 2024 ; ୩ଟି ନୂଆ ରେଳ କରିଡ଼ର ନିର୍ମାଣ ପାଇଁ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟରେ ଦେଖିବାକୁ ମିଳିଛି ଚମତ୍କାର ଉପହାର । ଗୁରୁବାର ଦିନ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ବର୍ଷରେ ତିନୋଟି ନୂତନ ରେଳ ଅର୍ଥନୈତିକ କରିଡର ନିର୍ମାଣ କରାଯିବ। ଏହି କରିଡରଗୁଡିକ ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଣ୍ଟ ପାଇଁ ପ୍ରସ୍ତୁତ କରାଯିବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଏହି ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏହା ଦ୍ବାରା ଯାତ୍ରୀବାହୀ ଟ୍ରେନ କାର୍ଯ୍ୟରେ…

Read More

କାର୍ଯ୍ୟରେ ଖିଲାପ ଓ ଅସଦାଚରଣ ଅଭିଯୋଗରେ ୫ ଜଣ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ବହିଷ୍କୃତ

ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ଵାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ବହିଷ୍କୃତ କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପ ନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୂକ୍ତ । ଭିଜିଲାନ୍‌ସ କୋର୍ଟ ଦ୍ଵାରା…

Read More

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉଦ୍‌ଘାଟିତ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଛି । ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଏହି ଗ୍ୟାଲେରୀ ଉଦ୍‌ଘାଟନ କରିଛନ୍ତି । ଏହି ଗ୍ୟାଲେରୀରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଆଠଟି ମ୍ୟରାଲ୍ ପେଣ୍ଟିଂ ରହିଛି । ମହାତ୍ମା ଗାନ୍ଧୀ କେତେଥର ଓଡ଼ିଶା ଆସିଥିଲେ, କେଉଁଠିକୁ ଆସିଥିଲେ, କ’ଣ କହିଥିଲେ ସେ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ…

Read More

ଦୈନିକ ୮ କୋଟି ଖର୍ଚ୍ଚ କଲେ ବି ୬୦୦ ବର୍ଷ ଯାଏ ସରିବନି ଏହି ମାନଙ୍କ ସମ୍ପତ୍ତି..

ଗତକିଛି ସମୟ ଧରି ବିଶ୍ବର ସର୍ବଶ୍ରେଷ୍ଠ ପାଞ୍ଚ ଧନୀ ବ୍ୟକ୍ତିଙ୍କ ସମ୍ଫତ୍ତିରେ ବୃଦ୍ଧି ଘଟିବାରେ ଦେଖାଦେଇଛି । ଏଥିପାଇଁ ଧନୀ ଏବଂ ଗରିବଙ୍କ ମଧ୍ୟରେ ଅନ୍ତର ବଢିବାରେ ଲାଗିଛି । ନିକଟରେ ଅକ୍ସଫାମ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଦାବି କରିଛି ଯେ, ସବୁଠାରୁ ଧନୀ ଲୋକଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥିବା ବେଳେ ପ୍ରାୟ ପାଞ୍ଚ ବିଲିୟନ ଲୋକ ଏବେବି ଦାରିଦ୍ର ସୀମାରେଖାରେ ରହିଛନ୍ତି । ଏଥିସହ ଦୁନିଆରେ ଗରିବ ଏବଂ ଧନୀଙ୍କ ମଧ୍ୟରେ ଅସମାନତା ଦେଖିବାକୁ ମିଳିଛି…

Read More

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣାଙ୍କୁ ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ମହାରଣା ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ନୂତନ ଶୈଳୀ ସୃଷ୍ଟି କରିବା ସହିତ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କଳା କ୍ଷେତ୍ରରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନିତ…

Read More

Bank of Baroda: ବ୍ୟାଙ୍କ ଅଫ ବରୋଦାର ନୂଆ ଏଫଡି ପ୍ଲାନ ଯାହା ଆପଣଙ୍କୁ ଅଧିକ ସୁଧ ଦେବ

ବ୍ୟାଙ୍କ ଅଫ ବରୋଦାର ପକ୍ଷରୁ କିଛି ସମୟ ପାଇଁ ଏକ ପିକ୍ସ ଡିପୋଜିଟ ଲଞ୍ଚ କରାଯାଇଛି । ଏହି ଏଫଡିରେ ୨ କୋଟିରୁ କମ୍ ବିନିଯୋଗ ଗ୍ରହଣ କରାଯିବ । ବ୍ୟାଙ୍କର ଏଫଡି ପ୍ରଦାନ କରୁଥିବା ସର୍ବୋଚ୍ଚ ସୁଧ ମଧ୍ୟରୁ ଏହା ଅନ୍ୟତମ । ସୂଚନା ଅନୁଯାୟୀ, ଏହି ନୂତନ ଏଫଡିରେ ବିନିଯୋଗ ଜାନୁୟାରୀ ୧୫, ୨୦୨୪ ରୁ ଆରମ୍ଭ ହୋଇସାରିଛି। ଏହି ଯୋଜନନାର ନାମ ବବ୍ ୩୬୦ ରଖାଯାଇଛି |ଏଥିରେ ସାଧାରଣ ନିବେଶକମାନଙ୍କୁ ୭.୧୦ ପ୍ରତିଶତ…

Read More

ବିଜେଡ଼ିର ଆସନ ସଂଖ୍ୟା ହ୍ରାସ ପାଉଛି, ଏହି ଟ୍ରେଣ୍ଡ ବଳବତ୍ତର ରହିଲେ କେସିଆର ହୋଇଯିବେ ନବୀନ….

ଭୁବନେଶ୍ୱର :  ବିଜେଡିର ଲୋକପ୍ରିୟତା ହ୍ରାସ ପାଉଛି। କେବଳ ଲୋକପ୍ରିୟତା ନୁହେଁ, ଭୋଟ୍ ମଧ୍ୟ ହ୍ରାସ ପାଉଛି।  ମୁଖ୍ୟ ବିରୋଧୀ ଦଳର ଭୋଟ ବଢୁଛି। ବିଦ୍ରୋହୀ ବିଜେଡି ଆଶାୟୀ ମୁଖ୍ୟ ବିରୋଧୀ ଦଳକୁ ଯିବା ପାଇଁ ସଜବାଜ ହେଲେଣି। ବର୍ତ୍ତମାନ ସମୟରେ ବିଜେଡି ଶତାଧିକ ବିଧାୟକ ରହିଛନ୍ତି। ମାତ୍ର ଏହି ସଂଖ୍ୟାରେ ଅହେତୁକ ହ୍ରାସ ଦେଖାଗଲାଣି। ଏକଥା ଓଡ଼ିଶା ପତ୍ରିକା କହୁନାହିଁ। ବିଜେଡି ଦ୍ୱାରା ନିୟୋଜିତ ହୋଇଥିବା ଏକାଧିକ ସର୍ଭେକ୍ଷଣ ସଂସ୍ଥା ଏବଂ ଜନମତ ନାମକ ଏକ…

Read More