Odisha Patrika

ଓଡିଆ ଭାଷା ସମ୍ମିଳନୀ ; ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହେବ ଦୁଇ ଦିନିଆ ଆଲେଚନା ଚକ୍ର

ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଓଡ଼ିଶା ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଓଡ଼ିଆ ମାତୃଭାଷାର ପ୍ରଚାର ପ୍ରସାର ଓ ବିକାଶ ପାଇଁ ଓଡ଼ିଆ ଭାଷାକୁ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି ।ଏହି ପରିପ୍ରେକ୍ଷୀରେ…

Read More

ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର ପସିଲା ଚେତା , ଦ୍ୱିତୀୟ ଟେଷ୍ଟ ପାଈଁ ସରଫରାଜଙ୍କୁ ଦଳରେ କଲା ସାମିଲ୍

ବିସିସିଆଇ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ପରିଶେଷରେ ସରଫରାଜ ଖାନଙ୍କୁ ଦଳରେ ସାମିଲ କରିଛି । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦେଖାଦେଇଛି ପରିବର୍ତ୍ତନ । ଘରୋଇ କ୍ରିକେଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଥିବା ସରଫରାଜ ଖାନଙ୍କ ଉପରେ ବିସିସିଆଇ ଆସ୍ଥା ପ୍ରକଟ କରିଛି । ଅନ୍ୟପଟେ ଟିମ ଇଣ୍ଡିଆକୁ ଲାଗିଛି ଝଟକା । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ…

Read More

ବଦଳୁଛି ସମ୍ବଲପୁର-ରେଢାଖୋଲ ବିଧାନସଭା ରାଜନୀତିର ପ୍ରାକ୍ ଦୃଶ୍ୟପଟ୍ଟ, ଧର୍ମେନ୍ଦ୍ରଙ୍କ ଯୋଗାଯୋଗରେ ବିଜେଡି ନେତା, ନେତ୍ରୀ…

ସମ୍ବଲପୁର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀକୁ ବାଦ୍ ଦେଲେ ଯେଉଁଠି ପରିବେଶ ଅଧିକ ଉଷ୍ମ, ସେ ସ୍ଥାନ ହେଉଛି ସମ୍ବଲପୁର। ସମ୍ବଲପୁର ଚର୍ଚ୍ଚାରେ ରହିବା ପାଇଁ ସବୁ ଉପାଦାନ ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଲୋକସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କୁ ମୁକାବିଲା କରିବା ପାଇଁ ଭି.କେ ପାଣ୍ଡିଆନ୍ ନିଜର ଏକାନ୍ତ ଅନୁଗତ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାଥମିକ ଇସାରା ଦେଇଛନ୍ତି। ଏକଥା ପ୍ରଣବ ପ୍ରକାଶ ନିକଟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…

Read More

ଖଦି ମେଳା ୨୦୨୪

ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ଆୟୋଜିତ ଖଦି ମେଳା ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ୬୫ଟି ଷ୍ଟଲ୍ ସ୍ଥାନ ପାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ଆସିଥିବା ବୁଣାକାର ତଥା ଗ୍ରାମୋଦ୍ୟୋଗ ମାନେ ନିଜର ହାତ ତିଆରି ସାମଗ୍ରୀ ବିକ୍ରୟ କରୁଛନ୍ତି । ସେଥିମଧ୍ୟରେ ଖଦି ବସ୍ତ୍ର, ଗାମୁଛା, ସାଲ୍ ସହ ମାସଲା, ଆଚାର, ଧୂପ, ତେଲ ଆଦି ସାମଗ୍ରୀ ଉପଲବ୍ଧ ହେଉଛି । ଓଡ଼ିଶା ଖଦି ଓ…

Read More

ଅପରାଜିତା-ଶ୍ରୀମୟୀଙ୍କୁ ଟକ୍କର ଦେଇପାରିବେ କି ନିରଞ୍ଜନ ? ପ୍ରାର୍ଥୀ ହେବେ ନା ଗଳା ବାଟ ଦେଖିବେ …

ଭୁବନେଶ୍ୱର :  ବିଜେପିର ଆଠଟି ଲୋକସଭା ଆସନ ଓଡ଼ିଶାରେ ରହିଛି। ଉପକୂଳ ଓଡ଼ିଶାରୁ ତନ୍ମଧ୍ୟରୁ ଦୁଇଟି। ଏହି ଆସନ ହେଉଛି ରାଜଧାନୀ ଭୁବନେଶ୍ୱର ଏବଂ ବାଲେଶ୍ୱର। ବିଜେପିର ଲୋକସଭା ଆସନ ହ୍ରାସ କରିବା କଂଗ୍ରେସ ପାଇଁ ପ୍ରାଥମିକତା ହୋଇଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭାରୁ କଂଗ୍ରେସ ଶକ୍ତିଶାଳୀ ପ୍ରାର୍ଥୀତ୍ୱ ଜାହିର କରିବାକୁ ଚାହୁଁଛି। ଏହି କ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକସଭାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଏଆଇସିସିର ଏକ ସର୍ଭେ…

Read More

ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଅନୁଷ୍ଟିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେବ ଏହି ସମ୍ମିଳନୀ । ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରିବେ । ଏହି…

Read More

ଅଷ୍ଟ୍ରେଲିଆକୁ ମିଳିଲା ଆଉ ଏକ ଡେଭିଡ ୱାର୍ନର ଜାଣନ୍ତୁ କେମିତି…

ନିକଟରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଯଦି ଦେଖାଯାଏ ଡେଭିଡ ୱାର୍ନରଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବହୁତ ଭଲ ରହିଥିଲା । ଏହି ବ୍ୟାଟ୍ସମ୍ୟାନ୍ ସମସ୍ତ ତିନୋଟି ଫର୍ମାଟରେ ଉତ୍କୃଷ୍ଟ ବ୍ୟାଟିଂର ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଅଷ୍ଟ୍ରେଲିଆ ଦଳରେ ଓପନର୍ ଭାବରେ ଡେଭିଡ ୱାର୍ନରଙ୍କୁ ସ୍ଥାନ କିଏ ନେବ ? ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛି ଆଇସିସି ।…

Read More

ଆଦିବାସୀ ମେଳାର ମଜା ନେଉଛନ୍ତି ଦର୍ଶକ, ସହର ମଧ୍ୟରେ ଶୋଭା ପାଉଛି ଆଦିବାସୀ ଗାଁ ଓ ହାଟ

ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା ୨୦୨୪ । ଗତକାଲି ତଥା ଜାନୁଆରୀ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଉଦଘାଟନ କରିବା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ…

Read More

ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କା ଦେଇ ନିଜ ଦଳକୁ ଡାକୁଛି ବିଜେପି;କେଜ୍ରିୱାଲ

ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଏକ ବଡ ଅଭିଯୋଗ ଆଣି। ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ୭ ଜଣ ବିଧାୟକ କିଣିବାକୁ ବିଜେପି ଚେଷ୍ଟା କରୁଛି। ଦଳ ଛାଡିବାକୁ ଆପ ବିଧାୟକମାନଙ୍କୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ କୁହାଯାଇଛି ଯେ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଶୀଘ୍ର…

Read More

ନବୀନ ସିନା ବିଜେପୁର ରୀତାଙ୍କ ପାଇଁ ଛାଡ଼ିଥିଲେ.. ପୁରୀରୁ ଜିତିଲେ କାହା ପାଇଁ ଛାଡ଼ିବେ ଆସନ……..

ଭୁବନେଶ୍ୱର : (ଲେଖାଟି ଟିକେ ଦୀର୍ଘ ଧୈର୍ଯ୍ୟର ସହ ପଢିବେ ) ପୁରୀ ଜିଲ୍ଲାର ପୁରୀ ସଦର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବେ। ନିଜ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପରେ ଏହା ତାଙ୍କର ଦ୍ୱିତୀୟ ଆସନ ହେବ। ପଞ୍ଚମ ପାଳିରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ପ୍ରତି ଶନିବାର ନବୀନ ପଟ୍ଟନାୟକଙ୍କ ସବୁଠୁ ନିକଟତମ ରାଜନୈତିକ ବ୍ୟକ୍ତି…

Read More